ଓଡ଼ିଆ ସିରିଏଲ ଅଭିନେତ୍ରୀ ମାନଙ୍କର ପ୍ରେମିକା ଙ୍କୁ ଦେଖି ଆଶ୍ଚର୍ଯ୍ୟ ହେବେ

gyhe6y

ଆପଣ ମାନଙ୍କୁ ସ୍ୱାଗତ କରୁଛୁ ଆମର ପୋର୍ଟଲ କୁ  ଆମେ ଆଜି ଓଡ଼ିଶା ର ଅଭିନେତ୍ରୀ ମାନଙ୍କ ରାଜ ଖୋଲିବା ପାଇଁ ଚାହିଁବୁ । ମାନେ ସେମାନଙ୍କ ବୟଫ୍ରେଣ୍ଡ ଙ୍କ ବିଷୟରେ ଆମେ ଆପଣ ମାନଙ୍କୁ ଏଠାରେ କହିବା ପାଇଁ ଚାହିଁବୁ ପ୍ରାୟତଃ ଏହାକୁ ଅଭିନେତ୍ରୀ ମାନେ ଗୁପ୍ତ କରି ରଖି ଥାନ୍ତି , ତେବେ ପ୍ରଥମେ ଆସୁଛନନ୍ତି ଆପଣ ମାନଙ୍କ ପ୍ରିୟ ଜାସ୍ମିନ୍ ତରଙ୍ଗ ଟିଭି ରେ ପ୍ରସାରିତ ହେଉ ଥିବା ମାୟା ସିରିଏଲ ର ମୂଖ୍ୟ ନାଇକା । ତେବେ ତାଙ୍କର ବୟଫ୍ରେଣ୍ଡ ଙ୍କ ଫୋଟ ଏହି ଦିନରେ ସୋସିଆଲ ମିଡ଼ିଆ ରେ ସେ ପକେଇ ଥିବାର ଦେଖିବା ପାଇଁ ମିଳିଛି ତାଙ୍କର ନାମ ହେଲା ଅଭୟ ପରିଡା rtesg

ଏହା ପରେ ରହିଛନ୍ତି ଶ୍ରଦ୍ଧା ଓଡ଼ିଆ ର ବହୁତ ସିରିଏଲ ରେ କାମ କରୁ ଥିବା ଏହି ଅଭିନେତ୍ରୀ ଙ୍କ ବୟଫ୍ରେଣ୍ଡ ହେଲେ ରାଜେଶ୍ ସେ ବି ତାଙ୍କ ସହିତ ସିରିଏଲ ରେ କାମ କରି ଥାନ୍ତି । ଏହା ପରେ ରହିଛନ୍ତି ଅଞଳୀ ଆପଣ ମାନେ ତାଙ୍କୁ ଜି ସାର୍ଥକ୍ ରେ ଅଞଳୀ ସିରିଏଲ ରେ ଦେଖିବା ପାଇଁ ପାଇ ଥାନ୍ତି । ତେବେ ଆପଣ ମାନେ ତାଙ୍କର ବୟଫ୍ରେଣ୍ଡ ବିଷୟରେ ଜାଣନ୍ତି କି ତତାଙ୍କର ନାମ ହେଲା ଶିବାସିସ୍ ପଣ୍ଡା । ଏହା ପରେ ରହିଛନ୍ତି ସଲିଲ୍ ମିଶ୍ର ଯିଏ କି ବହୁତ ଫିଲ୍ମ ଆଦି ରେ କାମ କରି ଥାନ୍ତି । ଏବଂ ତାଙ୍କର ଗାର୍ଲଫ୍ରେଣ୍ଡ ରାଧିକା ଆପଣ ମାନେ ଜାଣି ଥିବେ । ତାଙ୍କୁ ଅଭିନୟ କରୁ ଥିବାର  ସେମାନେ 3 ବବର୍ଷ ହେବ ରିଲେସନ ରେ ରହିଛନ୍ତି ।y7tujm

ଆପଣ ମାନଙ୍କ ଫେବରେଟ୍ ସୀବାନୀ ସଂଙ୍ଗିତା ଙ୍କ ବୟଫ୍ରେଣ୍ଡ ସ୍ୱରାଜ ବାରିକ୍ ଯେଉଁ ମାନେ ବି କି ଗତ ଦୁଇ ବର୍ଷ ଧରି ରିଲେସନ ରେ ରହି ଥଥିବାର ଜଣା ପଡ଼ିଛି । ସେହି ପରି ସେଷ ରେ ରହିଛନ୍ତି ଶ୍ରଦ୍ଧା ପାଣିଗ୍ରାହୀ ଯେକି ଏହି ଦିନ ରେ ନୂତନ ବିବାହ କରିଛନ୍ତି ହେଲେ ସେ ବି କିଛି ବର୍ଷ ହେବ ରିଲେସନ ରେ ରହି ଥିଲେ ତେବେ ଏ ହେଉଛନ୍ତି ତାଙ୍କର ବୟଫ୍ରେଣ୍ଡ , ସେମିତି ରେ ବନ୍ଧୁଗଣ ଆପଣ ମାନଙ୍କୁ ନିଶ୍ଚିତ ଭାବେ ଏହି ସବୁ ଅଭିନେତାdtydy

ଏବଂ ଅଭିନେତ୍ରୀ ମାନଙ୍କ ବୟଫ୍ରେଣ୍ଡ ବିଷୟ ରେ ଜାଣି ଆପଣ ମାନଙ୍କୁ ନିଶ୍ଚିତ ଭାବେ ଜାଣି ପାରି ଥିବେ , ତେବେ ଏମିତି ବେଳେ ଆପଣ ମାନେ ଏହି ପରି ସବୁ ଖବର ଜାଣିବା ପାଇଁ ଆମକୁ ଆପଣ ମାନେ ନିଶ୍ଚିତ ଭାବେ ଉପରେ ଫୋଲ୍ଲ କରିବା ସହିତ ତଳେ ଆମକୁ ଲାଇକ୍ କରିବା ପାଇଁ ଭୁଲିବେ ନାହିଁ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *