କେଉଁ ନାରୀ କୁ ବିବାହ କଲେ ପୁରୁଷ ହୋଇଥାଏ କୋଟିପତି ଓ ଆନନ୍ଦିତ ନାରୀ କେତେ ପ୍ରକାରର

fghbfghgyjhgk

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଜ୍ୟେତିଷ ଶାସ୍ତ୍ର ରେ ନାରୀ ମାନଙ୍କ ଉପରେ ବହୁତ ପ୍ରକାର ର ବିବରଣୀ ଲେଖା ଅଛି ନାରୀ କେତେ ପ୍ରକାର ର ସେମୀନ ଙ୍କ ର କଣ କଣ ଲକ୍ଷଣ ରହି ଥାଏ ସେମାନଙ୍କ ର ସ୍ୱଭାବ କିପରି ହୋଇଥାଏ ଏହି ପରି ଅନେକ ପ୍ରକାର ର କଥା ବର୍ଣ୍ଣିତ ଅଛି ତେବେ ଆସନ୍ତୁ ଜାଣିବା ସେଥି ଲାଗି ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ଜ୍ୟେତିଷ ଶାସ୍ତ୍ର ମତ ରେ ନାରୀ ଓ ପୁରୁଷ ମାନଙ୍କୁ 4 ଭାଗ ରେ ବିଭକ୍ତ କରା ଯାଇଛି କେଉଁ ନାରୀ କେଇଁ ପୁରୁଷ କୁ ବିବାହ କଲେ ବୈବାହିକ ଜୀବନ ଧନ ସୁଖ ଏବଂ ଶାନ୍ତି ରେ କଟି ଥାଏ ସେହି ବିଷୟ ରେ ଆଜି ଆମେ ଆପଣ ମାନଙ୍କୁ କହିବୁ ବନ୍ଧୁଗଣ ନାରୀ ମାନେfbgfhbfgnjgh

4 ପ୍ରକାର ର ହୋଇଥାନ୍ତି ପଦ୍ମିନୀ , ଚିତ୍ରେଣୀ , ସଙ୍ଖିଣୀ ଏବଂ ହସ୍ତନୀ ସେହି ପରି ପୁରୁଷ ମାନେ ମଧ୍ୟ 4 ପ୍ରକାର ର ହୋଇଥାନ୍ତି ଶଶକ , ମୃଗ , ବୃଷ ଏବଂ ଅଶ୍ୱ ଜାତିର ହେଇଥାନ୍ତି ପ୍ରଥମେ ଜାଣିବା ପଦ୍ମିନୀ ନାରୀ ବିଷୟ ରେ ବନ୍ଧୁଗଣ ପଦ୍ମିନୀ ନାରୀ କୁ ଶାସ୍ତ୍ର ରେ ସର୍ବଦା ମାନ୍ୟତମ ଦିଆ ଯାଇଛି ଏବଂ ଏହି ପଦ୍ମିନୀ ନାରୀ ସଂସାର ରେ ବହୁତ କମ ମଧ୍ୟ ଅଛନ୍ତି ଜ୍ୟେତିଷ ଶାସ୍ତ୍ର ବା ସାମୁଦ୍ରିକ ଶାସ୍ତ୍ର ମତ ରେ ଏହି ନାରୀ ସୁଖିନୀ ଧର୍ମ ଏବଂ ପୁଜା ପାଠ ରେ ବିଶ୍ୱାସhjjhgkhkgfhf

ଏବଂ ଭକ୍ତି କରିଥାନ୍ତି ଗୁରୁ ବ୍ରାହ୍ମଣ ମାନଙ୍କୁ ସେବା ମଧ୍ୟ କରିଥାନ୍ତି ମାତା ପିତା ଙ୍କର ମଧ୍ୟ ସେବା କରିଥାନ୍ତି ବାପା ଘର ଏବଂ ଶାଶୁ ଘର ର ହିତ କାରିଣୀ ହୋଇଥାନ୍ତି ଏବଂ ଅତି ସୁନ୍ଦର ମଧ୍ୟ ହୋଇଥାନ୍ତି ଏହି ପଦ୍ମିନୀ ନାରୀ ଙ୍କ ଶରୀର ରୁ ପଦ୍ମ ଫୁଲ ର ମହକ ବାହାରି ଥାଏ ଏମାନ ଙ୍କ ର କେଶ ଅତ୍ୟନ୍ତ ଲମ୍ବା ଘନ ଏବଂ କଳା ହୋଇଥାଏ ଏମାନ ଙ୍କର କଥା ଶୈଳି ନମ୍ର ଏବଂ ମଧୁର ହୋଇଥାଏ ପ୍ରଥମ ନଜର ରେ ଏହି ମାନେ ସମସ୍ତ ଙ୍କ ର ମନ କିଣି ନେଇ ଥାନ୍ତି ଏମାନ ଙ୍କ ର ଆଖି ସାମାନ୍ୟ ବଡ ହୋଇଥାଏhhjkhfghfgh

ଏବଂ ମୁଖ ର ଗଢନ ଅତି ଗୋଲ ଏବଂ ଛୋଟ ହୋଇଥାଏ ଏମାନ ଙ୍କ ର ନାକ କାନ ଦାନ୍ତ ଓଠ ଏହଂ ଆଙ୍ଗୁଳି ଛୋଟ ହୋଇଥାଏ ଏବଂ ବେକ ଟି ସାମାନ୍ୟ ଶଙ୍ଖ ଆକୃତି ର ହୋଇଥାଏ ଏମାନେ ପତି ପରାୟଣ ହୋଇଥାନ୍ତି ଏମାନ ଙ୍କ ର ମିଖ ରେ ସଦା ସର୍ବଦା ପ୍ରସନ୍ନତା ଦେଖା ଯାଇଥାଏ ଏମାନେ ଅଳ୍ପ ନିଦ୍ରା ଯାଇଥାନ୍ତି ଏମାନ ଙ୍କ ର ଶରୀର ପତଳା ହୋଇଥାଏ ଆଉ ଏମାନେ ମୃଗ ନୟନା ହୋଇଥାନ୍ତି ଏମାନେ ସର୍ବଦା ନତମସ୍ତକ ହୋଇଥାନ୍ତି ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *