ଏମିତି କଣ ଅଟେ ଜାହା ସ୍ୱାମୀ ତାର ସ୍ତ୍ରୀ କୁ ଦେଇ ଥାଏ କିନ୍ତୁ ସ୍ତ୍ରୀ ତାର ସ୍ୱାମୀ କୁ ଦେଇ ନ ଥାଏ

htkiyuou

ଆପଣ ମାନେ ନିଶ୍ଚିତ ଭାବେ ଏହି କଥା କୁ ଜାଣି ଥିବେ ଆଜିର ସମୟ ରେ ଗୋଟିଏ ଚାକିରୀ ପାଇବା ପାଇଁ ହେଲେ କେତେ ପଢିବା ପାଇଁ ପଡି ଥାଏ । ସେମିତି ରେ ଆଜିର ଯୁବ ପୀଢୀ ମାନେ ସବୁ କ୍ଷେତ୍ର ରେ ତ ବହୁତ ସଫଳ କରି ଥାନ୍ତି । ହେଲେ ସେମାନେ ସାଧାରଣ ଜ୍ଞ୍ୟାନ ରେ ବହୁତ ସମୟ ରେ ଫେଲ୍ ହେଉ ଥିବାର ଦେଖିବା ପାଇଁ ମିଳେ ତେବେ ସେହି ପରି ବେଳେ ଆପଣ ମାନେ ଯଦି ଏହି ସାଧାରଣ ଜ୍ଞ୍ୟାନ କୁ ରଖନ୍ତି ତେବେ କୈଣସି ବି ଲୋକ ଙ୍କୁ ଆପଣ ମାନେ ବୋକା ବନେଇ ଦେଇ ପାରିବେ । ଏବଂ କୈଣସି ବି ଇଣ୍ଟରଭିୟୁ ହେଉ ଆପଣ ମାନେ ଏହି ସବୁ ପ୍ରଶନ୍ନ ର ଉତ୍ତର ଦେଇ ପାରିବେ ।fdfhgk

ତଥା ନିଜର ଜିବନ ରେ ନିଜ ସମ୍ବୋଦ୍ଧିୟ ଉତ୍ତର ଆପଣ ମାନେ ପାଇ ପାରିବେ । ତେବେ ଆସନ୍ତୁ ସେମିତି କିଛି ପ୍ରଶ୍ନ ଏବଂ ଉତ୍ତର ବିଷୟ ରେ ଜାଣି ନେବା । 1: ସେ କିଏ ଯିଏ ଲୋକ ମାନଙ୍କ ସାମ୍ନା ରେ କ୍ଷେମା ମାଗେ ହେଲେ ପରେ ସେ ମାରି ଦେଇ ଥାଏ ? ଏହାର ଉତ୍ତର ହେଲା ଜଲ୍ଲାଦ୍ ଯିଏ ଖୁନୀ କୁ ଫାସୀ ଦେଇ ଥାଏ ସେ ପ୍ରଥମେ ତାହାକୁ କ୍ଷେମା ମାଗି ଥାଏ ଏବଂ ପରେ ଫାସୀ ଦଣ୍ଡ ରେ ଦଣ୍ଡିତ କରେଇ ଥାଏ ।2: ସେ କିଏ ଅଟେ ଯିଏ ଏଉଠୁ କଥା ନେଇକି ସେଠୀ ପହଁଞ୍ଚାଏafdshguk

କିନ୍ତୁ ତାକୁ କେହି ବି ଖରାପ କୁହନ୍ତି ନାହିଁ ? ଏହାର ଉତ୍ତର ହେଲା ମୋବାଇଲ ଫୋନ । 3: ଏମିତି କେଉଁ ବର୍ଷ ଅଟେ ଏବଂ କେଉଁ ମସିହା ଅଟେ ଜାହାକୁ ଓଲଟା ଲେଖ ବା ସିଧା ଲେଖ କିଛି ବି ଫରକ୍ ପଡେ ନାହିଁ ? ଏହାର ସଠିକ୍ ଉତ୍ତର ହେଲା 1961 ଜାହାକୁ ଆପଣ ମାନେ ଓଲଟା କରି ଦେଖି ପାରିବେ । 4: ଏମିତି କଣ ଅଟେ ଜାହା ସ୍ୱାମୀ ତାର ସ୍ତ୍ରୀ କୁ ଦେଇ ଥାଏ କିନ୍ତୁ ସ୍ତ୍ରୀ ତାର ସ୍ୱାମୀ କୁ ଦେଇ ନ ଥାଏ ?sadegfyk

ଏହାର ସଠିକ୍ ଉତ୍ତର ହେଲା ଉପନାମ ଜାହା ସ୍ୱାମୀ ତାର ସ୍ତ୍ରୀ କୁ ଦେଇ ଥାଏ ହେଲେ ସ୍ତ୍ରୀ ନୁହେଁ  , ତେବେ ବନ୍ଧୁଗଣ ଆମର ଏହି ମଜାଳିଆ ପ୍ରଶ୍ନ ଉତ୍ତର ଆପଣ ମାନଙ୍କୁ ନିଶ୍ଚିତ ଭାବେ ପସନ୍ଦ ଆସି ଥିବ ତେବେ ନିଶ୍ଚିୟ ଭାବେ ସେୟାର କରିବା ପାଇଁ ଭୁଲିବେ ନାହିଁ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *