1 ଟଙ୍କା ର ନୋଟ ବନେଇ ପାରେ ଆପଣ ମାନଙ୍କୁ କୋଟିପତି ଏଠାରେ ମିଳେ ଏହି ଟଙ୍କା ର ମୋଟା ଅଙ୍କ

ବନ୍ଧୁଗଣ ଆପଣ ମାନେ ଏହି ଦିନ ରେ ବହୁତ ପରିମାଣ ରେ ପୁରୁଣା ନୋଟ ଏବଂ ପରୁଣା ଚିଲ୍ଲର ର ବିକ୍ରୀ କରିବାକୁ ନେଇ ବହୁତ ଗୁଡ଼ିଏ ଭିଡ଼ିଓ ଇୟୁଟିୟୁବ୍ ତଥା ଖବର କାଗଜ ଆଦି ରେ ଦେଖିବା ପାଇଁ ପାଇ ଥାନ୍ତି । ହେଲେ ଏହା ପରେ ବି ଆପଣ ମାନଙ୍କ ସେହି ଟଙ୍କା ଏବଂ ଚିଲ୍ଲର ବିକ୍ରୀ ହୋଇ ନ ଥାଏ । ହଁ କିଛି ଚେନ୍ନାଲ ଏମିତି ରହିଛନ୍ତି । ଯେଉଁ ମାନେ ଏହାକୁ କିଣୁଛନ୍ତି ସେମିତି ରେ ଆପଣ ମାନଙ୍କୁ ପ୍ରଥମେ ସୂଚନା ଦେବୁ କି ଏହାକୁ ବିକ୍ରୀ କରିବା ପାଇଁ ଆପଣ ମାନେ ଇୟୁଟିୟବ୍ ର ସରକାରୀ ଗୁରୁ ଚେନ୍ନାଲ କୁ ଜାଆନ୍ତୁ ଏବଂ ସେଠାରେ କୈଣସି ବି ଗୋଟିଏ ଭିଡ଼ିଓ ଆପଣ ମାନଙ୍କ ପାଖରେ ରହିଛି ବୋଲି କୁହନ୍ତୁ ତଥା ଆପଣ ମାନଙ୍କ କଣ୍ଟାକ୍ଟ ନମ୍ବର ଦିଅନ୍ତୁ , ଏବଂ ଆପଣ ମାନେ ଏହାକୁ ବିକ୍ରୀ କରି ପାରିବେ ।

ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଯେଉଁ ବିଷୟ ରେ କହିବା ପାଇଁ ଆସିଛୁ ଜାହା ସାହାଯ୍ୟ ରେ ଆପଣ ମାନଙ୍କ ପାଖରେ ରହିଥିବା ପୁରୁଣା ନୋଟ ବା କୟେନ୍ କୁ ବହୁତ ସହଜ ରେ ବିକ୍ରୀ କରି ପାରିବେ ଏବଂ ଘରେ ବସି କରି ହିଁ ଦୁଇ ରୁ ଚାରି ଲକ୍ଷ ପର୍ଯ୍ୟନ୍ତ ଆୟ କରି ପାରିବେ । ସେମିତି ରେ ଆମେ ଆପଣ ମାନଙ୍କୁ 5 ଟି ନୋଟ ଏବଂ କେୟନ୍ ବିଷୟ ରେ କହିବୁ ଯଦି ଆପଣ ମାନଙ୍କ ପାଖରେ ରହିଛି ତେବେ ଆପଣ ମାନେ ଏବେ ହିଁ ବିକ୍ରୀ କରି ପାରିବେ ।

ସେମିତି ରେ ପ୍ରଥମେ ଆପଣ ମାନଙ୍କକୁ ଯେଉଁ ନୋଟ ରୁ ସବୁଠୁ ଅଧିକ ପରିମାଣ ରେ ଟଙ୍କା ମିଳିବ ତାହା 500 ଟଙ୍କା ର ଏହି ନୋଟ ଯେବେ ମୋଦି ସରକାର 500 ଟଙ୍କା ର ନୋଟ ବନ୍ଦ କରି ଥିଲେ ତେବେ ଏହାର ବି ପୂର୍ବ ରୁ ଏହି ନୋଟ ଚଳନ ରେ ରହି ଥିଲା । ଯଦି ଏବେବି ଏମିତି ପ୍ରକାରର ନୋଟ ରହିଛି । ଜାହା ମୋଦି ବନ୍ଦ କରି ଥିଲେ ।

ଏହାର ବର୍ତମାନ ର ମୂଲ୍ୟ 1 ଲକ୍ଷ 25 ହଜାର ଅଟେ ତେବେ ଆପଣ ମାନେ ଏହାକୁ କୈଣସି ବି ଅନଲାଇନ୍ ଇୟଜର କୁ ବିକ୍ରୀ କରି ପାରିବେ । ସେହି ପରି ଭାବେ ଆପଣ ମାନଙ୍କ ପାଖରେ 1 ଟଙ୍କା ର ନୋଟ ରହିଛି ଏବଂ ଏହାର ସିରିଏଲ ନମ୍ବର ବି ସମାନ ପରିମାଣ ରେ ରହି ଥିବ , ଅର୍ଥାତ୍ ସିରିଏଲ ନମ୍ବର ସେଷ ସଂଖ୍ୟା 34K ରୁ ଆରମ୍ଭ କରି 900,901 ପରି ସିରିଏଲ ନମ୍ବର ରହି ଥିବ ତେବେ ସେହି ପରି ବେଳେ ।

ଆପଣ ମାନେ ଏହାର ସଂଖ୍ୟା ଯଦି ଆପଣ ମାନଙ୍କ ପାଖରେ ରହିଛି ତେବେ ଏହା ବଦଳ ରେ ଆପଣ ମାନଙ୍କୁ 14,0000 ଲକ୍ଷ ପର୍ଯ୍ୟନ୍ତ ଆପଣ ମାନଙ୍କୁ ମିଳି ପାରିବ । ଏହାକୁ ବିକ୍ରୀ କରିବା ପାଇଁ ଆପଣ ମାନେ ଇୟୁଟିୟବ୍ ର ସରକାରୀ ଗୁରୁ ଚେନ୍ନାଲ କୁ ଜାଆନ୍ତୁ ଏବଂ ସେଠାରେ କୈଣସି ବି ଗୋଟିଏ ଭିଡ଼ିଓ ଆପଣ ମାନଙ୍କ ପାଖରେ ରହିଛି ବୋଲି କୁହନ୍ତୁ ତଥା ଆପଣ ମାନଙ୍କ କଣ୍ଟାକ୍ଟ ନମ୍ବର ଦିଅନ୍ତୁ ଏବଂ ଆପଣ ମାନେ ଏହାକୁ ବିକ୍ରୀ କରି ପାରିବେ ।

Love To Share

Leave a Reply

Your email address will not be published. Required fields are marked *