ସ୍ତ୍ରୀ ମାନେ କାହିଁକି ସ୍ୱାମୀଙ୍କ ଠୁ ସାନ ହେବା ଆବଶ୍ୟକ !

ଆପଣ ମାନେ ଜାଣି ଥିବେ କୈଣସି ବି ପତି ଏବଂ ପତ୍ନୀ ଙ୍କ ସଂମ୍ପର୍କ ମଧ୍ୟ ରେ ବହୁତ ବ୍ୟବଧାନ ରହି ଥାଏ , ଏବଂ ବହୁତ ବୟସ୍କ ଲୋକ ମାନଙ୍କ କହିବା ଅନୁସାରେ ସ୍ୱାମୀ ଏବଂ ସ୍ତ୍ରୀ ର ବୟସ ମଧ୍ୟ ରେ ବ୍ୟବଧାନ ରହିବା ଆବଶ୍ୟକ ଅଟେ , ଏବଂ ନିଶ୍ଚିତ ଭାବେ ସ୍ୱାମୀ ଏବଂ ସ୍ତ୍ରୀ ଠାରୁ ବୟସ ରେ ବଡ ହେବା ଆବଶ୍ୟକ ଅଟେ । ଏବଂ ପୂର୍ବ କାଳ ରେ ସ୍ୱାମୀ ଏବଂ ସ୍ତ୍ରୀ ଙ୍କୁ ନେଇ ବୟସ ର ପାର୍ଥକ୍ୟ ରହିବା ଆବଶ୍ୟକ ଅଟେ ବୋଲି କହୁ ଥିଲେ , ଏବଂ ଆଜିର ଦିନ ରେ ବି ଏହି ଜିନିଷ ଉପରେ ବହୁତ ପରିମାଣ ରେ ଧ୍ୟନ ଦିଆ ଯାଉଛି ,ସ୍ୱାମୀ ର ବୟସ ସବୁ ସମୟ ରେ ସ୍ତ୍ରୀ ର ବୟସ ଠାରୁ 4 ରୁ 5 ବର୍ଷ ବଡ ହେବା ଆବଶ୍ୟକ ଅଟେ ।

ଗୋଟିଏ ପୁଅ ଯଦି ତାର ସମାନ ବୟସ ର ଝିଅ ସହିତ ବିବାହ କରେ । ଅତ୍ୟାଧିକ ହୋରମନ ର ଚଳାଚଳ କାରଣ ରୁ ହିଁ ଝିଅ ଅତ୍ୟାଧିକ ପରିପୋକ ହୋଇ ଯାଏ  ଯେଉଁଥି ପାଇଁ ଉଭୟ ଙ୍କୁ ଦେଖିଲେ ଯିଏ କହିବ କିି ଉଭୟ ଙ୍କ ବୟସ ସମାନ ଅଟେ ,ଏବଂ ସେମାନଙ୍କ ଅଭିଜ୍ଞ୍ୟତା ସମାନ ମଧ୍ୟ ହୋଇ ଥାଏ ,ଏବଂ ପରେ ସେମାନଙ୍କ ବୈବାହିକ ଜିବନ ରେ ସର୍ବଦା କଳି ଝଗଡା ଲାଗି ରହି ଥାଏ । ସେହିଥି ପାଇଁ ନିଜ ଠାରୁ ସବୁ ବେଳେ କମ୍ ବୟସ ର ଝିଅ ମାନଙ୍କୁ ବିବାହ କରିବା ଜରୁରୀ ଅଟେ

ଏବଂ ବହୁତ ସମୟ ରେ ଝିଅ ର ଘର ଲୋକ ମାନେ ତାଙ୍କ ଝିଅ କୁ ବୁଝି ପାରୁ ଥିବା ଭଳି ପୁଅ କୁ ଚୟନ କରନ୍ତି ଏବଂ ଏହି ମଧ୍ୟ ରେ ଉଭୟ ଙ୍କ ବୟସ ରେ ଅନ୍ତର ରହି ଥାଏ । ଅନୁସନ୍ଧାନ ରେ କୁହା ଜାଇଛି କି ଯଦି ଝିଅ ଟିର ବୟସ ପୁଅ ବୟସ ଠାରୁ କମ୍ ହୋଇ ଥାଏ । ତେବେ ନିଶ୍ଚିତ ଭାବେ ସେମାନେ ବୈବାହିକ ଜିବନ ଖୁସୀ ରେ ବିତି ଥାଏ  ଏବଂ ସେମାନଙ୍କ ମଧ୍ୟ ରେ ସବୁ ସମୟ ରେ ସଠିକ୍ ବୁଝାମଣା ରହି ଥାଏ ,ହେଲେ ଆଜିର ସମୟ ରେ ସମସ୍ତେ ନିଜ ନିଜ ସାଥି ମାନଙ୍କ ବୟସ ନିଜ ସମାନ ର ହିଁ ଖୋଜି ଥାନ୍ତି  ,

ସେମିତି ହେଲେ କେତେକ କ୍ଷେତ୍ରରେ ଆପଣ ମାନଙ୍କ ପାଇଁ ସୁବିଧା ହେଉ ଥିବା ବେଳେ ଆଉ କେତେକ କ୍ଷେତ୍ର ରେ ଆପଣ ମାନଙ୍କ ପାଇଁ ବହୁତ କିଛି ଅସୁବିଧା ର ସାମ୍ନା କରିବା ପାଇଁ ପଡି ପାରେ , ଯେଉଁଥି ପାଇଁ ଆପଣ ମାନଙ୍କ ନିଜର ସଂସାରି୍କ ଜିବନ ଅସଫଳ ହେବାରେ ଆପଣ ମାନଙ୍କୁ କେହି ବି ରୋକି ପାରିବେ ନାହିଁ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *