ପାଟି ଦୃଗନ୍ଧ କରୁଥିଲେ କଣ କରିବେ? ଜାଣି ରଖନ୍ତୁ ଏହି ଖାସ୍ ଉପାୟ ବିଷୟ ରେ ।

ବନ୍ଧୁଗଣ ଆଜିର ସମୟ ରେ ସମସ୍ତ ଙ୍କୁ କିଛି ନା କିଛି ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗି ରହେ ଜାହା ଫଳ ରେ ସମସ୍ତ ଙ୍କୁ କଷ୍ଟ ହୋଇ ଥାଏ ସେମିତି ରେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ଘୋରଇ ଉପଚାର ବିଷୟ ରେ କହିବୁ ଜାହାକୁ ଆପଣ ମାନେ କରିବା ଦ୍ୱାରା ଆପଣ ମାନଙ୍କ ସମସ୍ତ ଶାରୀରିକ ସମସ୍ୟା ଦୂର ହେବ ଏବଂ ଆପଣ ମାନଙ୍କୁ ଅଧିକ ଖର୍ଚ୍ଚ ମଧ୍ୟ କରିବା ପାଇଁ ପଡ଼ିବ ନାହିଁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣି ନେବା ଏହି ବିଷୟ ରେ ,

Bad breath

ତେବେ ପ୍ରଥମେ ବନ୍ଧୁଗଣ ଏମିତି ବହୁତ ଲୋକ ମାନେ ରହିଛନ୍ତି ଯେଉଁ ମାନଙ୍କ ପାଟି ରୁ ଦୁର୍ଗନ୍ଧ ବାହାରି ଥାଏ ଏହି ଭଳି ଲୋକ ମାନଙ୍କ ସହିତ କେହି ବି କଥା ହେବାକୁ ପସନ୍ଦ କରନ୍ତି ନାହିଁ , ଏମିତି ଆପଣ ମାନଙ୍କ ସହିତ ହେଉ ଥିଲେ ଆପଣଙ୍କୁ ବିଷେଶ କରିବାର ରହିଛି ଆପଣ ମାନଙ୍କୁ ସକାଳେ ଏବଂ ସଂନ୍ଧ୍ୟା ରେ ଦିନ କୁ ଦୁଇ ଥର ଗୋଲାପ ଜଳ ଲେମ୍ବୁ ମିଶେଇ କରି କୁଳୁ କୁଳୁ କରିବାର ରହିଛି । ଏହା ଆପଣ ମାନେ ସଂମ୍ପର୍ଣ୍ଣ 15 ଦିନ ପର୍ଯ୍ୟନ୍ତ କରିବା ଦ୍ୱାରା ଆପଣ ମାନଙ୍କ ପାଟିରୁ ଦୂର୍ଗନ୍ଧ ଦୂର ହୋଇ ଥାଏ ।

ସେହି ପରି ବନ୍ଧୁଗଣ ଆଜିର ସମୟ କେ ପ୍ରାୟତଃ ଲୋକ ମାନଙ୍କୁ ଗ୍ୟାସଷ୍ଟିକ୍ ଭଳି ସମସ୍ୟା ରହିଛି କାରଣ ଆମେ ମାନେ ତେଲ ଏବଂ ମସଲା ଜାତୀୟ ଭିନ୍ନ ଭିନ୍ନ ଖାଦ୍ୟ ର ସେବନ କରନ୍ତି ଏମିତି କରିଲେ ଆମ ମାନଙ୍କୁ ଏମିତି କିଛି ସମସ୍ୟା ରେ ପଡିବା ପାଇଁ ପଡେ ହେଲେ ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ଜିନିଷ ବିଷୟ ରେ କହିବୁ ଜାହା ଆପଣ ମାନଙ୍କର ଏହି ସମସ୍ୟା କୁ ଦୂର କରିବ ।

Ginger

ଏହା ପାଇଁ ଆପଣ ମାନଙ୍କ ଘରେ ଅଦା ତ ନିଶ୍ଚିତ ଭାବେ ରହି ଥିବ ଏବଂ କଳା ଲୁଣ ବିଷୟରେ ବି ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ତେବେ ଆପଣ ମାନେ ସକାଳେ ଏବଂ ସଂନ୍ଧ୍ୟା ରେ ଅଳ୍ପ ଟିକେ ଅଦା କାଟି ଏହି କଳା ଲୁଣ ରୁ ଟିକେ ନେଇ ଏହାକୁ ଚୋବେଇ ସେବନ କରନ୍ତୁ ଏବଂ ପରେ ଆପଣ ମାନେ କିଛି ସମୟ ପରେ ହିଁ ଖାଦ୍ୟ ସେବନ କରନ୍ତୁ ଦେଖିବେ ଆପଣ ମାନଙ୍କର ଏହି ଗ୍ୟାସ ଭଳି ସମସ୍ୟା ନିଶ୍ଚିତ ଭାବେ ଦୂର ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Love To Share

Leave a Reply

Your email address will not be published. Required fields are marked *