ବଡ଼ ଖବର – ଶାଶୁ କରୁ ଥିଲେ ସଢଯନ୍ତ୍ର ବର୍ଷା ଶାଶୁ ଙ୍କୁ ଦେଲେ ମୁହଁ ତୋଡ଼ ଜବାବ୍

fdhhyu

ଏବେ ଏବେ ଆସିଲା ବଡ ଖବର ଓଡିଆ ହିରୋଇନ୍ ବର୍ଷା ପ୍ରିୟଦର୍ଶନୀ ନିଜର ଶାସୁ ଙ୍କୁ ଦେବେ ତୁଡ଼ ଜବାବ୍ କହିଲେ ଏମିତି କଥା ଜାହା ଆପଣ ମାନେ ଜାଣିଲେ ନିଶ୍ତିତ ଭାବେ ଆଶ୍ଚର୍ଯ୍ୟ ହୋଇ ଯିବେ ତେବେ ବନ୍ଧୁଗଣ ଏହି ବିଷୟ ରେ ସଂମ୍ପର୍ଣ୍ଣ ଖବର ଜାଣିବା ପାଇଁ ଆପଣ ମାନେ ନଶ୍ଟିତ ଭାବେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ଜାଣି ପାରିବେ , ସେମିତି ରେ ବନ୍ଧୁଗଣ ଏହି ଦିନ ରେ ଓଲିଉଡ ର ସୁପର ଷ୍ଟାର ଅନୁଭବ ମହାନ୍ତି ଏବଂ ତାଙ୍କର ସ୍ତ୍ରୀ ଏବଂ ଓଲିଉଡ ହିରୋଇନ୍ ବର୍ଷା ଙ୍କ ମଧ୍ୟ ରେ ଲାଗି ରହି ଥିବା ତିକ୍ତତା ବିଷୟ ରେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ brasha

ବର୍ତମାନ ସମୟ ରେ ଖବର ଆସୁଛି କି ଶାଶୁ ବୋହୁ ଙ୍କୁ ତଢୁ ଛନ୍ତି ବାପ ଘର କୁ । ହେଲେ ଏହାର ସଂମ୍ପର୍ଣ୍ଣ ଜବାବ୍ ଦେଇଛନ୍ତି ବର୍ଷା ପ୍ରିୟଦର୍ଶନୀ ଏବଂ କହିଛନ୍ତି ଯଦି ସେ ଲାଟିନ୍ କାମ ହେବ ତେବେ ସେ ମୋତେ କଣ ପାଇଁ ମୋ ବାପ ଘରକୁ ତଢୁଛନ୍ତି , ନିଜ ପାଖରେ ରଖିୁ ନାହାଁନ୍ତି କାହିଁକି , ତ ବନ୍ଧୁଗଣ ଏହି ଭଳି କିଛି ପ୍ରଶ୍ନ ଉଠାଇ ଥିବା ବେଳେ ବର୍ଷା ଙ୍କ କଥା କୁ ବହୁତ ପରିମାଣ ରେ ତାଙ୍କର ସମର୍ଥକ ମାନେ ସମର୍ଥନ ଦେଇଛନ୍ତି । ତେବେ ଏଠାରେ ବର୍ଷା ଙ୍କ କହିବା କଥା କି ତୁମେ ମାନେ ରହିଲେ ଘରେ ଲାଟିନ୍ ସଜ ହୋଇ ପାରିବ ହେଲେ ମୁଁ ରହିଲେ କଣ ପାଇଁ ଲାଟିନ୍ ସଜ ହୋଇ ପାରିବ ନାହିଁ ,anubhav

ଏବଂ ବର୍ତମାନ ସମୟ ରେ ମୋ ବାପ ଘର କୁ ମୋତେ କଣ ପାଇଁ ବର୍ତମାନ ସମୟ ରେ ତଡା ଜାଉଛି , ସେମିତି ରେ ପୁଣି ଥରେ ଆପଣ ମାନଙ୍କୁ ମନେ ପକେଇ ଦେବାକୁ ଚାହିଁବୁ କି ବର୍ଷା ପ୍ରିୟଦର୍ଶନୀ ଦେଇ ଥିବା ଅଭିଯୋଗ ଅନୁସାରେ ଅନୁଭବ ମହାନ୍ତି ଜଣେ ପେଷା ଦାର୍ ମଦ୍ୟପ ହୋଇ ଥିବା ବେଳେ ସେ ସବୁ ସମୟ ରେ ତାଙ୍କୁ ନିର୍ଜାତନା ଦେଇ ଆସୁ ଥିଲେ ଏହି ପରି ଭାବେ ଅନୁଭବ ମହାନ୍ତି ଅନ୍ୟ ନାରୀ ଙ୍କ ସହିତ ସଂମ୍ପର୍କ ରଖୁଛନ୍ତି ବୋଲି ଏଠାରେ ସଂମ୍ପର୍ଣ୍ଣ ଭାବେ ଦର୍ଶାଇ ଛନ୍ତି , ତେବେ ଅନ୍ୟ ପଟରେ ବର୍ଷା ଙ୍କ ସହିତ ଏମିତି କିଛି ବ୍ୟବହାର ପାଇଁ ଅନୁଭବ ମହାନ୍ତି ବର୍ଷା ଙ୍କୁanubhava

କ୍ଷେମା ମାଗି ଥିବା ନେଇ ସୋସିଆଲ ମିଡ଼ିଆ ରେ ବର୍ତମାନ ସମୟରେ ଚର୍ଚ୍ଚା ଯୋର ଧରି ଥିବା ବେଳେ ଆମେ ଆପଣ ମାନଙ୍କୁ ଏଠାରେ ଏହି ବିଷୟ ବସ୍ତୁ ଉପରେ ସୂଚନା ଦେବୁ କି ଏମିତି କିଛି ହୋଇ ନାହିଁ ଜାହା ଆପଣ ମାନେ ସୋସିଆଲ ମିଡିଆ ରେ ଦେଖୁଛନ୍ତି ତାହା ସଂମ୍ପର୍ଣ୍ଣ ଭାବେ ଏକ ଗୁଜବ ଅଟେ , ଏବେ ଏମାନଙ୍କ ମଧ୍ୟ ରେ ସେମିତି କିଛି ବି ସମାଧାନ ହୋଇ ନାହିଁ ବରଂ ଯିଏ ଜାହାର ଅଡ଼ ନେଇ ଲାଗି ରହିଛନ୍ତି,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *