ବର୍ଷା ଅନୁଭବ ହେଲେ ଏକାଠି ଅନୁଭବ ଭୂଲ ମାଗିଲେ ଏବଂ କହିଲେ କିଛି ଏମିତି କଥା

ବନ୍ଧୁଗଣ ପୁଣି ଅଡୁଆ ରେ ଅଭିନେତା ଅନୁଭବ ବା ସଂସଦ ଅନୁଭବ ମହାନ୍ତି , ଏବଂ ପୁଣି ଥରେ ଫସି ଜାଇଛନ୍ତି ମାୟା ଜାଲ ରେ କୋର୍ଟ ଦେଇଛି ପୁଣି ନୋଟସ୍ ହାଜର ହେବାକୁ , ତେବେ ବର୍ଷା ପ୍ରିୟଦର୍ଶନୀ ଏବଂ ଅନୁଭବ ଙ୍କ ମଧ୍ୟ ରେ ଚାଲି ଥିବା ଗୋଣ୍ଡ ଗୋଳ ମଧ୍ୟ ରେ ଆଗ ବର୍ଷା ପ୍ରିୟଦର୍ଶନୀ କଟକ ର ଏଷ୍ଟିଜେମ୍ କୋର୍ଟ ରେ ନିଜର ଅଭିଯୋଗ ଦାଖଲ କରି ଥିବା ବେଳେ ସେ ନିଜର ଅଭିଯୋଗ ରେ ଅନୁଭବ ମହାନ୍ତି ତାଙ୍କୁ ବହୁତ ହଇରାଣ ହରକତ୍ କରୁଛନ୍ତି ବୋଲି । ଏବଂ ମେଣ୍ଟାଲି ପ୍ରେସର ସହିତ ତାଙ୍କୁ ଶାରୀରିକ ନିର୍ଜାତନା ମଧ୍ୟ ଦେଉ ଥିବାର ସେ ଅଭିଯୋଗ କରିଛନ୍ତି ।

ଜାହା ଫଳ ରେ କେସ୍ ଟି ବାହାର କୁ ଆସି ଥିଲା ଏବଂ ଏହା ପରେ କୋର୍ଟ ତାଙ୍କୁ 12 ତାରିଖ ଡେଟ୍ ମଧ୍ୟ ଦେଇ ଥିଲା ଯେଉଁ ତାରିଖ ରେ ଏହି କେସ୍ ର ସୁଣାଣୀ ହେବ ବୋଲି କହି ଥିଲା , ଏହି ନେଇ ଆଜି କଟକ କୋର୍ଟ ଅନୁଭବ ମହାନ୍ତି ଙ୍କୁ ନୋର୍ଟିସ୍ ପଠେଇ ଥିବା ବେଳେ ଖୁବ୍ ଶିଘ୍ର ଅନୁଭବ ମହାନ୍ତି କାଠ ଗଡା ରେ ହାଜର ହେବା ସହିତ ଏହି ଦିନ ରେ ଏହାର ସଂମ୍ପର୍ଣ୍ଣ ଫୈସଲ୍ଲା ହୋଇ ଯିବ ବୋଲି ଆଶା ରଖିଛନ୍ତି ବର୍ଷା ତେବେ ଏହି କେସ୍ ର ସଂମ୍ପର୍ଣ୍ଣ ଫଇସଲ୍ଲା 12 ତାରିଖ ରେ ହେବାକୁ ଥିବା ବେଳେ ଏହାର ଡେଟ୍ କୁ ବି ଘୁଞ୍ଚା ଜାଇ ପାରେ ତେବେ ଏହି ଉପରେ କିଛି ବି ପ୍ରଷ୍ଟ ହୋଇ ନ ଥିବା ବେଳେ

ଆଗାମୀ ସମୟ ରେ ଏହି ବିଷୟ ରେ ଆକୋଲ ପାତ ହେଲେ ଆମେ ଆପଣ ମାନଙ୍କୁ ନିଶ୍ଚିତ ଭାବେ ସୂଚନା ଦେବୁ,ଆଜି ସେହି ଉପରେ ନୋଟିସ୍ ଆସି ଅନୁଭବ ମହାନ୍ତି ଙ୍କ ପାଖରେ ପହଁଚିଛି , ସେହି ପରି ବର୍ଷା ପ୍ରିୟଦର୍ଶନୀ ଦେଇ ଥିବା ଅଭିଯୋଗ ଅନୁସାରେ ଅନୁଭବ ମହାନ୍ତି ଜଣେ ପେଷା ଦାର୍ ମଦ୍ୟପ ହୋଇ ଥିବା ବେଳେ ସେ ସବୁ ସମୟ ରେ ତାଙ୍କୁ ନିର୍ଜାତନା ଦେଇ ଆସୁ ଥିଲେ

ଏହି ପରି ଭାବେ ଅନୁଭବ ମହାନ୍ତି ଅନ୍ୟ ନାରୀ ଙ୍କ ସହିତ ସଂମ୍ପର୍କ ରଖୁଛନ୍ତି ବୋଲି ଏଠାରେ ସଂମ୍ପର୍ଣ୍ଣ ଭାବେ ଦର୍ଶାଇ ଛନ୍ତି , ତେବେ ଅନ୍ୟ ପଟରେ ବର୍ଷା ଙ୍କ ସହିତ ଏମିତି କିଛି ବ୍ୟବହାର ପାଇଁ ଅନୁଭବ ମହାନ୍ତି ବର୍ଷା ଙ୍କୁ କ୍ଷେମା ମାଗି ଥିବା ନେଇ ସୋସିଆଲ ମିଡ଼ିଆ ରେ ବର୍ତମାନ ସମୟରେ ଚର୍ଚ୍ଚା ଯୋର ଧରି ଥିବା ବେଳେ ଆମେ ଆପଣ ମାନଙ୍କୁ ଏଠାରେ

ଏହି ବିଷୟ ବସ୍ତୁ ଉପରେ ସୂଚନା ଦେବୁ କି ଏମିତି କିଛି ହୋଇ ନାହିଁ ଜାହା ଆପଣ ମାନେ ସୋସିଆଲ ମିଡିଆ ରେ ଦେଖୁଛନ୍ତି ତାହା ସଂମ୍ପର୍ଣ୍ଣ ଭାବେ ଏକ ଗୁଜବ ଅଟେ , ଏବେ ଏମାନଙ୍କ ମଧ୍ୟ ରେ ସେମିତି କିଛି ବି ସମାଧାନ ହୋଇ ନାହିଁ ବରଂ ଯିଏ ଜାହାର ଅଡ଼ ନେଇ ଲାଗି ରହିଛନ୍ତି ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *