ଲଜ୍ୟା ଜନକ ଭିଡ଼ିଓ-ବିବାହର ପ୍ରଥମ ରାତିରେ ଝିଅମାନେ କଣ ଚିନ୍ତା କରନ୍ତି?

yjyfkfiuloul;

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବିବାହ ର ପରେ ପ୍ରତ୍ୟେକ ଝି୍ଅ ଏମିତି ଭାବନ୍ତି । ଜାଣିଲେ ଆପଣ ଚକିତ ହୋଇଯିବେ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଆମର ପରମ୍ପରା ଅନୁଯାଇ ଝିଅ ର ବିବାହ ପରେ ସେ ତାର ନିଜର ବାପ ଘର ଛାଡି ତାର ଶାଶୁ ଘର କୁ ନିଜର କରିଥାଏ । ଯେଉଁ ଠାରେ ତା ପାଇଁ ସମସ୍ତେ ଅଜଣା ବା ଅପରିଚିତ ହୋଇଥାନ୍ତି , ତେଣୁ ସେଠାରୁ ତାକୁ ଚଳିବା ପାଇଁ ବହୁତ କଷ୍ଟ କର ହୋଇ ପଡିଥାଏ । ଗୋଟିଏ ଝିଅ ପାଇଁ ବିବାହ ଏକ ଗୁରୁତ୍ୱ ପୂର୍ଣ୍ଣ ହୋଇଥାଏ ,ସ୍ୱାମୀ ପାଇଁ ନିଜର ଘର ଛାଡି ଏକ ନୂତନ ଘର ସୃଷ୍ଟି କରନ୍ତି ।aghyjukhk

ବିବାହ ର ପ୍ରଥମ ରାତୀ ରେ ପ୍ରତ୍ୟେକ ଙ୍କ ପାଇଁ ଅନେକ ସ୍ୱତନ୍ତ୍ର ଏବଂ ଅନେକ ଜିନିଷ ଉଭୟ ଙ୍କ ମନରେ ଚାଲିଥାଏ । ଏହା ଜାଣିବା ପାଇଁ କୈତୁହଳ ହେବ ଯେ , ଝିଅ ର ମନ ରେ ଯାହା ଘଟେ , ଯିଏ ସବୁ କିଛି ତ୍ୟାଗ କରେ , କାହାର ନୂଆ ଘର କୁ ସବୁ ଦିନ ପାଇଁ ନିଜର କରି ନିଏ ତା ମନ ରେ କଣ ଚାଲିଥାଏ । ପ୍ରତ୍ୟେକ ଝିଅ ମାନଙ୍କ ମନରେ ଚାଲିଛି ଯେ ବାପ ଘର ଠାରୁ ଦୂର ରେ ଅଛନ୍ତି ତାଙ୍କୁ ବାପ ଘର କୁ ଯିବାକୁ ହେଲେ ତାଙ୍କୁ ଅତିଥି ଭାବେ ଯିବାକୁ ହେବ । କିନ୍ତୁ ବିବାହ ର ପର ଦିନ ସକାଳେ ଝିଅ ଜୀବନ ର ଏକ ବିଶେଷ ଦିନ ହୋଇଥାଏ । ଝିଅ ମାନେ ପ୍ରଥମ ଦିନ ତାଙ୍କର ଶାଶୁ ଘରେ ଇମ୍ପ୍ରେସନ ଜମାଇବାକୁ ଚାହାନ୍ତି ,fdhfjnhjl,j

ତେଣୁ ସେମାନେ ଚାହାନ୍ତି ନାହିଁ କି ତାଙ୍କର ଭୁଲ ବସତ ପାଇଁ କେହି ତାଙ୍କ ଉପରେ ରାଗନ୍ତୁ । ଝିଅ ମାନେ ଭାବନ୍ତି କି ତାଙ୍କର ସ୍ୱାମୀ ମାନେ ତାଙ୍କୁ ଅଧିକ ଭଲ ପାଇବା ଦିଅନ୍ତୁ , ତାଙ୍କ ସହ ବହୁତ କଥା ହୁଅନ୍ତୁ । ତାଙ୍କର ପସନ୍ଦ ନା ପସନ୍ଦ ତାଙ୍କୁ ପଚାରନ୍ତୁ । ତାଙ୍କ ନିଜ ବିଷୟ ରେ କିଛି କୁହନ୍ତୁ । ପ୍ରତ୍ୟେକ ଝିଅ ବିବାହ ରାତୀ ରେ ତାଙ୍କ ସ୍ୱାମୀ ଙ୍କୁ ଖୁସୀ କରାଇବା ପାଇଁ ଚାହେଁ , ତେଣୁ ସେ ମଧ୍ୟ ଟିକେ ନରଭସ ଥାନ୍ତି । ଝିଅ ମାନଙ୍କ ମଧ୍ୟ ରେ ପୋଷାକ ର ଟେନସନ ସାଧାରମ ଅଟେ ।sdgdhgfj

କିନ୍ତୁ ବିବାହ ର ପରଦିନ ସକାଳେ ପ୍ରତ୍ୟେକ ଝିଅ ପାଇଁ ସ୍ୱତନ୍ତ୍ର ହୋଇଯାଇଥାଏ । ତେଣୁ ତାଙ୍କର ଟେନସନ ଦୁଇ ଗୁଣ ହୋଇଯାଇଥାଏ । ପ୍ରତ୍ୟେକ ଝି୍ ଜାଣନ୍ତି ଯେ ପ୍ରତ୍ୟେକ ସ୍ୱାମୀ ଙ୍କ ପଥ ପେଟ ଦେଇ ଗତି କରେ । ସେଥିପାଇଁ ଝିଅ ମାନେ ଚାହାଁନ୍ତି କି ସେମାନେ ସମସ୍ତ ଙ୍କ ପାଇଁ ଭଲ ଖାଦ୍ୟ ରାନ୍ଧନ୍ତୁ ଏବଂ ସମସ୍ତ ଙ୍କ ହୃଦୟ ରେ ପ୍ରବେଶ କରନ୍ତୁ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *