କାହିଁକି ବିଧବା ମହିଳା ଧଳା ସାଢ଼ି ପିନ୍ଧନ୍ତି

kfddgdhgf

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ବିଧବା ସ୍ତ୍ରୀ ମାନେ କାହିଁକି ଧଳା ରଙ୍ଗ ର ଶାଢୀ ପିନ୍ଧା ଥାଆନ୍ତି ଓ ସୃଙ୍ଗାର କାହିଁକି ବିଧବା ସ୍ତ୍ରୀ ମାନଙ୍କ ଠାରୁ ଛଡାଇ ନିଆଯାଏ ତେବେ ଆସନ୍ତୁ ଜାଣିବା ନେବା ଏହାର କାରଣ କଣ କଣ ପାଇଁ ବିଧବା ସ୍ତ୍ରୀ ମାନଙ୍କ ପାଇଁ ଏସବୁ କରାଯାଇଥାଏ ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଯେ କାହିଁକି ଜଣେ ବିଧବା ସ୍ତ୍ରୀ ଲୋକ କୁ ସ୍ୱାଧୀନତା ଦିାଯାଏ ନାହିଁ କାହିଁକି ସେ ଦିତ୍ୱୀୟ ବିବାହ କରି ପାରେ ନାହିଁ କାହିଁକି ଏହି ନିୟମ କେବଳ ମହିଳା ମାନଙ୍କ ପାଇଁ ପୁରୁଷ ମାନଙ୍କ ପାଇଁ ଏହି ନିୟମ ଲାଗୁ ହୁେ ନାହିଁ କାହିଁକି ତେବେ ଆସନ୍ତୁ ଜାଣି ନେବା ନଂ 1 ନାରୀ ମାନଙ୍କ ର ତ୍ୟାଗ ଜଣେ ନାରୀ ଜନ୍ମ ହେବା ।hggfdfhfd

ପାଖ ରୁ ତା କୁ ତ୍ୟାଗ କରିବା ସିଖେଇ ଦେିଥାନ୍ତି ଜଣେ ନାରୀ ଜନ୍ମ ରୁ ମରିବା ପର୍ଯ୍ୟନ୍ତ ସବୁବେଳେ ତାର ଖୁସି ଓ ଶାନ୍ତି କୁ ତ୍ୟାଗ କରିବା ଶିଖି ଥାଏ ନଂ 2 ନିତି ନିୟମ ସାରା ଜଗତ ରେ ନାରୀ ମାନେ ନିତି ନିୟମ କୁ ପାଳନ କରିଥାନ୍ତି ନାରୀ ମାନେ ନିତି ନିୟମ ରେ ଏକେ ଘେରି ହୋଇ ରହନ୍ତି ଯେ ସେମାନ ଙ୍କୁ ପଚାରି ବାକୁ ବି ସମୟ ନଥାଏ ଯେ ସେମାନ ଙ୍କ ସହ ଏହା କାହିଁକି ହେଉଛି ନଂ 3 ସତୀ ପ୍ରଥା ଶାସ୍ତ୍ର ଅନୁସାରେ ମହାଭାରତ ରେ ମହା ରାଜା ପାଣ୍ଡବ ଙ୍କ ପତ୍ନୀ ମାଧୁରୀ ମଧ୍ୟ ତାଙ୍କ ସହ ସତୀ ହୋଇଥିଲେ କିନ୍ତୁ ଏହି ପ୍ରଥା ଟି ଧିରେ ବନ୍ଦ ହୋଇଯାଇଥିଲା କିନ୍ତୁ ବିଧବା ମାନଙ୍କୁ ଏମିତି କିଛି ନିୟମ ପାଳନ କରିବାକୁ ପଡିଥାଏ ନଂ 4 ବିଧବା ସ୍ତ୍ରୀ ମାନଙ୍କ ର ଜୀବନ ବିଧବା ସ୍ତ୍ରୀ ମାନଙ୍କ ର ଜୀବନ କେବଳ ତାଙ୍କର ପତୀ ଙ୍କ ର ମୃତ୍ୟୁ ନୁହେଁ ।jhfdfhfghfg

ଏହା ପରେ ତାଙ୍କୁ ସବୁବେଳେ ଏକା ଏକା ରହିବାକୁ ପଡିଥାଏ ତାଙ୍କର ସାଥୀ ହେବାକୁ କେହି ବି ନଥାନ୍ତି ଏକା ରହି ରହି ସେମାନେ ବାବନ୍ତି ଖାସ ମୁଁ ବି ମୋ ସ୍ୱାମୀ ଙ୍କ ସହ ମିଶି ସତି ହୋଇ ଯାଆନ୍ତି କି ନଂ 5 ମାନ୍ୟତା ହିନ୍ଦୁଧର୍ମ ଅନୁସାରେ ଜଣେ ବିଧବା ସ୍ତ୍ରୀ କୁ ରଙ୍ଗ ବେରଙ୍ଗ ର ଶାଢୀ ଛାଡି ଧଳା ରଙ୍ଗ ର ଶାଢୀ ପିନ୍ଧିବାକୁ ପଡିଥାଏ ସେମାନେ କୈମସି ପ୍ରକାର ର ଅଳଙ୍କାର ପିନିଧି ପାରନ୍ତି ନାହିଁ କିଛି ବିଧବା ନାରୀ ସଂନ୍ଧ୍ୟା ରେ ଖାଦ୍ୟ ମଧ୍ୟ ଖାଆନ୍ତି ନାହିଁ ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *