ମହିଳାମାନେ ରାତିରେ ଶୋଇବା ପୂର୍ବରୁ କରନ୍ତୁନାହିଁ ଏହି ଭୁଲ୍ ( ଭୟଙ୍କର କଥା )

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ରାତିରେ ମହିଳା ମାନଙ୍କୁ ରାତୀ ରେ ଏହି କାମ କରିବା ଅନୁଚିତ । ଏହି କାମ କରି ସେମାନଙ୍କୁ ଅଲେକ୍ଷଣା ବୋଲି ପରିଚିତ କରାନ୍ତି । ସେମାନେ ଯାଣଇ ନଥାନ୍ତି ଏହି କାର୍ଯ୍ୟ କରିବା ଦ୍ୟାରା ସୋମାନଙ୍କର ପରିବାର ଏବଂ ସ୍ୱାମୀ ଙ୍କ ର କେତେ ବଡ କ୍ଷତି ହୋଇଥାଏ । ଧନ ର ଅଭାବ ଏବଂ କାଙ୍ଗାଳତା ର ସ୍ୱୀକାର ହୋଇଥାନ୍ତି । ବାସ୍ତୁ ଶାସ୍ତ୍ର ଅନୁସାରେ ନାରୀ ମାନେ କରୁଥିବା ପ୍ରତ୍ୟେକ କାର୍ଯ୍ୟ ଉପରେ କିଛି ଭଲ ଫଳ କିମ୍ବା କିଛି ଖରାପ ଫଳ ମିଳିଥାଏ । ଗୃହ ଲକ୍ଷ୍ମୀ ର ଅର୍ଥାତ୍ ଯେଉଁ ନାରୀ ସଠିକ ସମୟ ରେ ସଠିକ କାମ । କଣ କଲେ ତାଙ୍କର ଭଲ ପରିବାର ଉପରେ ଭଲ ଫଳ ମିଳିବ । ତାଙ୍କର ପରିବାର ରେ ଧନ ଧ୍ୟାନ୍ୟ ରେ ପରିପୂର୍ଣ୍ନ ହୋଇଯିବ ।dfhfgjghkhj

ଆସନ୍ତୁ ଜାଣିବା ଗର ର ମହିଳା ମାନେ କରୁଥିବା କେତଟି ଭୁଲ କାମ କରୁଥିବା ବିଷୟ ରେ କହିବୁ ଯାହାକି ସେମାନଙ୍କର ସ୍ୱାମୀ ଙ୍କୁ ଦାରିଦ୍ୟ କରିଦେଇଥାଏ । ତେବେ ଜାଣନ୍ତୁ କମ କରିବା ଦରକାର ରାତିରେ ଶୋଇବା ପୂର୍ବରୁ ।
1. ରାତୀ ରେ ଶୋଇବା ପୂର୍ବ ରୁ କ୍ଷୀର କିମ୍ବା ଦହି ଖାଇବା ମନା । ଅନ୍ୟ ପରିବାର କୁ ରାତି ରେ ଖାଇବା ଦବା ମନା । ବାସ୍ତୁ ଶାସ୍ତ୍ର ଅନୁସାରୀ ରାତୀ ରେ କ୍ଷୀର ଜିନିଷ ଖାଇବା ପାଇଁ ବାରଣ କରା ଯାଇଛି । ଏପରିୱ କରିବା ଦ୍ୟାରା ଘର ର ବାସ୍ତୁ ଉପରେ ନକରାମ୍ତକ ଶକ୍ତି ର ପ୍ରଭାବ ପଡିଥାଏ । ସାଧାରଣ ତ ରାତୀ ସମୟ ରେ ରୁଟି ରେ ଆମେ କ୍ଷୀର ଖାିଥାଉ ଏପରି କରି ଘର ର ବାସ୍ତୁ ଶାସ୍ତ୍ର ଆମେ ବିଗାଡିବା ସହ ମାତା ଲକ୍ଷ୍ମୀ ଙ୍କୁ କ୍ରୋଧିତ କରାଇଥାଉ । ଏପରିକି ଆମେ ଘର ର ଅଭାବ ଏବଂ କରଜ କୁdrffhtygjkhuk

ବଢାଇ ଚାଲୁ । ତେଣୁ ମହିଳା ମାନଙ୍କୁ ଏବଂ ଅନ୍ୟ ସଦସ୍ୟ ମାନଙ୍କୁ ଦହି କ୍ଷୀର ଖାଇବା କୁ ଦିଅନ୍ତୁ ନାହିଁ ।
2. ଦିନ ସାରା କାମ କରି ରାତି ରେ ଅଇଁଠା ବାସନ ରଖି ସକାଳୁ ସଫା କରିବା ପାଇଁ ପ୍ରାୟ ଲୋକ ମାନେ ଚାହିଁଥାନ୍ତି । ବାସ୍ତୁ ଶାସ୍ତ୍ର ଅନୁସାରେ ଅଇଁଠା ବାସନ ରାତି ରେ ରଖିବା ଅନିର୍ବାର୍ଯ୍ୟ ଅଟେ । କାରଣ ରାତିରେ ଅଇଁଠା ବାସନ ରହିଲେ ନକରାତ୍ମକ ଶକ୍ତି ର ପ୍ରଭାବ ପଡିବା ସହ ଘର ର ସ୍ୱାସ୍ଥ ଉପରେ ପ୍ରଭାବ ମଧ୍ୟ ପଡିଥାଏ । ତେଣୁ ରାତି ରେ କଦାପି ଅଇଁଠା ବାସନ ରଖି ରାତି ରେ ଶୁ୍ନ୍ତୁ ନାହିଁ ।

3. ରାତି ରେ କୈଣସି ନାରୀ କୁ ସମ୍ପୁଣ୍ନ ଉଲଗ୍ନ ହୋଇ ଶୋଇବା କୁ ଅର୍ନିବାର୍ଯ୍ୟ ଅଟେ । ଏପରି କରି ଆପମ ଅଜାଣନ୍ତ ରେ ଅନେକ ଅଶାନ୍ତି ଶୃଷ୍ଟି କରିଥାନ୍ତି । ଶାସ୍ତ୍ର ରେ କୁହାଯାଇଛି ନଗ୍ନ ପ୍ରତ୍ୟେକ ଅଶାନ୍ତି ମୂଳ କାରମ ଅଟେ । ତେଣୁ ମହିଳାମାନେ ରାତିରେ ଶୋଇବା ସମୟ ରେ ନଗ୍ନ ଅବସ୍ତା ରେ କଦାପି ଶୁଅନ୍ତୁ ନାହିଁ ।
4. ରାତି ରେ କଦପି ନିଜର କେଶ ଛାଡି ଶୁଅନ୍ତୁ ନାହିଁ , କାରଣ ଏହା ଦ୍ୟାରା ଆପଣ ଙ୍କ ପରିବାର ମଧ୍ୟ ରେ ଅଶାନ୍ତି ବଢିବା ସହ ଈପଣ ଅନ୍ୟ ମାନଙ୍କ ଦ୍ୟାରା ବସିଭୁତ ହୋଇ ପାରନ୍ତି ।rgrfhgjgfjfg

5. ରାତି ରେ ଶୋଇବା ବେଳେ କଦାପି ନିଜର ପାଦ ପୂର୍ବ ଦିଗକୁ କିମ୍ବା ଦକ୍ଷିଣ ଦିଗ କୁ କରି ଶୁଅନ୍ତୁ ନାହିଁ । ଏହି ଦିଗ କୁ ପାଦ କରି ଶୋଇବା ଦ୍ୟାରା କଳା ଗ୍ରହ ଏହି ଦୁଇଟି ଦିଗ ସହ ଯୋଡି ହୋଇ ରହିଥାଏ , ତେଣୁ ଏହି ଦିଗ କୁ ପାଦ ରଖି ଶୋଇଲେ ଆପଣ ଙ୍କର ସ୍ୱାମୀ ଙ୍କର ଆଉଷ କମିବା ସହ ଦାରୀଦ୍ର ତାର ସୀମା ମଧ୍ୟ ବଢି ଯାଇଥାଏ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *