ଝିଅ ମାନଙ୍କର କେଉଁ ଜିନିଷ ଗାଧୋଇବା ସମୟ ରେ ଛୋଟ ହୋଇ ଯାଏ

HFJDTTRH

ଆପଣ ମାନେ ନିଶ୍ଚିତ ଭାବେ ଏହି କଥା କୁ ଜାଣି ଥିବେ କି ଆଜିର ଦିନ ରେ ଇଣ୍ଟରଭିୟୁ ମାନଙ୍କ ରେ କେତେ ପରିମାଣ ରେ ଷ୍ଟ୍ରୀଟ୍ ହେଉଛି । ତେବେ ସେମିତି କ୍ଷେତ୍ର ରେ ପିଲା ମାନଙ୍କୁ ଆହୁରୀ ବି ପାଗଳ କରି ଦେଉଛି । ଆଜିର ସମୟ ର ଅଡୁଆ ପ୍ରଶ୍ନ ତେବେ ସେମାନେ ବହୁତ ସମୟ ରେ ଇଣ୍ଟର୍ଭିୟୁ ରେ ସଠିକ୍ ଉତ୍ତର ଦେଇ ପାରୁ ନ ଥିବା କାରଣ ରୁ ସେମାନେ ବହୁତ ଅସୁବଧା ର ସମ୍ମଖୀନ ହୋଇ ଥାନ୍ତି । ସେହି ପରି ବେଳେ ଆମେ ଆଜି ଆପଣ ମାନଙ୍କ ପାଇଁ କିଛି ନଲେଜବୁଲ ସେମିତି ହିଁ ପ୍ରଶ୍ନ ବିଷୟ ରେ କହିବା ପାଇଁ ଆସିଛୁ ଜାହାକୁ ଆପଣ ମାନେ ଜାଣିବା ଦ୍ୱାରା ଆପଣ ମାନଙ୍କ ଜ୍ଞ୍ୟାନ ବଢିବା ସହିତ ଆପଣ ମାନେ ନିଶ୍ଚିତ ଭାବେ ଇଣ୍ଟର୍ଭିୟୁ ରେ ପାସ୍ ହୋଇ ପାରିବେ ।dvgfdgjhfgk

ତେବେ ଆସନ୍ତୁ ସେମିତି କିଛି ପ୍ରଶ୍ନ ଜାଣିବା ।1: ଏମିତି କେଉଁ ଜିନିଷ ରହିଛି ଜାହା ଆଲୋକ ରେ ଆପଣଙ୍କ ପିଛା ଛାଡେ ନାହିଁ ? ଏହାର ଉତ୍ତର ହେଲା ଛାଇ ।
2: ଏହିି ଜିନିଷ ର ନାମ କଣ ଜାହା କ୍ଷେତ ରେ ସବୁଜ ବଜାର ରେ କଳା ଏବଂ ଘରେ ଲାଲ୍ ହୋଇ ଥାଏ ? ଏହାର ଉତ୍ତର ହେଲା ଚାହା ପତି ।  3: ଆପଣ ମାନଙ୍କ ସମସ୍ୟା ଦୂର କରି ଥାଏ , ଅଲଗା ଅଲଗା ଭାଗ କରି ଥାଏ । ଦାନ୍ତ ଥାଏ ହେଲେ ସେ କାହାକୁ କାମୁଡେ ନାହିଁ ସେ କିଏ ? ଏହା ହେଉଛି ପାନିଆ ।dgfdhjdh

4: ଝିଅ ମାନଙ୍କର କେଉଁ ଜିନିଷ ଗାଧୋଇବା ସମୟ ରେ ଛୋଟ ହୋଇ ଯାଏ ?  ତେବେ ଏହାର ଉତ୍ତର ହେଲା ସାବୁନ୍ ଝିଅ ମାନଙ୍କର ଗାଧୋଇବା ସମୟ ରେ ଛୋଟ ହୋଇ ଯାଏ ।  5: ପୁଅ ମାନଙ୍କର ନାମ ଝିଅ ମାନଙ୍କର କାମ କିଏ କହି ପାରିବ ସେ କେଉଁ ପର୍ବ ର ନାମ ?  ଏହାର ଉତ୍ତର ହେଲା କୁଆଁର ପୂର୍ଣ୍ଣିମା , ସେମିତି ରେ ବନ୍ଧୁଗଣ ଆପଣ ମାନେ ଏଠାରେ ନିଶ୍ଚିତ ଭାବେ ବହୁତ ଭଲ ଭଲ ପ୍ରଶ୍ନ ଉତ୍ତର ନିଶ୍ଚିତ ଭାବେ ପାଇ ପାରି ଥିବେ ଏବଂ ଏହାର ମଜା ଆପଣ ମାନେsdsghrddh

ନିଶ୍ଚିତ ଭାବେ ଉଠେଇ ସାରି ଥିବେ ସେମିତି ବେଳେ ଆପଣ ମାନେ ଏହି ସବୁ ପ୍ରଶ୍ନ କୁ ଆପଣ ମାନଙ୍କ ସଂମ୍ପର୍କିୟ ଏବଂ ବନ୍ଧୁମାନଙ୍କୁ ପଚାରି ପାରିବେ ଜାହା ଫଳ ରେ ସେମାନେ ମଜା ଉଠେଇ ପାରିବେ , ଯଦି ଆପଣ ମାନେ ଏହି ପ୍ରଶ୍ନ ଉତ୍ତର ପାଇବା ପାଇଁ ଚାହାଁନ୍ତି ତେବେ ଆମକୁ ଫ୍ଲୋଲ କରନ୍ତୁ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *