ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ସମସ୍ତ ଙ୍କୁ ଜଣା ଥିବ କି ପ୍ରେମ ଅନ୍ଧ ହୋଇଥାଏ ପ୍ରେମ କଲା ବେଳେ ପ୍ରେମ କିଛି ବି ଦେଖି ନଥାଏ ପ୍ରେମ ନା ତ କେବେ ଜାତି ଟଙ୍କା ଘର ଦ୍ୱାର କିଛି ଦେଖି ନଥାଏ ପ୍ରେମ ମଧ୍ୟ ଛୋଟ ବଡ ମଧ୍ୟ ଦେଖି ନଥାଏ ଆପଣ ମାନେ ବହୁତ ଖବର ଶୁଣିବାକୁ ପାଇଥିବେ ବହୁତ ବଡ ବୟସ୍କ ର ଯୁବକ ଛୋଟ ଝିଅ ମାନଙ୍କୁ ବିବାହ ହେବାର କିନ୍ତୁ ବନ୍ଧୁଗଣ ଆଜି ଆପଣ ମାନଙ୍କୁ ଆମେ ଏମିତି ଏକ ଘଟଣା ବିଷୟ ରେ କହିବାକୁ ଯାଉଛୁ ଯାହା ଆପଣ ଜାଣି ଚକିତ ହୋଇଯିବେ ।
ବନ୍ଧୁଗଣ ଜଣେ ସ୍କୁଲ ରେ ପଢାଉଥିବା ଶିକ୍ଷୟତ୍ରୀ ତାଙ୍କର ଛାତ୍ର ଙ୍କୁ ବିବାହ କରିଛନ୍ତି ହଁ ଆଜ୍ଞା ଆପଣ ଠିକ ଶୁଣିଛନ୍ତି ଛାତ୍ର ଜଣକ 10ମ ଶ୍ରେଣୀ ର ଛାତ୍ର ଘଟଣା ଟି ହେଉଛି ତାମିଲନାଡୁ ର ଚେନ୍ନାଇ ସହର ର ଏକ ଗ୍ରାମ ର ଗଟଣା । ଛାତ୍ର ଜଣକ ସ୍କୁଲ କୁ ପାଠ ପଢିବା ପାଇଁ ଯାଉଥିଲା ଏବଂ ତାହା ସହ ପ୍ରତିଦିନ ସ୍କୁଲ କୁ ମଧ୍ୟ ସ୍କୁଲ ରେ ପାଠ ପଢାଉଥିବା ଶିକ୍ଷୟତ୍ରୀ ମଧ୍ୟ ଯାଉଥିଲେ ସେମାନେ ପ୍ରତିଦିନ ସ୍କୁଲ କୁ ଏକା ସାଙ୍ଗ ରେ ଯାଉଥିଲେ ଏବଂ ଶ୍ରେଣୀ ଗୃହ ରେ ପାଠ ପଢାଉ ପଢାଉ ଶିକ୍ଷୟତ୍ରୀ ଙ୍କୁ
10ମ ଶ୍ରେଣୀ ର ଏକ ଛାତ୍ର ସହ ପ୍ରେମ ହୋଇଯାଇଥିଲା ପରେ ସେମାନେ ଘର ଲୋକ ଙ୍କ ସହମତି ରେ ଉଭୟେ ଉଭୟ ପରସ୍ପର ସହ ବିବାହ ବନ୍ଧନ ରେ ବନ୍ଧି ହୋଇଥିଲେ । ପରେ ସେମାନେ ତାଙ୍କର ଘରେ ଏହି ଦୁଇ ଜଣ ଙ୍କ ମଧ୍ୟ ରେ ଥିବା ପ୍ରେମ ସଂମ୍ପର୍କ କୁ କହିଥିଲେ ଶିକ୍ଷୟତ୍ରୀ ଙ୍କର ବୟସ 25 ବର୍ଷ ହୋଇଥିବା ବେଳେ ସେହି ଛାତ୍ର ଟିର ବୟସ ମାତ୍ର 15 ବର୍ଷ , ତାେବେ ଆପଣ କୁହନ୍ତୁ ପ୍ରେମ ଏପରି ବି ହୋଇ ପାରେ କି ନାହିଁ ଛାତ୍ର ଏବଂ ଶିକ୍ଷୟତ୍ରୀ ଘର ରେ ଏହି ପ୍ରେମ ସଂମ୍ପର୍କ
କହିବାରୁ ପ୍ରଥମେ ତାଙ୍କର ଘର ଲୋକେ ଏହି ପ୍ରେମ ସଂମ୍ପର୍କ କୁ ମାନି ନେଇ ନଥିଲେ ପରେ ଊଭୟ ଙ୍କ ଘର ଲୋକ ଦୁଇ ଜଣ ଙ୍କର ପ୍ରେମ କୁ ସହମତି ପ୍ରଦାନ କରିଥିଲେ ଏବଂ ପରସ୍ପର ଙ୍କ ର ବିବାହ କରି ଦେଇ ଥିଲେ । ସେମାନେ ଏବେ ପରସ୍ପର ଙ୍କ ସହ ବିବାହ ବନ୍ଧନ ରେ ବାନ୍ଧି ହୋଇ ଦୁହେଁ ଦୁହିଁ ଙ୍କ ସହ ବହୁତ ଭଲ ରେ ଜୀବନ ବିତାଉଛନ୍ତି ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।