ସେକ୍ସ ପାଇଁ ଝିଅମାନେ କେଉଁ ପୁଅଙ୍କୁ ପସନ୍ଦ କରନ୍ତି ଏବଂ କେଉଁ ସ୍ୱର୍ଥ ଥାଏ

jklilwadeg

ନିଜର କିଛି ପାଇଦା ପାଇଁ ଝିଅ ମାନେ ଏହି ପରି ପୁଅ ମାନଙ୍କ ସହିତ ଶାରୀରିକ ସଂମନ୍ଧ ବନେଇବା ପାଇଁ ପ୍ରଥମେ ହିଁ ରାଜି ହୋଇ ଜାଇ ଥାନ୍ତି ଏମିତି ରେ ବହୁତ ଝିଅ ମାନେ ରହିଛନ୍ତି ଯେଉଁ ମାନେ ସବୁ ବେଳେ ନିଜର ପାର୍ଟନର ଭାବେ ନିଜ ଠାରୁ ଅଧି୍କ ବୟସ ର ପୁଅ ମାନଙ୍କୁ ବାଛନ୍ତି  ଏକ ସର୍ଭେ ଅନୁସାରେ ଜଣା ପଡିଛି କି ଝିଅ ମାନଙ୍କୁ ସବୁ ବେଳେ ନିଜ ଠାରୁ ଅଧିକ ବୟସ ର ପୁଅ ମାନଙ୍କୁ ବହୁତ ପସନ୍ଦ ଲାଗି ଥାଏ ତେବେ ଏହା ପାଇଁ କିଛି କାରଣ ରହିଛି ସେହି ବିଷୟରେ ଜାଣି ନେବା  ପ୍ରଥମେ ମେଚିୟର ହେବା ,ବୟସ ବଢିବା ସହିତ ଲୋକ ମାନେ ସମଝଦାର୍ ଏବଂ ମେଚିୟର ହୋଇ ଜାଇ ଥାନ୍ତି ।ffdhghksde

ସେମିତି ରେ ମହିଳା ମାନଙ୍କୁ ଏମିତି ପାର୍ଟନର ପସନ୍ଦ ଆସିବାର ମାନେ ହେଲା ସେମାନେ ମେଚିୟର ପାର୍ଟନର ଙ୍କ ପାଖରେ ଅଧିକ ସେଫ୍ ରହି ଥାନ୍ତି, ଏହି ପୁଅ ମାନେ ଲାଇଫ୍ କୁ ବହୁତ ଭଲ ଭାବେ ସମ୍ଭାଳି ପାରନ୍ତି । ସେହି ପରି ଝିଅ ମାନଙ୍କୁ ଅଧିକ ବୟସ ର ପୁଅ ମାନଙ୍କୁ ପସନ୍ଦ କରିବା ପଛରେ ଆଉ ଗୋଟିଏ କାରଣ ରହିଛି ଜାହା ଝିଅ ମାନେ ଅଧିକ ପ୍ରବାହୀ ହୋଇ ଥାନ୍ତି ଯଦି ଝିଅ ମାନଙ୍କ ବୟସ ଠାରୁ ପୁଅ ର ବୟସ ଅଧିକ ତେବେ ପୁଅ ଠାରେ ଆତ୍ମବିଶ୍ୱାସ ଏବଂ ଅନୁଭବ ସେମାନଙ୍କ ପାଖରେ ଅଧିକ ଥାଏ ,fdgjhgjsaaf

ଏମାନେ ନିଜ ପାର୍ଟନର ବିଷୟରେ ବହୁତ ଭଲ ଭାବେ ଜାଣି ପାରନ୍ତି ଏବଂ ବୟସ ରେ ବଡ ହୋଇ ଥିବାରୁ ସେମାନେ ନିଜ ପାର୍ଟନର ଙ୍କ ବିଷୟ ରେ ଭଲ ଭାବେ ଜାଣି ପାରନ୍ତି ସେହି ପରି ତିନି ରେ ରିଲେସନ ସିପ୍ କୁ ନେଇ ସିରିଏସ୍ ହେବା ଅଧିକାଂଶ ପୁଅ ମାନେ କେବଳ କଲେଜ୍ ପଢୁଆ ପୁଅ ଙ୍କ ପରି ଡେଟିଂ କରନ୍ତି ନାହିଁ ବରଂ ସେମାନେ ନିଜର ଫିୟୁଚର ପ୍ରତି ଧ୍ୟନ ଦିଅନ୍ତି , ଏହି ଦାୟୁତ୍ୱ ତାଙ୍କର କଥା ବାର୍ତ୍ତା ରେ ବି ଦେଖିବା ପାଇଁ ମିଳେ  ଜାହା ଝିଅ ମାନଙ୍କୁ ସବୁ ଠାରୁ ଅଧିକ ଇମ୍ପରେସ୍ କରି ଥାଏ । ଏମାନଙ୍କ ମଧ୍ୟ ରେ ସଂମ୍ପର୍କ ବନେଇବା ଏବଂ ସମ୍ଭାଳିବାର ଖୁବୀ ରହି ଥାଏ ,ffhukjsde

ସେହି ପରି ସମସ୍ୟା ର ସମାଧାନ ବାହାର କରିବା ସାଧାରଣ ଭାବେ ଝିଅ ଠାରୁ ବଡ ବା ଅଧିକ ବୟସ ର ପୁଅ ହୋଇ ଥିଲେ ସେମାନେ ମହିଳା ମାନଙ୍କର ଦିନ ସାରା ର ସମସ୍ୟା କୁ ବହୁତ ଭଲ ଭାବେ ସୁଣି ଥାନ୍ତି ଏବଂ ସେମାନେ ତାହାକୁ କେମିତି ସଲ୍ଭ କରା ଜାଇ ପାରିବ ସେହି ବିଷୟ ରେ ଭାବନ୍ତି ସେହିଥି ପାଇଁ ମହିଳା ମାନଙ୍କୁ ସପୋର୍ଟ ମିଳିବା ସହିତ ସେମାନେ ଅଧିକ ରିଲାକ୍ସ ଫିଲ୍ କରନ୍ତି । ତେବେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରି ଥିବେ କଣ ପାଇଁ ସବୁ ବେଳେ ଗୋଟିଏ ଝିଅ ନିଜ ଠାରୁ ଅଧିକ ବୟସ ର ପୁଅ କୁ ପସନ୍ଦ କରେ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *