ବିବାହ ପରେ ମହିଳା ମାନଙ୍କର ଏହି ଅଙ୍ଗ କାହିଁକି ବଡ ହୋଇଯାଏ

women

ବନ୍ଧୁଗଣ ମହିଳା ମାନଙ୍କର ପଛ ଭାଗ କଣ ପାଇଁ ମୋଟା ଏବଂ ମୋଡ ଥାଏ ଏବଂ ଏମିତି ମୋଟା ଏବଂ ମୋଡ ଥିଲେ କଣ ଫାଇଦା ହୋଇଥାଏ ତେବେ ଆମେ ଆପଣ ମାନଙ୍କୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବୁ ବାସ୍ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ । ତେବେ ସାଧାରଣ ଭାବେ ବନ୍ଧୁଗଣ ଏହା ଦେଖିବା ପାଇଁ ମିଳେ କି ବିବାହ ପରେ ଗୋଟିଏ ମହିଳା ଙ୍କ ମଧ୍ୟ ରେ ବହୁତ ଗୁଡିଏ ପରିବର୍ତନ ଦେଖିବା ପାଇଁ ମିଳେ ,

ଏହା ସହିତ ବିବାହ ପରେ ମହିଳା ମାନଙ୍କ ମଧ୍ୟ ରେ ରହି ଥିବା ହୋରମନ ସକ୍ରିୟ ହୋଇଥାଏ , ସେହି କାରଣ ପାଇଁ ମହିଳା ମାନଙ୍କ ପଛ ଭାଗ ମୋଟା ବଡ ହୋଇଥାଏ । ଏହା ସହିତ ବେଶୀ ଶୋଇବା ଦ୍ୱାରା ବି ମହିଳା ମାନଙ୍କ ପଛ ଭାଗ ମୋଟା ଏବଂ ବଡ ହୋଇଥାଏ , 18 ରୁ 6 ବର୍ଷ ବୟସ ର 148 ମହିଳା ଙ୍କୁ ନେଇ ଏକ ରିସର୍ଚ୍ଚ ରୁ ଜଣା ପଡିଛି ,women 2

ଯେଉଁ ମହିଳା ମାନଙ୍କ ପଛ ଭାଗ ମୋଟା ବା ବଡ ଥାଏ ସେମାନଙ୍କୁ ବହୁତ ସାରା ଫାଇଦା ମିଳେ , ଯେମିତି କି ପୁରୁଷ ମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବା ଏବଂ ପିଲା ଜନ୍ମ କରିବା ସମୟ ରେ ବହୁତ ସହଜ ହୋଇଥାଏ , ଯେଉଁ ମହିଳା ମାନଙ୍କର ପଛ ଭାଗ ମୋଟା ବା ବଡ ହୋଇଥାଏ ,

ସେମାନଙ୍କୁ ପିଲା ଜନ୍ମ କରିବା ସମୟ ରେ ବେଶୀ କଷ୍ଟ ସହିବାକୁ ପଡେ ନାହିଁ । ହେଲେ ସେହି ପରି କ୍ଷେତ୍ର ରେ ପତଳା ମହିଳା ମାନଙ୍କ କଥା କହିବା ତେବେ ସେମାନଙ୍କୁ ପିଲା ମାନଙ୍କୁ ଜନ୍ମ କରିବା ସମୟ ରେ ବହୁତ କଷ୍ଟ ସହିବାକୁ ପଡେ ,

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *