ଲାଇଟମ୍ୟାନ ତାର ଯୋଡିବା ବେଳେ ସ୍ତ୍ରୀ ହଇଗଲା ଜେଇ ସହ ଫେରାର୍

saanoaq

ଆପଣ ମାନେ ଜାଣି ଥିବେ ବର୍ତମାନ ସମୟ ରେ ସବୁ କ୍ଷେତ୍ର ରେ ପ୍ରେମ ର ସପ୍ତାହ ଚାଲି ରହି ଥିବା ବେଳେ ସମସ୍ତ ଙ୍କ ମନ ରେ ବି ପ୍ରେମ ବଢିବାରେ ଲାଗିଛି । ଗତ ସପ୍ତାହ ରେ ପ୍ରେମ ସପ୍ତାହ ଚାଲି ଥିବା ବେଳେ ଲୋକ ମାନଙ୍କ ମନ ବି ପ୍ରଫୁଲ୍ଲିତ ହୋଇ ଥିଲା ।ଯେମିତି କି ଆପଣ ମାନେ ଜାଣି ଥିବେ ଗୋଟିଏ ପିଲା ବର୍ଷକ ସାରା ପଢି କରି ବର୍ଷେ ପରେ ସେ ପରିକ୍ଷା ଦେଇ ଥାଏ ,ସେହି ପରି ଭାବେ ପ୍ରେମିକା ମାନେ ବର୍ଷ ସାରା ନିଜ ପ୍ରେମିକ ପାଇଁ ପରିଶ୍ରମ କରି ଏହି ଫେବୃଆରୀ ମାସ ରେ ସେମାନେ ଫଳ ପାଇ ଥାନ୍ତି ।y6yhhn

ଏମିତି ରେ ଆଜିର ଦିନ ରେ ଆପଣ ମାନେ ବହୁତ ପ୍ରକାରର ପ୍ରେମ ସଂମ୍ପର୍କ ଦେଖିବା ପାଇଁ ପାଉ ଥିବା ବେଳେ ସେମିତି ରେ ଆମେ ଆଜି ଆପଣ ମାନଙ୍କ ପାଇଁ ଆଉ ଗୋଟିଏ ଖାସ୍ ପ୍ରେମ କାହାଣୀ ନେଇ କରି ଆସିଛୁ । ତେବେ ଆସନ୍ତୁ ଏହି କାହାଣୀ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ଏଠାରେ ଦେଖିବା ପାଇଁ ମିଳିଛି ଜଣେ ଲାଇନ୍ ମ୍ୟନ୍ ର ସ୍ତ୍ରୀ କୁ ନେଇ ଜଣେ ଜେଇ ଫେରାର୍ ହୋଇ ଜାଇଛନ୍ତି, ଏହି ଘଟଣା ଟି ଉୟୁପି ରେ ହୋଇ ଥିବା ବେଳେ ଲାଇନ୍ ମ୍ୟନ୍ ର ସ୍ତ୍ରୀ ଏବଂ ଜେଇ ବହୁତ ଘନିଷ୍ଟ ବନ୍ଧୁ ଥିଲେ, ସେମିତି ରେ ଏମାନଙ୍କ ମଧ୍ୟ ରେ ସଂମ୍ପର୍କ ଏତେ ପରିମାଣ ରେ ବଢିବାରେ ଲାଗିଲା କି ନିଜର କାମ ଛଡା ଏମାନେ ଅଲଗା ସମୟ ରେ ବି ସମୟ ଅତିବାହିତ କରିବା ପାଇଁ ଲାଗିଲେ ।tyryt

ଏବଂ ସେମାନଙ୍କ ମଧ୍ୟ ରେ ଏହି ସଂମ୍ପର୍କ ଆହୁରୀ ଟିକିଏ ଘନିଷ୍ଟ ହେଲା ଯେଉଁ ଥିରେ ଲାଇନ୍ ମ୍ୟନ୍ ର ସ୍ତ୍ରୀ କୁ ଜେଇ ଜଣଙ୍କ ଲାଇନ୍ ମ୍ୟନ୍ ଘରେ ନ ଥିବା ବେଳେ ଦେଖା କରିବାରେ ଲାଗିଲେ ,ଏହି କଥା ବିଷୟ ରେ ଲାଇନ୍ ମ୍ୟନ୍ କୁ ସଂମ୍ପର୍ଣ୍ଣ ଭାବେ ଅଜଣା ଥିଲା । ଏମିତି ରେ ଏମାନଙ୍କ ସଂମ୍ପର୍କ ନିର୍ବିଡ ହେବା ପରେ ପରେ ସେମାନେ ପଲେଇ ଯିବା ପାଇଁ ଯୋଜନା କରିଲେ ,ଏମିତି ମଧ୍ୟ ରେ ସେମାନେ ଘରୁ ପଳେଇ ତ ଗଲେ ଏବଂ ସେହି ସହିତ ସ୍ତ୍ରୀ ଜଣଙ୍କ ଘରୁ 7 ଲକ୍ଷ ଟଙ୍କା ଏବଂ ବହୁତ ଗୁଡିଏ ଗହଣା ନେଇ କରି ପଳେଇ ଗଲେ ।retw46yh

ସେ ଆଫାୟାର ରେ କହିଲେ କି ନିଜର ବନ୍ଧୁ ହିଁ ନିଜ ପିଠି ରେ ଛୁରି ଭୁଷି ଦେଇଛି ବୋଲି । ତେବେ ଏଠାରେ ପ୍ରଷ୍ଟ ହୋଇ ଯାଉଛି କି ପ୍ରେମ ଏପରି କ୍ଷେତ୍ର ରେ କୈଣସି ବି ଲୋକ ମାନଙ୍କ ସହିତ ହୋଇ ଜାଇ ପାରେ, ଏମିତି ରେ ଏହି ଦିନ ରେ ଏହା ପ୍ରେମ ମହାସପ୍ତାହ ରହି ଥିବାରୁ ଏହି ଘଟଣା ଟି ସଂମ୍ପର୍ଣ୍ଣ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *