କେଉଁ ସମୟରେ ଗାଧୋଇଲେ ଭାଗ୍ୟ ପରିବର୍ତ୍ତନ ହୋଇଥାଏ କେବେ ଧନୀ ହୋଇ ପାରିବେ ନାହିଁ

ଆପଣ ମାନଙ୍କ ମଧ୍ୟ ରୁ ବହୁତ ଲୋକ ମାନେ ରହି ଥାନ୍ତି । ଯେଉଁ ମାନେ ସକାଳେ ଉଠିବା ପସନ୍ଦ କରନ୍ତି ନାହିଁ  ଏବଂ ସେମାନେ ବହୁତ ଲେଟ୍ ରେ ଉଠି ଥାନ୍ତି  ଏବଂ ସେମାନେ ଲେଟ୍ ରେ ମଧ୍ୟ ସ୍ମାନ କରନ୍ତି ହେଲେ ବନ୍ଧୁଗଣ ଏହି କଥା କୁ ଶାସ୍ତ୍ର ରେ କୁହା ଜାଇଛି କି ଯଦି ଆପଣ ମାନେ ସକାଳେ ବହୁତ ଶିଘ୍ର ଉଠି ସ୍ନାନ କରୁ ଛନ୍ତି ତେବେ ଆପଣ ମାନଙ୍କ ଉପରେ ଧନ ର ଦେବୀ ମାତା ଲକ୍ଷ୍ମୀ ଙ୍କ କୃପା ସଂମ୍ପର୍ଣ୍ଣ ଭାବେ ଲାଗି ରହି ଥାଏ , ଏହା ଦ୍ୱାରା ଆପଣ ମାନଙ୍କୁ ବ୍ୟପାର ବାଣିଜ୍ୟ ରେ ଉନ୍ନତି ଏବଂ ଅନେକ କ୍ଷେତ୍ର ରେ ସଫଳତା ମିଳି ଥାଏ ,ସେହି ପରି ଭାବେ ଶାସ୍ତ୍ର ରେ ସ୍ନାନ କରିବାର ସଠିକ୍ ସମୟ ବିଷୟ ରେ ବି କୁହା ଜାଇଛି ।

ତେବେ ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସ୍ନାନ କରିବାର ସଠିକ୍ ସମୟ ବିଷୟ ରେ କହିବା ପାଇଁ ଆସିଛୁ, ତେବେ ଆସନ୍ତୁ ଜାଣି ନେବା ପ୍ରଥମେ ରହିଛି ବ୍ରହ୍ମ ସ୍ନାନ ।ଶାସ୍ତ୍ର ରେ ଏହି କଥା କୁ କୁହା ଜାଇଛି କି ଯେଉଁ ଲୋକ ମାନେ ସକାଳେ ଭୋର ରୁ ମାନେ 4 ରୁ 5 ଟା ସମୟ ରେ ସ୍ନାନ କରନ୍ତି ଏହାକୁ ବ୍ରହ୍ମ ସ୍ନାନ କୁହା ଜାଇ ଥାଏ । ଏହି ସ୍ନାନ କରିବା ଦ୍ୱାରା ଆପଣ ମାନଙ୍କ ଜିବନ ରେ ଅନେକ ସୁଖ ସମୃଦ୍ଧି ଦେଖିବା ପାଇଁ ମିଳେ । ଏହି ଲୋକ ଟି କେବେ ବି ଦୁଖଃ ରେ ଦେଖିବା ପାଇଁ ମିଳେ ନାହିଁ  ଏହା ପରେ ରହିଛି ଦେବ ସ୍ନାନ ସୂର୍ଯ୍ୟଦୟ ପରେ ସ୍ନାନ କରିବାକୁ ଦେବ ସ୍ନାନ ବୋଲି କୁହାଯାଏ  ଏହି ସ୍ନାନ ରେ ଜିବନ ରେ ଆସୁ ଥିବା ସବୁ ସମସ୍ୟା ଦୂର ହୋଇ ଥାଏ

,ସବୁ ଆଡେ ଆପଣ ମାନେ ଜିତନ୍ତି । ଘରେ ସୁଖ ଶାନ୍ତି ର ବାତାବରଣ ଦେଖିବା ପାଇଁ ମିଳେ  ତୃତୀୟ ରେ ରହିଛି ୟୁଗୀକ ସ୍ନାନ ଯୋଗ ମାଧ୍ୟ ରେ ନିଜର ଇଷ୍ଟ ଦେବ ଙ୍କୁ ମନେ ପକାଇ ସ୍ନାନ କରିବାରୁ ୟୁଗୀକ ସ୍ନାନ ବୋଲି କୁହା ଜାଇ ଥାଏ ,ଏହା କରିବା ତିର୍ଥ ଯାତ୍ରା କରିବା ସହିତ ସମାନ ହୋଇ ଥାଏ ଏବଂ ସେଷ ରେ ରହିଛି ଦାନବ ସ୍ନାନ ଶାସ୍ତ୍ର ରେ ଏହି କଥା କୁ କୁହା ଜାଇଛି କି ଯେଉଁ ଲୋକ ମାନେ ଭୋଜନ କରି ସାରିବା ପରେ ଗାଧୋଇବା ପାଇଁ ଜାଆନ୍ତି

ତାହାକୁ ଦାନବ ସ୍ନାନ ବୋଲି କୁହାଯାଏ, ତେବେ ଏହା ଆପଣ ମାନଙ୍କ ଜିବନ ରେ ଘୋର ବିପତି ଆଣି ପାରେ । ତେବେ ଆପଣ ମାନେ ଏହି ସ୍ନାନ କରିବାରୁ ହଞ୍ଚିତ ହୁଅନ୍ତୁ  ଏହା ଆପଣ ମାନଙ୍କ ପାଇଁ କାଳ ହୋଇ ପାରେ ସ୍ନାନ କରିବା ପରେ ଆପଣ ମାନଙ୍କୁ କହିବୁ କି ସୂର୍ଯ୍ୟ ଦେବ ଙ୍କୁ ସ୍ମରଣ କରନ୍ତୁ ଏବଂ ଆପଣ ମାନେ ବାଲ୍ଟି ରେ ଗାଧୋଇ ଥିବା ପାଣି କୁ କେବେ ବି ଧରି ରଖନ୍ତିୁ ନାହିଁ । ଏହା ଆପଣଙ୍କ ଧନ ଉପରେ ସମସ୍ୟା ଦେଇ ପାରେ ।

ବହୁତ ଲୋକ ମାନେ ଗାଧୋଇ ସାରିବା ପରେ ନିଜର ଓଦା ଲୋଗା କୁ ସେମିତି ହିଁ ପକାଇ ରଖି ଥାନ୍ତି ତେବେ ସେମିତି କ୍ଷେତ୍ର ରେ ଆପଣ ମାନଙ୍କୁ ସୂଚନା ଦେବୁ କି ଆପଣ ମାନଙ୍କ ଘରେ ଏହା ଦ୍ୱାରା ନାକାରାତ୍ମକ ଉର୍ଜା ର ବୃଦ୍ଦି ହୋଇ ଥାଏ ,ସେହି ପରି ଭାବେ ଗାଧୋଇବା ସମୟ ରେ ଚପଲ ର ବ୍ୟବହାର କରିବା ଅଶୁଭ ମନା ଯାଏ, ଏହା ଦ୍ୱାରା ଧନ ହାନୀ ହୋଇ ଥାଏ ,

Love To Share

Leave a Reply

Your email address will not be published. Required fields are marked *