ସ୍ଵପ୍ନରେ ସାପ ଦେଖିବାର ଅର୍ଥ କଣ ! ନିଶ୍ଚିତ ଭାବେ ଏହାକୁ ଜାଣି ରଖନ୍ତୁ !

snake in a dream

ବନ୍ଧୁଗଣ ଆମ ମାନଙ୍କୁ ଶୋଇବା ପାଇଁ ବହୁତ ପସନ୍ଦ ଆସି ଥାଏ ଏବଂ ଶୋଇବା ସମୟ ରେ ସ୍ୱପ୍ନ ଦେଖିବା ପାଇଁ ବି ପସନ୍ଦ ଆସେ ଯଦି ଆପଣ ମାନେ ସ୍ୱପ୍ନ ରେ ସାପ ଦେଖନ୍ତି ତେବେ ଏହି ଉପାୟ କୁ ନିଶ୍ଚିତ ଭାବେ କରନ୍ତୁ ।ବନ୍ଧୁଗଣ ସ୍ୱପ୍ନ ରେ ସାପ ଦେଖିବା ବହୁତ ଭୟଙ୍କର ହୋଇ ଥାଏ ଏବଂ ସ୍ୱପ୍ନ ର ଦୁନିଆଁ ବହୁତ ରହସ୍ୟ ମୟୀ ମଧ୍ୟ ହୋଇ ଥାଏ, ଯଦି ଆପଣ ମାନେ କେବେବି ସ୍ୱପ୍ନ ରେ ସାପ ଦେଖନ୍ତି ତେବେ ଜାଣି ନିଅନ୍ତୁ କି ଆପଣ ମାନେ ଭବିଷ୍ୟତ ରେ କୈଣସି ଅସୁବିଧା ରେ ପଡି ପାରନ୍ତି । ନହେଲେ ଆପଣ ମାନଙ୍କ ସହିତ କିଛି ଭୟଙ୍କର ଘଟଣା ହୋଇ ପାରେ ।

ଏହି ବିଷୟ ରେ ପୁରାଣ ରେ ବି ବର୍ଣ୍ଣୀତ ରହିଛି ଯେତେ ବେଳେ ସ୍ୱପ୍ନ କେହି ସାପ ଦେଖି ଥାଏ ତେବେ ତାଙ୍କୁ ସତର୍କ ରହିବା ଉଚିତ୍ । ଯଦି ଆପଣ ମାନେ ସ୍ୱପ୍ନ ରେ ସାପ ଦେଖୁଛନ୍ତି ତେବେ ଏହି ସଂଙ୍କଟ ରୁ ବଞ୍ଚିବା ପାଇଁ ଏହି ଉପାୟ ର ପ୍ରୋୟଗ କରନ୍ତୁ, ତେବେ ବନ୍ଧୁଗଣ ସେହି ବିଷୟ ରେ ଆସନ୍ତୁ ଜାଣିବା ।

dream

ପ୍ରଥମେ ରହିଛି ଯଦି ସ୍ୱପ୍ନ ଆପଣ ମାନେ ସାପ କାମୁଡିବାର ଦେଖୁଛନ୍ତି ଏହାର ଅର୍ଥ ଆପଣ କୈଣସି ରୋଗ ରେ ପଡି ପାରନ୍ତି, ନହେଲେ ଆପଣଙ୍କ ଶତୃ ଙ୍କ ସଂଖ୍ୟା ବଢି ପାରେ ଏହି ପରି ସମୟରେ ଆପଣ ମାନେ ସତର୍କ ରୁହନ୍ତୁ ଏବଂ ଆପଣ ମାନେ କୈଣସି ବି ଭୁଲ କାର୍ଯ୍ୟ କରନ୍ତୁ ନାହିଁ ।

ଦୁଇ ରେ ସ୍ୱପ୍ନ ରେ ବହୁତ ବଡ ସାପ ଦେଖିବା ଏମିତି ହେବା ଭଲ ସଂଙ୍କେତ ହୋଇ ନ ଥାଏ ଏବଂ ଜଲ୍ଦି ତାଙ୍କର କିଛି କ୍ଷେତି ମଧ୍ୟ ହୋଇପାରେ ସେଥିପାଇଁ ଆପଣ ମାନେ ସତର୍କ ରୁହନ୍ତୁ ।

ତିନି ରେ ଯଦି ଆପଣ ମାନେ ସ୍ୱପ୍ନ ରେ ସାପ କୁ ମାରୁ ଥିବାର ଦେଖନ୍ତି ତେବେ ଏହାର ଅର୍ଥ ଆପଣ ମାନଙ୍କ ସଂଙ୍କଟ ଦୂର ହେବାକୁ ଯାଉଛି, ଏହା ଆପଣ ମାନଙ୍କ ପାଇଁ ଭଲ ସଂଙ୍କେତ ହୋଇ ଥାଏ ।

snake

ସେହିପରି ଯଦି ଆପଣ ମାନେ ସ୍ୱପ୍ନ ରେ କଳା ରଙ୍ଗ ର ସାପ କୁ ଦେଖନ୍ତି ତେବେ ଆପଣ ମାନଙ୍କ କାର୍ଯ୍ୟ ରେ କେହି ବାଧା ସୃଷ୍ଟି କରିବା ପାଇଁ ଯାଉଛନ୍ତି, ଆପଣ ମାନଙ୍କ କାର୍ଯ୍ୟ ବିଫଳ ହୋଇ ପାରେ ।

ସେହି ପରି ଯଦି ଆପଣଙ୍କ ସ୍ୱପ୍ନ ରେ ନାଗ ଏବଂ ନାଗୁଣୀ ଦେଖା ଦିଏ ତେବେ ଆପଣ ମାନଙ୍କ ପାଇଁ ବହୁତ ଶୁଭ ହୋଇଥାଏ । ଏହାର ଅର୍ଥ ଆପଣ ମାନଙ୍କ ଜିବନ ରେ ସୁଖ ସମୃଦ୍ଧି ଆସିବା ପାଇଁ ଯାଉଛି ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *