ଛୁଆର ରଙ୍ଗ କାହିଁକି କଳା ହୁଏ ଏବଂ ଶିଶୁର ରଙ୍ଗ ସଫା ପାଇଁ ମହିଳାଙ୍କୁ କ’ଣ କରିବାକୁ ପଡିବ

tjhjkeasdefgdh

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କ ମନ ରେ ଏକ ପ୍ରଶ୍ନ ଉଙ୍କି ମାରୁ ଥିବ କି ଜଣେ ଛୁଆ ବହୁତ ଗୋରା ହୋଇଥିବା ବେଳେ ଅନ୍ୟ ଏକ ପିଲା କାହିଁକି କଳା ରଙ୍ଗ ର ଦେଖା ଯାଉଛି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି ବିଷୟ ରେ କହିବା ପାଇଁ ଯଉଛୁ କି କାହିଁକି ଏମିତି ହୋଇଥାଏ ବନ୍ଧୁଗଣ ଆପଣ ମାନଙ୍କୁ କହି ରଖୁଛି ଆମ ସମସ୍ତ ଙ୍କ ର ଶରୀର ରେ ମେଲାଲିନ ନାମକ ଏକ କେମିକାଲ ରହିଥାଏ ଯାହା ପାଇଁ ଆପଣ ଙ୍କ ର ଶରୀର ର ରଙ୍ଗ ସେହି ମେଲାଲିନ ନାମକ କେମିକାଲ ଉପରେ ଆପଣ ଙ୍କ ର ଶରୀର ରଙ୍ଗ ନିର୍ଭର କରେ ଯେଉଁ ମାନଙ୍କ ଶରୀର ରେ ଅଧିକ ମେଲାଲିନ ରହିଥାଏfdhfgjgdsaef

ତାଙ୍କର ରଙ୍ଗ କଳା ହୋଇଥାଏ ଏବଂ ଯାହାର ରଙ୍ଗ ଗୋରା ହୋଇଥାଏ ସେମାନଙ୍କର ଶରୀର ରେ ମେଲାଲିନ ନାମକ କେମିକାଲ ବହୁତ କମ ମାତ୍ରା ରେ ରହିଥାଏ । ତେଣୁ ଶିଶୁ ମାନଙ୍କ କ୍ଷେତ୍ର ରେ ମେଲାଲିନ ନାମକ କେମିକାଲ ଦ୍ୱାରା କଳା ହୋଇ ନଥାନ୍ତି ବଂର ସେମାନ ଙ୍କର ମାତା ପିତା ଙ୍କର ଜିନ ଉପରେ ନିର୍ଭର କରିଥାଏ ସେମାନ ଙ୍କ ର ଶରୀର ର ରଙ୍ଗ । ଯେଉଁ ମାନଙ୍କର ମାତା ପିତା ଦେଖିବାକୁ ଗୋରା ସେମାନଙ୍କ ର ପିଲା ମାନଙ୍କୁ ଦେଖିବାକୁ ଗୋରା ହୋଇଥାନ୍ତି କିନ୍ତୁ କିଛି କିଛି କ୍ଷେତ୍ର ରେ ସେମାନ ଙ୍କ ର ରଙ୍ଗ କଳା ହୋଇଥାଏ ଆଉ ଯେଉଁ ମାନଙ୍କର ମାତା ପିତା ଦେଖିବାକୁ କଳା ସେମାନଙ୍କ ର ପିଲା ମାନଙ୍କୁ ଦେଖିବାକୁjkhgdfasdfsd

କଳା ହୋଇଥାନ୍ତି କିନ୍ତୁ କିଛି କିଛି କ୍ଷେତ୍ର ରେ ସେମାନ ଙ୍କ ର ରଙ୍ଗ ଗୋରା ହୋଇଥାଏ ତେବେ ଏହି ଭଳି ଘଟଣା ରେ ଶିଶୁ ର ମେଲାଲିନ ନାମକ କେମିକାଲ ଉପରେ ତାର ଶରୀର ରଙ୍ଗ ନିର୍ଭର କରିଥାଏ । ତେବେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛି କି ଆପଣ କଣ କରିବା ଦରକାର ଆପଣ ଙ୍କର ଗର୍ଭଧାରଣ ସମୟ ରେ କଣ କରିଲେ ବା କଣ ଖାଇଲେ ଯାହା ଦ୍ୟାରା ଆପଣ ଙ୍କ ର ଶରୀର ରେ ମେଲାଲିନdsgfdgjgddf

ର ମାତ୍ରା କମିଯିବ ଯାହା ଫଳ ରେ ଆପଣ ଙ୍କ ର ଶିଶୁ ର ଙ୍ଗ ଗୋରା ହେବ । ଆପଣଁ ଆପଣ ଙ୍କର ଗର୍ଭଧାରଣ ସମୟ ରେ ଆପଣ ଭିଟାମିନ A,E ଏବଂ C ଯୁକ୍ତ ଖାଦ୍ୟ ଖାଆନ୍ତୁ ଯାହା ଦ୍ୱାରା ଆପଣ ଙ୍କ ଶରୀର ରେ ମେଲାଲିନ ର ମାତ୍ରା କମିବାରେ ଲାଗିବ ଯାହା ଦ୍ୱାରା ଆପଣ ଙ୍କର ଶିଶୁ ର ରଙ୍ଗ ଗୋରା ହେବ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *