ଛୋଟ ପିଲା ଏହି ଭିଡ଼ିଓ ଦେଖନ୍ତୁ ନାହିଁ

jklijkdsgrth

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଭାରତ ନିଜର କଳା ଏବଂ ସଂସ୍କୃତି ପାଇଁ ବେଶ ପରିଚିତ ଏହି ପବିତ୍ର ଭାରତ ର ଭୂମି ରେ ଅସଂଖ୍ୟ ଜ୍ଞାନୀ ଏବଂ ବିଦ୍ୟାନ ବ୍ୟକ୍ତି ଜନ୍ମ ଗ୍ରହଣ କରିଛନ୍ତି ପ୍ରଚୀନ କାଳ ରେ ଏମିତି କିଛି ଜ୍ଞାନୀ ଏବଂ ବିଦ୍ୟାନ ବ୍ୟକ୍ତି ଥିଲେ ଯେଉଁ ମାନେ କି ପୃଥିବୀ ର କିଛି ଲୋକ ମାନଙ୍କୁ ବଞ୍ଚିବା ର ମାର୍ଗ ଦେଖାଇଛନ୍ତି ଓ ନିଜ ଜୀବନ କୁ କେମିତି ହସ ଖୁସି ରେ ଅତିବାହିତ କରିବେ ସେ ବିଷୟ ରେ କହିଛନ୍ତି ସେହି ଜ୍ଞାନୀ ଏବଂ ବିଦ୍ୟାନ ବ୍ୟକ୍ତି ମାନେ ଆଜି ଆମ ପାଖ ରେ ନାହାନ୍ତି କିନ୍ତୁ ତାଙ୍କ ଦ୍ୱାରା ଦିଆ ଯାଇଥିବା ପ୍ରଦପ୍ତ ଶିକ୍ଷା।dvggfhsadgf

ଏବଁ ଜ୍ଞାନ କୁ ଆମେ ଆମ ଜୀବନ ରେ ବ୍ୟବହାର କରି ଆମ ଜାବନ କୁ ଖୁସି ର ସହକାର ରେ ଅତିବାହିତ କରୁଛୁ ଏମାନ ଙ୍କ ମଧ୍ୟ ରୁ ଏକ ବିଦ୍ୟାନ ବ୍ୟକ୍ତି ଥିଲେ ଯାହା ଙ୍କ ର ନାମ ଶୁକ୍ରା ଚାର୍ଯ୍ୟ । ଶୁକ୍ରା ଚାର୍ଯ୍ୟ ଏକ ବିଦ୍ୟାନ ହେବା ,ସହିତ ଭଲ ନିତି କାର ମଧ୍ୟ ଅଟନ୍ତି ଶୁକ୍ରା ଚାର୍ଯ୍ୟ ଙ୍କ ର ନିତି ଆଜି ବି ଲୋକ ମାନଙ୍କ ପାଇଁ ସୁଖଦମୟ ରହିଛି , ତେଣୁ ଜୀବନ କୁ ସୁଖଦମୟ ରେ ଅତି ବାହିତ କରିବାର ଅଛି ଗୁରୁ ଶୁକ୍ରା ଚାର୍ଯ୍ୟ ତାଙ୍କର ନୀତି ଶାସ୍ତ୍ର ରେ ଉଲ୍ଲେଖ କରିଯାଇଛନ୍ତି ସେଗୁଡିକ ପାଳନ କରିବା ଦ୍ୱାରା ଜୀବନ ରେ କୈଣସି ପ୍ରକାର ର ସମସ୍ୟା ଆସି ନଥାଏ ତେବେ ଆସନ୍ତୁ ଜାଣି ନେବା ଯାହାକି ଗୁରୁ ଶୁକ୍ରା ଚାର୍ଯ୍ୟ କହି ଯାଇଛନ୍ତି ଏବଂ ଯେଉଁ ଗୁଡିକୁ ଆମେ ପାଳନ କରିବା ଦ୍ୱାରା ଆମର ଜୀବନ ସୁଖ ମୟ ହେବ ।safdhrdh

1. ପ୍ରତ୍ୟେକ ସ୍ୱାମୀ ଏବଂ ସ୍ତ୍ରୀ ଙ୍କ ମଧ୍ୟ ରେ ହେଉଥିବା ସମସ୍ତ କଥା ଗୁପ୍ତ ଅଟେ ଏହାକୁ କାହା ଆଗରେ ପରି ପ୍ରକାଶ କରନ୍ତୁ ନାହିଁ ।
2. କୁହାଯାଏ କି ବ୍ୟକ୍ତି ର ସମୟସୀମା କାହାକୁ କହିବା କଥା ନୁହଁ ଏହା ମଧ୍ୟ ଗୁପ୍ତ ଭାବ ରେ ରଖିବା ଉଚିତ ।
3. ନିଜ ଘର ର କଥା କୁ ଘର ର ବାହାରେ କିମ୍ବା ନିଜର ବନ୍ଧୁ ଙ୍କ ଠାରେ ସେୟାର କରନ୍ତୁ ନାହିଁ ।
4. ନିଜର ଟଙ୍କା ପଇସା ବିଷୟ ରେ ମଧ୍ୟ କାହାକୁ କିଛି କୁହନ୍ତୁ ନାହିଁ ।cvfdfhbf

5. ଯେଉଁ ବ୍ୟକ୍ତି ଅନ୍ୟ କୁ ଦେଖାଇବା ପାଇଁ ଦାନ କରୁଥାଏ , ସେହି ବ୍ୟକ୍ତି ଙ୍କୁ ଦାନ ର ଫଳ କେବେ ବି ମିଳି ନଥାଏ ।
6. କୈଣସି ମନ୍ତ୍ର କୁ ଅନ୍ୟ ଆଗ ରେ ସେୟାର କରନ୍ତୁ ନାହିଁ ।
7. ନିଜର ମାନ ସମ୍ମାନ କାହା ଆଗ ରେ ପ୍ରକାଶ କରିବା କଥା ନୁହେଁ ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *