ମହିଳା ମାନେ ଘରେ ଏକୁଟିଆ ଥିଲେ କରନ୍ତି ଏହି ସବୁକାମ ଯାହା ପୁରୁଷଙ୍କୁ ଜଣା ନାହିଁ

fjhhgdjer

ମହିଳା ମାନେ ଘରେ ଏକା ରହିବା ସମୟ ରେ କରନ୍ତି ଏହି ସବୁ କାମ ମହିଳା ମାନଙ୍କୁ ବୁଝିବା ନିଶ୍ଚିତ ଗୋଟିଏ କଠିନ କାମ ଅଟେ ତେବେ ଆମେ ଆଜି ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ଜାହା କି ପୁରୁଷ ମାନଙ୍କୁ ମୋଟେ ବି ଜଣା ନ ଥାଏ କି ମହିଳା ମାନେ ଘରେ ଏକା ରହିଲେ ସେମାନେ କଣ କରିବା ପାଇଁ ପସନ୍ଦ କରନ୍ତି । ସେମିତି ରେ ଶାସ୍ତ୍ର ରେ ନାରୀ କୁ ମାୟାବିନୀ ର ଆକ୍ଷ୍ୟା ଦିଆ ଜାଇଛି ନାରୀ ମନ ରେ ଅନେକ କଥା ର ସମ୍ଭାର ରହି ଥାଏ । ପୁରୁଷ କେବେ ବି ସହଜ ରେ ନାରୀ ର ମନ କଥା କୁ ଜାଣି ପାରେ ନାହିଁ । ସେହିଥି ପାଇଁ ପୁରୁଷ ମାନେ ଏହି କଥା ର ସବୁ ବେଳେ ଚିନ୍ତା ରେ ରହି ଥାନ୍ତି କି ପୁରୁଷ ମାନେ ଘରୁ ବାହାର କୁ ଗଲା ପରେftjyulksawaeds

ସେମାନେ କଣ କରନ୍ତି ବୋଲି ତେବେ କହିବୁ । ତେବେ କୈଣସି ମହିଳା ଙ୍କର ବହୀ ପଢିବା ପସନ୍ଦ ନୁହେଁ ତେବେ ଆପଣ ମାନେ ଭୁଲ ଭାବିଛନ୍ତି କାରଣ ନାରୀ ମାନେ ଘରେ ଏକା ଥିବା ସମୟ ରେ ଘଲ କାମ ସାରି ନିଜର ପ୍ରିୟ ପୁସ୍ତକ ପଢି ଥାନ୍ତି , କିଛି ମହିଳା ମାନେ ବାଥ ରୁମ୍ ରେ ଘୋରଇ ବ୍ୟୁଟି ଟିପ୍ସ ର ଉପଚାର କରି ଥାନ୍ତି ,ଏହା ସହିତ ସେମାନେ ମେଗାଜିନ ଏବଂ ନ୍ୟଜ୍ ପେପେର ବି ପଢି ଥାନ୍ତି ସେହି ପରି ମହିଳା ମାନଙ୍କର ଆଉ ଗୋଟିଏ ପସନ୍ଦ ର କାମ ହେଲା ଆଇନା ସାମ୍ନା ରେ ସଜେଇ ହେବା ।hrtjdtsw

ସେମାନେ ନିଜର ପ୍ରିୟ ପୋଶାକ ପିନ୍ଧି ମେକପ୍ ନେଇ ଥାନ୍ତି  ଆଜିର ସମୟ ର ମହିଳା ମାନଙ୍କର ଫୋଟ ଉଠେଇବା ବହୁତ ସୈକ୍ ରହି ଥାଏ । ତେଣୁ ଏମାନେ ଘରେ ଏକା ଥିଲେ ନିଜର ପ୍ରିୟ ପୋଷାକ ରେ ଫୋଟ ଉଠେଇ ଥାନ୍ତି, ସେହି ପରି ମହିଳା ମାନେ ଏକା ଥିଲା ବେଳେ ବାଥ ରୁମ୍ ରେ ବସି ଅଜଥା କଥା ବି ଭାବି ଥାନ୍ତି ,ଏମାନେ ବହୁତ ସମୟ ରେ ନିଜର ସୁନ୍ଦରତା କୁ ନିଜେ ଆଇନା ରେ ଦେଖି ପ୍ରଶଂସା କରି ଥାନ୍ତି ।rgfjytuks

ସେହି ପରି ଆନେକ ମହିଳା ମାନେ ନିଜର ହବି ଏବଂ କ୍ରିୟଟି ଭିଟି କୁ ଏକୁଟିଆ ଥିବା ବେଳେ ଆଗକୁ ବଢେଇ ଥାନ୍ତି । କିଛି ମହିଳା ମାନଙ୍କୁ ନୂଆ ରେସିପି ବି ରୋଷେଇ କରିବା ପାଇଁ ବହୁତ ଭଲ ଲାଗେ  ଏମାନେ ରେସିପି ବେନଇ ସ୍ୱାମୀ ଙ୍କୁ ସର୍ପ୍ରାଇଜ୍ ମଧ୍ୟ କରି ଥାନ୍ତି ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *