ଉତ୍ତମ ମହାନ୍ତି ଙ୍କ ସମ୍ପତ୍ତି କେତେ ଜାଣି ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ ଦେଖନ୍ତୁ

hyuikylaw

ବନ୍ଧୁଗଣ ଉତ୍ତମ ମହାନ୍ତି ଆମ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ପାଖା ପାଖି 30 ବର୍ଷ ଯାଏ ରାଜ୍ କରିଛନ୍ତି ସେ 1977 ରୁ 2010 ଯାଏ ଫିଲ୍ମ ରେ କାମ କରିଛନ୍ତି । ସେ ଜଣେ ଲେଜେଣ୍ଡରୀ ଅଭିନେତା ଅଟନ୍ତି ସେମିତି ରେ ଆମେ ଆଜି ଏହି ଠାରେ ତାଙ୍କ ଉପରେ ଚର୍ଚ୍ଚା କରିବା ତାଙ୍କର ମୋର୍ଟ ସମ୍ପତୀ ଏବଂ ତାଙ୍କର ଘର ଗାଡୀ ଏବଂ ତାଙ୍କର ଲାଇଫ୍ ଷ୍ଟାଇଲ୍ ବିଷୟ ରେ ଜାଣିବା ତଥା ତାଙ୍କ ଜିବନ ରେ ଅନେକ ଅଜଣା ତଥ୍ୟ ବିଷୟରେ ଆମେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ ତେବେ ଓଡ଼ିଶା ର ମୟୁଭଞ ଜିଲ୍ଲା ରେ ବାରିପଦା ସହର ରେ ଜନ୍ମ ଗ୍ରହଣ କରି ଥିଲେ ଉତ୍ତମ୍ ମହାନ୍ତି ତାଙ୍କ ସ୍ତ୍ରୀ ଅପରା ଜିତା ମହାନ୍ତି ଏବଂ ତାଙ୍କର ପୁଅ ଆପଣ ମାନେ ଜାଣି ଥିବେ ବାବୁସାନ ମହାନ୍ତି ।sdfyjyfkSA

ଏବଂ ତାଙ୍କ ପରିବାର ରେ ବାବୁସାନ ଙ୍କ ପତ୍ନୀ ତୃପ୍ତି ସତପଥି ବି ରହିଛନ୍ତି ସେମିତି ରେ କହିବା ପାଇଁ ଗରେ ଉତ୍ତମ ମହାନ୍ତି ତାଙ୍କର ଜିବନ କାଳ ମଧ୍ୟ ରେ 140 ଟି ଫିଲ୍ମ କରିଛନ୍ତି, ଏବଂ ଏହା ସହିତ ସେ 30 ଟି ବେଙ୍ଗଲୀ ଫିଲ୍ମ କରିଛନ୍ତି । ଏବଂ ଗୋଟିଏ ହିନ୍ଧି ଫିଲ୍ମ କରିଛନ୍ତି । ଜାହାର ନାମ ହେଲା ନେୟା ଜହର । ଏବଂ ସେ ସ୍କୁଲ ଟାଇମ୍ ରୁ ହିଁ ନାଟକ ଏବଂ ଅପେରା ସବୁ କରି ଆସୁ ଥିଲେ ସେହି ସବୁ ରେ ବହୁତ ରୁଚି ଥିଲା । 1977 ମସିହା ରେ ବାରିପଦା ରେ ହେଉ ଥିବା ଗୋଟିଏ ଫିଲ୍ମ ଓଡିସନ୍ ରେ ଭାଗ ନେଇ ସେ ସିଲେକ୍ସନ ହେବା ପରେ ସେ ପ୍ରଥମ ଓଡ଼ିଆ ଫିଲ୍ମ କରି ଥିଲେhfytgkg

ଏବଂ ତାହା ସୁପର ହିଟ୍ ବି ହେଲା ଏବଂ ପରେ ସେ ଗୋଟିଏ ପରେ ଗୋଟିଏ ଫିଲ୍ମ ଯୋଗେଇ ଦେଇ ଥିଲେ । ଏବଂ ସେ 2009 ମସିହା ଠାରୁ ଆଉ କାମ କରୁ ନାହାଁନ୍ତି, ସେହି ପରି ମୂଖ୍ୟତଃ ଭାବେ ତାଙ୍କର ଅପଜିଟ୍ ରେ ତାଙ୍କର ସ୍ତ୍ରୀ ଅପରାଜିତା ମହହାନ୍ତି ଏବଂ ମହାସ୍ୱତା ରାୟ କାମ କରି ଥିଲେ, ବର୍ତମାନ ଆମେ ଜାଣି ନେବା ଉତ୍ତମ ମହାନ୍ତି ଙ୍କ ସଂମ୍ପତୀ କେତେ ସେ ବର୍ତମାନ ଭୁବନେଶ୍ୱର ରେ ରୁହନ୍ତି ତାଙ୍କର ଏକ ବଡ ଆଲିସାନ ଘର ରହିଛି ସେହି ପରି ସେ ଗୋଟିଏ ଫିଲ୍ମ କରିବା ପାଇଁ ସେହି ସମୟ ରେ 1 ଲକ୍ଷ ଟଙ୍କା ନେଉ ଥିଲେ ,ବର୍ତମାନ ସମୟ ରେ ସେ ବହୁତ ଗୁଡିଏ ବ୍ରାଣ୍ଡ ର ପ୍ରୋମସନ କରି ଥାନ୍ତି dhtjiyflk

ଏବଂ ଆଗରୁ ପଲିଟିକ୍ସ ରେ ଆସି ପାରନ୍ତି । ତାଙ୍କ ସ୍ତ୍ରୀ ଜଣେ ହିରୋଇନ ଥିଲେ। ତେବେ ମୋଟା ମୋଟି ଭାବେ କହିବା ପାଇଁ ଗଲେ ତାଙ୍କର ସଂମ୍ପତୀ 20 ରୁ 22 କୋଟି ମଧ୍ୟ ରେ ରହିଛି ତେବେ ଉତ୍ତମ ମହାନ୍ତି ଏବଂ ତାଙ୍କର ପୁଅ ବାବୁସାନ ମହାନ୍ତି ଙ୍କୁ କେତେ ପରିମାଣ ରେ ପସନ୍ଦ କରନ୍ତି ନିଶ୍ଚିତ ଭାବେ କମେଣ୍ଟ କରିବେ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *