ବ୍ରହ୍ମା ତାଙ୍କ ନିଜ ଝିଅ ସରସ୍ୱତୀଙ୍କୁ କାହିଁକି ବିବାହ କରିଥିଲେ ।

Brahma

ବନ୍ଧୁଗଣ ବ୍ରହ୍ମା ତାଙ୍କ ନିଜ ଝିଅ ସରସ୍ୱତୀଙ୍କୁ କାହିଁକି ବିବାହ କରିଥିଲେ । ତେବେ ଯଦି ଆପଣ ମାନଙ୍କୁ ଏହା ପଛର କାରଣ ଜଣା ନାହିଁ ତେବେ ଆମେ ଆଜି ଆପଣ ମାନଙ୍କୁ ସେହି ବିଷୟରେ ସଂମ୍ପର୍ଣ୍ଣ ଭାବେ କହିବୁ । ତେବେ ବନ୍ଧୁଗଣ ମଜାଉ ପୁରାଣ ଏବଂ ସରଶ୍ୱତୀ ପୂରାଣ ରେ କୁହା ଜାଇଛି କି ପ୍ରଭୂ ବ୍ରହ୍ମା ଯିଏ ବ୍ରହ୍ମାଣ୍ଡ ତିଆରି କରି ଥିଲେ ହେଲେ ସେ ନିଜର ଝିଅ ସରଶ୍ୱତୀ ଙ୍କୁ ହିଁ ବିବାହ କରି ଥିଲେ ।

ଏହା ବହୁତ ଆଶ୍ଚର୍ଯ୍ୟକର କଥା ହେଲେ ବି ଏହା ସତ ଅଟେ ହେଲେ ଆମ ଶାସ୍ତ୍ର ରେ କେବେ ବି କୌଣସି ପିତା ନିଜର ଝିଅ ଙ୍କୁ ବିବାହ କରି ପାରିବ ନାହିଁ । ହେଲେ ଏହା ସତ କି ବ୍ରହ୍ମା ନିଜର ଝିଅ ଙ୍କୁ ହିଁ ବିବାହ କରି ଥିଲେ । ବହୁତ ଲୋକ ମାନେ ବିଶ୍ୱାସ କରନ୍ତି କି ବ୍ରହ୍ମା ଯେତେ ବେଳେ ନିଜର ବ୍ରହ୍ମାଣ୍ଡ ଆରମ୍ଭ କରି ଥିଲେ ସେହି ସମୟ ରେ ମାତା ଶରସ୍ୱତୀ , ସନ୍ଧ୍ୟା ଏବଂ ବ୍ରାହ୍ମଣ ମାନଙ୍କ ଜନ୍ମ ହୋଇଥିଲା, ସରଶ୍ୱତୀ ଦେବୀ ଜନ୍ମ ତ ହୋଇ ଥିଲେ ହେଲେ ତାଙ୍କର କେହି ମାଆ ନ ଥିଲେ ।

Brahma Saraswati

ସରଶ୍ୱତୀ ଦେବୀ ବହୁତ ସୁନ୍ଦରୀ ଏବଂ ଅବଳା ଥିଲେ ତାଙ୍କୁ ସବୁ ଆଦର କରୁ ଥିଲେ, ଏପରି କି ସେହି ସମୟ ରେ ନିଜେ ବ୍ରହ୍ମା ବି ନିଜେ ଆଦର କରୁ ଥିଲେ , ହେଲେ ଯେତେ ବେଳେ ସରଶ୍ୱତୀ ଦେବୀ ଜାଣିଲେ କି ବ୍ରହ୍ମା ତାଙ୍କୁ ବିବାହ କରିବାକୁ ଚାହାଁନ୍ତି ବୋଲି । ସେହି ସମୟ ରେ ସରଶ୍ୱତୀ ଦେବୀ ବିଷ୍ଣୁ ଏବଂ ମହାଦେବ ଙ୍କ ସାହାଯ୍ୟ ନେଇ ବହୁତ ଦୂର କୁ ଯିବା ପାଇଁ ପ୍ରସ୍ତୁତ ହେଲେ ।

କିନ୍ତୁ ବ୍ରହ୍ମା ଙ୍କୁ ଭ୍ରମାଣ୍ଡ ଦେବତା ହୋଇ ଥିବାରୁ ସେ ବ୍ରହ୍ମାଣ୍ଡ ର ସବୁ ସ୍ଥାନ ଜାଣି ଥିଲେ । ସେହିଥି ପାଇଁ ସରଶ୍ୱତୀ ଦେବୀ ଶେଷରେ ସବୁ ଆଶା ଛାଡି ବ୍ରହ୍ମା ଙ୍କୁ  ବିବାହ କରି ଥିଲେ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *