ଆଶ୍ଚର୍ଯ୍ୟ ଖବର : ରାନୀ ପଣ୍ଡା ନବୀନ ବାବୁ ଙ୍କୁ ଯାହା କହିଲେ ଆପଣ କାନରେ ଶୁଣି ପାରିବେନି

ପୁଣି ଭାଇରଲ ହେଲା ରାନୀ ପଣ୍ଡା ଙ୍କ ଗୁପ୍ତ ଭିଡ଼ିଓ ହେ ନବିନ୍ ବାବୁ ମତେ ବାହା ହୋଇ ଜାଆନ୍ତୁ ମୁଁ ରାଜ୍ୟ ଚଳେଇବି , ଆପଣଙ୍କ ପାଇଁ ମୁଁ ଜନ୍ମ ହୋଇ ଥିଲି ତ ଏହି ଭଳି କିଛି ଭିଡ଼ିଓ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି , ତେବେ ସେହିଥି ପାଇଁ ଆମେ ଏହି ଉପରେ ସଂମ୍ପର୍ଣ୍ଣ ରିପୋର୍ଟ ଜଣେଇବୁ କି କଣ ରହିଛି ଏହା ଉପରେ ତଥ୍ୟ ତେବେ ଏହା ପାଇଁ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ଜାହା ଫଳ ରେ ଆପଣ ମାନେ ଏହି ବିଷୟ ରେ ସଂମ୍ପର୍ଣ୍ଣ ବିବରଣୀ ପାଇ ପାରିବେ, କିଛି ଦିନ ପୂର୍ବ ରୁ ରାନୀ ପଣ୍ଡା ଙ୍କ ଅଶ୍ଲିଲ ନୃତ୍ୟ ପରିବେଶଣ ଏବଂ ଅଙ୍ଗ ପରିଦର୍ଶନ କରିବା କୁ ନେଇ ବହୁ ବିବାଦ ର ସମ୍ମୁଖୀନ ହେବାକୁ ପଡି ଥିଲା ,

ଏହି ନେଇ ଓଡ଼ିଶା ର ସୋସିଆଲ ମିଡ଼ିଆ ରେ ବହୁତ ପ୍ରକାରର ପ୍ରଶ୍ନ ମଧ୍ୟ ପଚରା ଜାଇ ଥିଲା , ତେବେ ବହୁତ ଦିନ ଧରି ଓଡ଼ିଶା ରେ ଏହି ବିବାଦିୟ ତେହେରା ପାଲଟି ଥିିବା ଯାତ୍ରା ଜଗତ ର ସୁନ୍ଦରୀ ନାୟିକା ରାନୀ ପଣ୍ଡା ଏମିତି ହିଁ କିଛି କାରଣ ପାଇଁ ସେ ଚର୍ଚ୍ଚା ରେ ରହି ଥାନ୍ତି , ଏବଂ ବର୍ତମାନ ସମୟ ରେ ପୁଣି ଆଉ ଏକ କୋଣ୍ଟ୍ରଭର୍ସି ପାଇଁ ସେ ଚର୍ଚ୍ଚା ରେ ରହିଛନ୍ତି , ଆପଣ ମାନେ ତ ଜାଣି ଥିବେ ବି ସେ କିଛି ଦିନ ତଳେ ଖଣ୍ଡଗିରି ମେଳା ର ଯାତ୍ରା ମଞ୍ଚ ରେ ଅଶିଳ୍ଲ ନୃତ୍ୟ କରି ଏକ ଚର୍ଚିତ ଚେହେରା ପାଲଟି ଜାଇଛନ୍ତି , ହେଲେ ବର୍ତମାନ ସମୟ ରେ ଯେଉଁ ଭିଡ଼ିଓ ସାମ୍ନା କୁ ଆସିଛି ସେହି ଥିରେ ସେ କହୁଛନ୍ତି କି ,ନବିନ୍ ବାବୁ ଆପଣ ମତେ ବାହା ହୋଇ ଜାଆନ୍ତୁ ,

ଏହି କଥା ରେ ଏବେ ସାାରା ଓଡ଼ିଶା ଶ୍ତବ୍ଦ ହୋଇ ଜାଇ ଥିବା ବେଳେ ଏହି କଥାଟି ଏବେ ଭାଇରଲ ହେବାରେ ଲାଗିଛି , ଏଠାରେ ରାନୀ ପଣ୍ଡା କହିଛନ୍ତି କି ସେ ନବିନ୍ ଙ୍କୁ ବିବାହ କରି ସେ ରାଜ୍ୟ ଚଳେଇବେ ବୋଲି କହିଁକି ନା ଲେ ବିବାହ କରି ନାହାଁନ୍ତି ଏବଂ ମୁଁ ବି ବିବାହ କରି ନାହିଁ , ଏବଂ ଏହି ପରି କହିବାର ପଛରେ ରାନୀ ପଣ୍ଡା ଙ୍କ ଅର୍ଥ ରହିଛି ସେ ପ୍ରଶାସନ ଉପରେ ବର୍ତମାନ ସମୟ ରେ ଖୁବ୍ ରାଗି ଜାଇଛନ୍ତି , କାରଣ ବହୁତ ଥ କହିବା ପରେ ତଙ୍କ ସପକ୍ଷ ରେ ଉଚିତ୍

ପଦକ୍ଷେପ ନିଆ ଜାଉ ନାହିଁ ଏବଂ ଏଠାରେ ସେହି ଭିଡିଓ ରେ ଏହି କଥା ବି କହିଛନ୍ତି କି ଏହା ଉପରେ ପ୍ରଶାସନ କୈଣସି ପଦକ୍ଷେପ ନ ଉଠାଏ ତେବେ ମୁଁ ଏହାର ଅନ୍ୟ କିଛି ବାଟ ବାହାର କରି ଦେବି ବୋଲି ତେବେ ମତେ ଏମିତି ବିବାଦିୟ ବୋଲି କୁହନ୍ତୁ ନାହିଁ , ବରଂ ମତେ ସୋପର୍ଟ କରନ୍ତୁ ବୋଲି ସେ କହିଛନ୍ତି, ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *