ଜିବନରେ ଧନି ନ ହେବାର ବଡ କାରଣ ସବୁ ଜାଣିଲେ ଆପଣ ମାନେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେବେ

kiohd

ଆମେ ଆଜି ଆପଣ ମାନଙ୍କୁ ଏଠାରେ ଘରେ ଗରିବତ୍ୱ ବଢିବାର 21 ଟି କାରଣ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ତେବେ ଯଦି ଆପଣ ମାନେ ନିଜର ଘରେ ଏହି ସବୁ କରୁ ଥାନ୍ତି । ତେବେ ନିଶ୍ଚିତ ଭାବେ ଆପଣ ମାନଙ୍କ ଘରେ ଗରିବତ୍ୱ ବଢି ଯିବ  ନିଶ୍ଚିତ ଭାବେ ଆପଣ ମାନେ ଏହି କାରଣ ଗୁଡିକୁ ଜାଣି ରଖନ୍ତୁ  ବନ୍ଧୁ ଗଣ ସକାଳେ ଉଠି ସେଜ ନ ଉଠେଇବା ବା ସେଜ କୁ ଝଡା ଝଡି ନ କରିବା ଭଙ୍ଗା ବାସନ ର ବ୍ୟବହାର କରିବା । ଘରେ ଅଳିଆ ଆବର୍ଜନା କୁ ଜମା କରିବା । ବନ୍ଧୁ ବାନ୍ଧବ ଙ୍କ ସହିତ ଖରାପ୍ ବ୍ୟବହାର କରିବା ସଂନ୍ଧ୍ୟା ସମୟ ରେ ଶୋଇବା ନିଜର ଆୟ ଠାରୁ ଅଧିକ ବ୍ୟୟ କରିବା ଘର କୁ କୁଣିଆ ଆସିଲେ ଅସନ୍ତୁଷ୍ଟ ହେବା fershytj

ଘରେ ଅଇଁଠା ଖାଦ୍ୟ କୁ ରଖିବା, ଚାଳିସ୍ ଦିନ ରୁ ଅଧିକ ଦିନ ପର୍ଯ୍ୟନ୍ତ ବାଳ ରଖିବା ବା ବାଳ ନଖ କୁ ସଂମ୍ପର୍ଣ୍ଣ ଭାବେ ନ କାଟିବା  ଦାନ୍ତରେ ନଖ କୁ ଚିଣ୍ଡେଇବା ସ୍ତ୍ରୀ ଲୋକ ମାନେ ଚିଡା ହୋଇ ବାଳ ବାନ୍ଧିବା  ସକାଳ ସୂର୍ଯ୍ୟ ଉଦୟ ପରେ ଉଠିବା  ପିଇବା ପାଣି କୁ ରାତ୍ରୀ ସମୟ ରେ ଖୋଲା ରଖିବା  ହାତ ନ ଧୋଇ ଭୋଜନ କରିବା ଦୀପ କୁ ପାଟି ରେ ଫୁଙ୍କେଇ କରି ଲିଭେଇବା  ଇଶ୍ୱର ଙ୍କୁ ଧନ୍ୟ ବାଦ ନ କରି ଭୋଜନ କରିବା ଘର ମଧ୍ୟ ରେ ଜୋତା ର ବ୍ୟବହାର କରିବା ସେହି ପରି ବେଳେ ଆପଣ ମାନଙ୍କ ଜୋତା ବା ଚପଲ ଓଲଟା ପଡି ରହିବା  ଘରେ ବୁଢି ଆଣି ବସାfrdsfhgug

ରହିବ ରାତି ସମୟ ରେ ଝାଡୁ କରିବା ସ୍ନାନ ନ କରି ଭୋଜନ କରିବା ସବୁ ସମୟ ରେ ଏଠି ସେଠି ଛେପ ପକାଇବା ଭଲି କାର୍ଯ୍ୟ ଯଦି ଆପଣ ମାନେ ନିଜର ବର୍ତମାନ ଜିବନ ରେ କରୁ ଥାନ୍ତି ତେବେ ଏହାକୁ ସଂମ୍ପର୍ଣ୍ଣ ଭାବେ ପରିବର୍ତନ କରନ୍ତୁ ନଚେତ୍ ଆପଣ ମାନଙ୍କ ଜିବନ ରେ କେବେ ଦାରିଦ୍ରତା କମିବ ନାହିଁ ବରଂ ବଢି ଚାଲିବ , ସେମିତି ରେ ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରି ଥିବେ କି ଆମ ମାନଙ୍କthtktfd

ଜିବନ ରେ କେଉଁ ସବୁ କାର୍ଯ୍ୟ କରିବା ଦ୍ୱାରା ଆମ ମାନଙ୍କ ଜିବନ ରେ ଦାରିଦ୍ରତା କମେ ନାହିଁ ବରଂ ବଢି ଚାଲେ , ତେବେ ଆପଣ ମାନଙ୍କ ପାଖରେ ଏମିତି ଗୁୁଣ ରହିଛି ତେବେ ଏବେ ହିଁ ପରିବର୍ତନ କରନ୍ତୁ ତେବେ ଜାଇ ଆପଣ ମାନେ ଜିବନ ରେ ଧନୀ ହୋଇ ପାରିବେ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *