ଅସୀମା ପଣ୍ଡାଙ୍କ ସହ ଏ କୁନି ପିଲାଟି କିଏ କଣ ତାଙ୍କ ଝିଅ କି ? ଦେଖନ୍ତୁ ଭିଡ଼ିଓ

ftetbh asiima

ସୋସିଆଲ ମିଡ଼ିଆ ଭାଇରଲ କୁ ନେଇ ଲକୋ ମାନଙ୍କ ମଧ୍ୟ ରେ ବହୁତ ଚର୍ଚ୍ଚା ଦେଖିବା ପାଇଁ ମିଳେ ଆପଣ ମାନେ ବହୁତ ସମୟ ରେ ଭୁଲ ବିଷୟ ବସ୍ତୁ କୁ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉ ଥିବାର ମଧ୍ୟ ଆପଣ ମାନେ ଦେଖିବା ପାଇଁ ପାଉ ଥିବେ । ତେବେ ସେହି ପରି ବେଳେ ଆମେ ଆଜି ଆପଣ ମାନଙ୍କ ସହିତ ସେମିତି ହିଁ ଗୋଟିଏ ବିଷୟ ଜାହା ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି, ତେବେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ଜଣେଇବୁ ତଥା ଆପଣ ମାନଙ୍କୁ ଏହାର ସତ୍ୟାସତ ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ଜଣେଇବୁ ।utyi

ଆପଣ ମାନେ ଓଲିଉଡ ରେ ବହୁତ ପପୁଲାର ସିଙ୍ଗର ଅସୀମା ପଣ୍ଡା ଙ୍କୁ ତ ନିଶ୍ଚିତ ଭାବେ ଜାଣି ଥିବେ ତେବେ ଆପଣ ମାନଙ୍କୁ ସୂଚନା ଦେବୁ କି ଏହି 15 ତାରିଖ ଦିନ ନିଜର ଇନଷ୍ଟାଗ୍ରାମ ରେ ପୋଷ୍ଟ କରି ଥିବା କିଛି ଫୋଟ ପାଇଁ ବର୍ତ ମାନ ସମୟ ରେ ଅସୀମା ପଣ୍ଡା ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଚର୍ଚ୍ଚା ରେ ରହିଛନ୍ତି । ଏଠାରେ ଇୟୁଜର ମାନଙ୍କ କହିବା କଥା କି ଏହି ସବୁ ଫୋଟ ରେ ଦେଖିବା ପାଇଁ ମିଳୁ ଥିବା ତାଙ୍କ ସହିତ ଗୋଟିଏ ଛୋଟ ପିଲା ଟି କଣ ତାଙ୍କର ତେବେ ଏହା କେମିତି ହେଲା ଏହି ସଂନ୍ଧେହ ଉପରୁ ଆପଣ ମାନଙ୍କୁ ପରଦା ଉଠେବାfdutdyu

ପାଇଁ ଚାହିଁବୁ କି ଗତ 14 ତାରିଖ ଦିନ ଅସୀମା ଏବଂ ତାଙ୍କ ସହିତ ତାଙ୍କର ପରିଜନ ଲୋକ ମାନେ ପୁରୀ ଶ୍ରୀ ମନ୍ଦିର ଦର୍ଶନ କରିବା ପାଇଁ ଜାଇ ଥିବା ବେଳେ ଏହି ଘଟଣା ରେ ଅସୀମା ସେମାନଙ୍କ ସହିତ ବେଳା ଭୂମି ରେ ଖେଳିବା ସହିତ ଫୋଟ ଉଠେଇ ଥିବାର ମଧ୍ୟ ଦେଖିବା ପାଇଁ ମିଳି ଥିଲେ । ସେଠାରେ ସେମାନେ ସମସ୍ତେ ମିଶି କରି ସମୁଦ୍ର ରେ ଗାଧୋଇ ଥିବାର ଦେଖିବା ପାଇଁ ମିଳି ଥିଲେ ଏବଂ ସେଠାରେ ତାଙ୍କର ପ୍ରିୟ ଭଉଣୀ ଙ୍କ ଦୁଇ ଝିଅ ବି ଉପସ୍ଥିତ ଥିଲେ  ତେବେ ଏହି ଘଟଣା କୁ ନେଇ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଏହି କଥା ର ପ୍ରଘଟ ହେବାରେ ଲାଗିଛି କି ଅସୀମା ଙ୍କ ସହିତ ଫୋଟ ଉଠେଇ ଥିବା ପିଲାufifiy8i

ଜଣଙ୍କ କିଏ କଣ ଏହା ତାଙ୍କର ପିଲା । ହେଲେ ଏହା ସଂମ୍ପର୍ଣ୍ଣ ଭୁଲ ଅଟେ ଏବଂ ଆପଣ ମାନଙ୍କ ପାଖରେ ରହି ଥିବା ସୂଚନା ଟି ସଂମ୍ପର୍ଣ୍ଣ ଭୁଲ ଅଟେ , ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମେ ସଂମ୍ପର୍ଣ୍ଣ ସୂଚନା ଦେଇ ସାରି ଥିବା ବେଳେ ଆପଣ ମାନଙ୍କୁ ଅସୀମା ଙ୍କ ଗୀତ କେମିତି ଲାଗେ ଆପଣ ମାନେ କମେଣ୍ଟ କରି ଜଣେଇ ଦେବେ .ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *