ଏହି ଲକ୍ଷଣ ଥିବା ନାରୀ ସ୍ୱାମୀଙ୍କୁ କରିଥାନ୍ତି ମାଲାମାଲ

htyyjuyf

ଯଦି କେବେ କୈଣସି ବ୍ୟକ୍ତି ର ଜାତକ ରେ କୈଣସି ଦୋଶ ରହି ଥାଏ ତେବେ ତାହାର ସାଥ୍ କେବେ ତାର ଭାଗ୍ୟ ଦେଇ ନ ଥାଏ ଏହି ଜାତକ ର ଦୋଶ କୁ ଦୂର କରିବା ପାଇଁ ଜ୍ୟତିଷ ଶାସ୍ତ୍ର ରେ ଅନେକ ଉପାୟ ମାନ କୁହା ଜାଇ ଥାଏ ଏହି ଉପାୟ କୁ କରିବା ଦ୍ୱାରା ବ୍ୟକ୍ତି ର ଭାଗ୍ୟ ସଂମ୍ପର୍ଣ୍ଣ ଭାବେ ବଦଳି ଜାଇ ଥାଏ ସେହି ପରି ଭାବେ ଶାସ୍ତ୍ର ସବୁ ସମୟ ରେ ସ୍ତ୍ରୀ କୁ ସ୍ୱାମୀ ର ଅଧା ଅଙ୍ଗ ବୋଲି କୁହାଯାଏ ,ସେହିଥି ପାଇଁ ସ୍ୱାମୀ ସ୍ତ୍ରୀ ଙ୍କ କର୍ମ ଫଳ ସେମାନ ଦୁହିଁଙ୍କୁ ହିଁ ଭୋଗ କରିବା ପାଇଁ ପଡି ଥାଏ ସେହି ପରି ବେଳେ ଜ୍ୟତିଷ ଶାସ୍ତ୍ର ରେ ଏମିତି କିଛି ଉପାୟ ବିଷୟ ରେ କୁହା ଜାଇଛି ଜାହାକୁ କୈଣସି ସ୍ତ୍ରୀ କରିଲେ ସେମାନଙ୍କ ସ୍ୱାମୀ ଙ୍କ ଖରାପ୍ ସମୟ ଦୂରେଇ ଜାଇ ପାରେ ।fhxfddhj

ଆମେ ଆଜି ଆପଣ ମାନଙ୍କୁ କିଛି ଏମିତି କାମ ବିଷୟ ରେ କହିବୁ ଜାହା କରିବା ଦ୍ୱାରା କୈଣସି ବି ସ୍ତ୍ରୀ କୁ ତାର ସ୍ୱାମୀ ର ସାଥ୍ ମିିଳେ  ମାତା ଲକ୍ଷ୍ମୀ ଟଙ୍କା ପଇସା ସମନ୍ଧିୟ କାମ ହୋଇ ପାରେ ନାହିଁ ,ତେବେ ମାତା ଲକ୍ଷ୍ମୀ ଙ୍କ କୃପା ପାଇବା ପାଇଁ ପ୍ରତ୍ୟେକ ସ୍ତ୍ରୀ କୁ ସକାଳୁ ଶିଘ୍ର ଉଠିବା ପାଇଁ ପଡି ଥାଏ । ସର୍ବ ପ୍ରଥମେ ହାତ ପାପୁଲି କୁ ଦେଖି ଏହି ମନ୍ତ୍ର କୁ ଯପ କରିବା ଦରକାର ଏହି ମନ୍ତ୍ର ଟି ହେଉଛି କରାଗ୍ରେ ବସତେ ଲକ୍ଷ୍ମୀ କର୍ମଦେ ସରଶ୍ୱତୀ କର ମୂଳେତୁ ଗୋବିନ୍ଦ ପ୍ରଭାତେ କର ଦର୍ଶନଂ ଏହି ମନ୍ତ୍ର କୁ କହି ସାରିବା ପରେ ବସୁ ମାତା ଙ୍କୁ ପ୍ରଥମେ ପ୍ରଣାମ ଜଣେଇବା କଥା ଏବଂ ତାଙ୍କ ଉପରେ ପାଦ ଥାପିବା କଥା ତା ପରେ ଘର ର ସବୁ କାମ କରିlhkidwed

ସ୍ମନ ଆଦି ସାରି ପୂଜା ପାଠ କରିବା ଦରକାର  ତେବେ ପୂଜା କରିବା ସମୟ ରେ ଗୋଟିଏ ତମ୍ବା ପାତ୍ର ରେ ପାଣି ଭରି ରଖି ଦିଅନ୍ତୁ । ଏବଂ ପୂଜା ସରିବା ପରେ ସେହି ପାଣି କକୁ ଅଶ୍ୱସ୍ତ ପତ୍ର ରେ ଘର ସାରା ଛିଞ୍ଚି ଦିଅନ୍ତୁ ଏହା ଦ୍ୱାରା ଘର ର ନାକାରାତ୍ମକ ଉର୍ଜା ସଂମ୍ପର୍ଣ୍ଣ ଭାବେ ଗାୟେବ୍ ହୋଇ ଯିବ, ଏବଂ ସେହି ପରି କ୍ଷେତ୍ର ରେ ଆପଣ ମାନଙ୍କ ଘର ଉପରେ ମାତା ଲକ୍ଷ୍ମୀ ଙ୍କ ପ୍ରଭାବ ବି ଦେଖିବା ପାଇଁ ମିଳିବ । ଏବଂ ସେହି ପରି ବେଳେ ଯଦଦି ଆପଣ ମାନଙ୍କ ସ୍ୱାମୀ ଯଦି ଆପଣ ମାନଙ୍କ ହାତ ରୁ ବର୍ତମାନ ସମୟ ରେ ବାହାରି ଜାଇଛନ୍ତି ।

ମାନେ ଆପଣ ମାନଙ୍କ ପତି ବର୍ତମାନ ସମୟ ରେ ଅନ୍ୟ କୈଣସି ନାରୀ ଙ୍କ ସହିତ ସମ୍ପର୍କ ସ୍ଥାପନା କରୁଛି ତେବେ ସେମିତି ବେଳେ ଆପଣ ମାନଙ୍କ ଏପରି କରିବା ଆପଣ ମାନଙ୍କ ସ୍ୱାମୀ ଙ୍କୁ ପୁଣି ଥରେ ଫେରି ଆଣିବ ଆପଣ ମାନଙ୍କ ପାଖକୁ । ଏମିତି ରେ କିଛି ସଂଙ୍କେତ ମାନ ବି ରହିଛି ଜାହାକୁ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ ଜାହା କେବଳ ସ୍ତ୍ରୀ ମାନଙ୍କ ପାଇଁ ପ୍ରଥମେ ଯେଉଁ ସ୍ତ୍ରୀ ର ପାଦ ତଳେ ତ୍ରୀକୋଣ ର ଦାଗ ରହିଛି ବା ତାଙ୍କର ନାଭୀ ର ପାଖରେ କଳା ଜାଈ ରହି ଥାଏ ସେମାନଙ୍କ ଦାମ୍ପତ୍ୟ ଜିବନ ବିfdghgjs

ବହୁତ ଭଲ ରହି ଥାଏ ଏମାନେ ବହୁତ ବୁଦ୍ଧି ମାନ ହୋଇ ଥାନ୍ତି ପରିବାର ଚଳେଇବା ପାଇଁ ହେଲେ ଯଦି କୈଣସି ସ୍ତ୍ରୀ ର ପାଦର ଆଙ୍ଗୁଳୀ ଲମ୍ଭା ହୋଇ ଥାଏ ,ତେବେ ତାଙ୍କୁ ଦୁଖଃ ର ସାମ୍ନା କରିବା ପାଇଁ ପଡେ । ଯେଉଁ ମାନଙ୍କ ଆଖି ହରିଣୀ ପରି ହୋଇ ଥାଏ ସେମାନେ ଘର ପାଇଁ ଲକ୍ଷ୍ମ ଅଟନ୍ତି  ହେଲେ ଯେଉଁ ସ୍ତ୍ରୀ ନିଜ ସ୍ୱାମୀ ପର୍ସ ରୁ ପଇସା ବାହାର କରି ନିଏ ତେବେ ତେବେ ସେହି ଘରେ କେବେ ବି ଧନ ର ଆଶ୍ରୟ ହୋଇ ନ ଥାଏ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *