ଏମିତି ଲକ୍ଷଣ ରହି ଥିବା ମହିଳା ମାନେ ହୋଇ ଥାନ୍ତି ଅଲଷ୍ମୀ ଚିହ୍ନିବାରେ ମୋଟେ ବି ଭୁଲ କରନ୍ତୁ ନାହିଁ

ବନ୍ଧୁଗଣ ଆଜି ଆମେ ଏକ ମହତ୍ୱ ପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବା , ଯେଉଁ ଥିରେ ଆମେ ଆଲୋଚନା କରିବା କି କେଉଁ ପରି ମହିଳା ମାନଙ୍କୁ କୁହା ଯାଏ ଅଲକ୍ଷ୍ମୀ । ଆମ ମାନଙ୍କ ଧର୍ମିକ ଗ୍ରନ୍ଥ ମାନଙ୍କ ରେ ବ୍ୟକ୍ତି ବିଷେଶ କୁ ନେଇ ବହୁତ କିଛି କୁହା ଜାଇଛି । ବିଷେଶ କରି ମହିଳା ମାନଙ୍କ ଉପରେ ଶାସ୍ତ୍ର ରେ ପଢିବା ପାଇଁ ମିଳି ଥାଏ । ଏମିତି ସ୍ଥଳ ରେ ଜାହାର ଲକ୍ଷଣ ଠିକ୍ ଏବଂ ଧାର୍ମିକ ଅଟେ ସେମାନେ ଲକ୍ଷ୍ମୀ ସ୍ୱରୁପ ହୋଇ ଥାନ୍ତି । ହେଲେ ଯେଉଁ ମାନଙ୍କ ଲକ୍ଷଣ ଏହି ଗୁଣ ର ବିପରିତ ହୋଇ ଥାଏ ତେବେ ସେମାନଙ୍କୁ କୁଲକ୍ଷ୍ମୀ ବା ଅଲକ୍ଷ୍ମୀ ବୋଲି ବି ଆମେ କହ ଥାନ୍ତି । ତେବେ ଆସନ୍ତୁ ଏହି ବିଷୟ ରେ କଥା ହେବା ଶାସ୍ତ୍ର ଅନୁସାରେ ଯେଉଁ ମହିଳା ମାନେ ମଇଳା ଏବଂ ନିଜ ଶରୀର ର ସଫା ସୁତୁରା ଉପରେ ଧ୍ୟନ ଦେଇ ନ ଥାଏ ତେବେ ସେମାନେ ଅଲକ୍ଷ୍ମୀ ମଧ୍ୟ ରେ ଗଣା ଜାଇ ଥାନ୍ତି । ଏବଂ ଯେଉଁ ସ୍ତ୍ରୀ ର ମନ କେବେ ବି ନିଜ ସ୍ୱାମୀ ଠାରେ ଲାଗେ ନାହିଁ ସେହି ପରି ସ୍ତ୍ରୀ କୁ ଅଲକ୍ଷ୍ମୀ ବୋଲି କୁହା ଯାଏ ,ଯେଉଁ ସ୍ତ୍ରୀ ସବୁ ସମୟରେ ରାଗ ତମ ତମ ହୋଇ ଘର ର ଶାନ୍ତି କୁ ନଷ୍ଟକରି ଥାଏ ସେମାନେ ଅଲକ୍ଷ୍ମୀ ବୋଲି କୁହା ଯାଏ ।ଏହି ସହିତ ଯେଉଁ ମହିଳା ମାନେ ପାପ କର୍ମ ପ୍ରତି ଧ୍ୟନ ଦେଇ ପୂଜା ପାଠ କୁ କରନ୍ତି ନାହିଁ । ତେବେ ସେହି ମାନେ ଅଲକ୍ଷ୍ମୀ ବୋଲି ପ୍ରମାଣିତ ହୋଇ ଥାନ୍ତି ସେହି ପରି ବନ୍ଧୁଗଣ ଯେଉଁ ସ୍ତ୍ରୀ ମାନେ ଛଳ କପଟ କରି ଥାନ୍ତି ଏବଂ ଯେଉଁ ସ୍ତ୍ରୀ ମାନେ ସବୁ ସମୟ ରେ ମିଛ କହି ଥାନ୍ତି ସେମାନେ ଅଲକ୍ଷ୍ମୀ ହୋଇ ଥାନ୍ତି । ସେହି ପରି ଯେଉଁ ମହିଳା ମାନେ ନିଜ ଘର କୁ ସଜେଇ କରି ଏବଂ ସୁନ୍ଦର କରି ରଖି ନ ଥାନ୍ତି ସେମାନେ ବି ଅଲକ୍ଷ୍ମୀ ର ପରିଚୟ ଦେଇ ଥାନ୍ତି । ତେବେ ଆମେ ଆଜି କିଛି ଲକ୍ଷଣ ମାନ ଦେଖି ପାରିବେ କି ମହିଳା ମାନଙଙ୍କ ମଧ୍ୟ ରେ ଏମିତି କିଛି ଦେଖିଲେ ଆପଣ ମାନେ ଜାଣି ନିଅନ୍ତୁ କି ସେ ଅଲକ୍ଷ୍ମୀ ବୋଲି ସେହି ପରି ବନ୍ଧୁଗଣ ଆପଣ ମାନେ ମହିଳା ମାନଙ୍କ ମଧ୍ୟ ରେ ଏମିତି କିଛି ମହିଳା ମାନଙ୍କୁ ଦେଖି ଥିବେ ଯେଉଁ ମହିଳା ମାନେ ଘର ପରିବାର ର ଧ୍ୟନ ରଖିବା ବଦଳ ରେ ନିଜର ପୁରୁଣା ପ୍ରେମିକ ଙ୍କ ସହିତ ମୋବାଇଲଲ ରେ ଗପିବା ସହିତ ନିଜର ସ୍ୱାମୀ ଙ୍କୁ ଧୋକା ଦେବାରେ ଲାଗି ଥାନ୍ତି ସେହି ପରି ମହିଳା ମାନଙ୍କୁ ନିଶ୍ଚିତ ଭାବେ ଅଲକ୍ଷ୍ମୀ ବୋଲି କୁହାଯାଏ ।

Love To Share

Leave a Reply

Your email address will not be published. Required fields are marked *