ମହିଳାମାନଙ୍କର ( 5ଟି ଭୁଲ୍ ) ସ୍ୱାମୀ ଜୀବନରେ ଆଣିଥାଏ ମହାବାତ୍ୟା

ବନ୍ଧୁଗଣ ହିନ୍ଧୁ ଧର୍ମ ରେ ମହିଳା ମାନଙ୍କୁ ମାତା ଲକ୍ଷ୍ମୀ ଙ୍କ ସ୍ୱରୂପ ବୋଲି ମନା ଯାଏ । ସେହି ମହିଳା ମାନେ କେବେ ଯଦି ଭୁଲ କାମ କରନ୍ତି ତେବେ ଘର ମଧ୍ୟ ରେ ସବୁ ସମୟ ରେ ଧନ ର ଅଭାବ ଦେଖିବା ପାଇଁ ମିଳେ । ଏବଂ ସ୍ୱାମୀଙ୍କର ବି ବହୁତ ଅସୁବିଧା ହୋଇ ଥାଏ । ତେବେ ଆମେ ଆଜି ଆପଣ ମାନଙ୍କ ସହିତ ସେମିତି ହିଁ କିଛି ମହିଳା ମାନଙ୍କ ଭୁଲ ବିଷୟ ରେ କହିବୁ ଜାହା ମହିଳା କରିବା ଦ୍ୱାରା ସ୍ୱାମୀ ମାନଙ୍କ ଜିବନ ରେ ଆସି ଥାଏ ମହାବାତ୍ୟା । ପ୍ରଥମେ ବହୁତ ନାରୀ ମାନେ ମଝି ସିନ୍ଥୀ ର ସିନ୍ଧୁର ଲଗେଇବା ବଦଳ ରେ ସାଇଡ୍ ର ସିନ୍ଦୁର ଲଗେଇ ଥାନ୍ତି । ସେମାନେ ଏମିତିକରିବା ଦ୍ୱାରା ବହୁତ କ୍ଷେତି ହୋଇ ଥାଏ । ଏବଂ ସ୍ୱାମୀ ମାନଙ୍କର ବର୍ବାଦି ସଂମ୍ପର୍ଣ୍ଣ ଭାବେ ହୋଇ ଥାଏ ।ତେବେ ଆପଣ ମାନେ ସବୁ ବେଳେ ଚେଷ୍ଟା କରିବେ କି ସବୁୂ ସମୟରେ ମଝି ସିନ୍ଥୀ ରେ ଏହି ସିନ୍ଧୁର କୁ ପିନ୍ଧିବା ପାଇଁ । ହଁ ଆଉ ଆପଣ ମାନେ କେବେ ଲୁହା କଣ୍ଟା ରେ ସିନ୍ଧୁର ପିନ୍ଧନ୍ତୁ ନାହିଁ । ବରଁ ଆପଣ ମାନେ ଝିଙ୍କ କଣ୍ଟୀ ରେ ଏହାକୁ ଧାରଣ କରନ୍ତୁ । ଆଉ ଗୋଟିଏ ଜିନିଷ ରହିଛି ବହୁତ ସ୍ତ୍ରୀ ମାନେ ଠାକୁର ଘରେ ପୂଜା କରିବା ସମୟ ରେ ସେମାନେ ଠାକୁର ଘରେ ତଳେ ବସି ପୂଜା କରି ଥାନ୍ତି । ଏହା ବହୁତ ଭୁଲ ହୋଇ ଥାଏ । ତେବେ ଆପଣ ମାନେ କେବେ ବି ଏମିତି କରନ୍ତୁ ନାହିଁ । ସବୁ ସମୟ ରେ ଆପଣ ମାନେ ଚଟୁ ବା କାଠ ପୀଢା ରେ ବସି ଆପଣ ମାନେ ପୂଜା ଅର୍ଚ୍ଚନା କରିବେ । ଏମିତି କଲେ ଆପଣଙ୍କ ଘରର ଉନ୍ନତି ହୋଇ ଥାଏ । ସେହି ପରି ବେଳେ ଆପଣ ମାନେ ଯେତେ ବେଳେ ବି ଠାକୁର ଘରେ ଝିଟିପିଟି ଦେଖୁଛନ୍ତି ।

ସେହି ସମୟ ରେ ଆପଣ ମାନେ ନିଶ୍ଚିତ ଭାବେ ଘରୁ ଅରୁଆ ଚାଉଳ ଆଣି ମାନସୀକ କରି ସେହି ଝିଟିପିଟି ଉପର କୁ ପକାନ୍ତୁ । ଏବଂ ଆପଣ ମାନେ ଯେହେତୁ ଘର ର ଲକ୍ଷ୍ମୀ ତେବେ ଆପଣ ମାନେ ଯେକୈଣସୀ କାମ କରୁଛନ୍ତି ତେବେ ଆପଣ ମାନେ ନିଶ୍ଚିତ ଭାବେ ଟିକିଏ ନିତି ନିୟମ ରେ କରନ୍ତୁ । ନଚେତ୍ ଆପଣ ମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ କୋପ ପଡିବା ସହିତ ଆପଣ ମାନଙ୍କ ସ୍ୱାମୀ ଙ୍କ ଉପରେ ବହୁତ ପ୍ରଭାବ ପଡିବ । ବହୁତ ସ୍ତ୍ରୀ ମାନେ ବାଥରୁମ୍ ରେ ଗାଧୋଇବା ସମୟ ରେ ଦେହ ରେ କପଡା ରଖି ନ ଥାନ୍ତି । ଏହା ବହୁତ ଭଭୁଲ କଥା ଏମିତି କରିଲେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ରୁଷ୍ଟ ହୁଅନ୍ତି । ଏବଂ ଆପଣ ମାନେବହୁତ ଅସୁବିଧା ର ସାମ୍ନା କରି ଥାନ୍ତି । ଏହା ଦ୍ୱାରା ଦୂର୍ଭାଗ୍ୟ ବହୁତ ଶୀଘ୍ର ଘରକୁ ମାଡି ଆସିଥାଏ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Love To Share

Leave a Reply

Your email address will not be published. Required fields are marked *