ପ୍ରେମରେ କେଉଁ ୪ଟି ଭୁଲ ତୁମକୁ ସବୁବେଳେ କରିବା ଦରକାର?

hggdfhgfjh

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ଙ୍କୁ ନିଜର ପ୍ରେମ ରେ ଏହି 4 ଟି ଭୁଲ ସବୁବେଳେ କରିବ ଦରକାର ଆପମ ଭାବୁଥିବେ ପ୍ରେମ ରେ କାହିଁକି ଭୁଲ କରିବା ଦରକାର ପ୍ରେମ ରେ ଭୁଲ କରିବା କଣ ନିହାତି ଜରୁରୀ ହଁ ଆପଣ ଙ୍କୁ ଏହି 4 ଟି ଭୁଲ କରିବା ନିହାତି ଦରକାର କିନ୍ତୁ ବେଳ ବେଳେ ଆମ ଅଜାଣତ ରେ ଆମେ ଏପରି କିଛି ଭୁଲ କରି ଦିଏ ଯାହା ଆମର ଭଲ ଉଦ୍ଦେଶ୍ୟରେ କାମ କରେ କିଛି ବି ହୋଇ ଯାଉ କିନ୍ତୁ ପ୍ରେମ ରେ ଆପଣ ହ୍କ ଜାଣିବା ରେ ଏହି 4 ଟି ଭୁଲସ କରିବା ଦରକାର ଯଦି ଏପରି ଭୁଲ କରିବେ ତ ଆପଣ ଙ୍କ ପ୍ରେମ ସଫଳ ହେବ ଆପଣ ଙ୍କ ଭଲ ପାଇବା ଅଧିକ ବଢି ଯିବ ସମ୍ପର୍କ ଆଉ ଟିକେ ମଜବୁତ ହେବ ଓ ଆପଣ ହ୍କ ସମ୍ପର୍କasfdfjhjlkfg

କେବେ ବି ରୋକି ବନି ତେବେ ଚାଲନ୍ତୁ ଜାଣିବା ସେ 4 ଟି ଭୁଲ କଣ ପ୍ରେମ ରେ ପ୍ରଥମ ଭୁଲ ଯାହା ଆପଣ ଙ୍କ କରିବା ଦରକାର ସେ ହେଲା ଆପଣ ହ୍କ ର ସମ୍ପର୍କ ଯଦି ଖରାପ ହୋଇଛି ଦୁଇ ଜଣକ ଭିତ ରେ ଯଦି ଝଗଡା ହେଉଛି ଆପମ ଙ୍କ ର ଭୁଲ ନ ଥିଲେ ବି ଆପମ ହ୍କୁ ଏହି ଗୋଟିେ ଭୁଲ କରିବାକୁ ପଡିବ ଆପମ ଙ୍କୁ ନିଜର ସାମ୍ନା ୱାଲା କୁ ସୋରୀ କହିବାକୁ ହେବ ଏପରୀ କରିଲେ କଣ ହେବ ନା ସାମ୍ନା ୱାଲା ର ଆପଣ ଙ୍କ ଉପରେ ଥିବା ରାଗ ରୁସ ଅଭିମାନ ଇଗୋ ସବୁ କିଛି ଶାନ୍ତ ହୋଇଯିବ ଆପଣ ହ୍କ ର ଭାଙ୍ଗି ଯାଇଥିବା ସମ୍ପର୍କ ଆଉ ଥରେ ଗଢି ଉଠିବାକୁ ପ୍ରସ୍ତୁତ ହେବ ସାମ୍ନା ୱାଲା ବି ତା ନିଜର ଭୁଲ ବୁଝି ପାରିବkjl;kffdhfgjh

ଆଉ ସେ ପରେ ଅନୁତାପ କରିବ କି ହଁ ମୋର ହିଁ ଭୁଲ ଥିଲା ତଥାପି ସେ ମୋତେ ତାର ପଟରୁ କ୍ଷମା ମାଗିଲା ତା ସହ ମୋତେ ଏପରି କରିବାର ନ ଥିଲା ଦୋଷ ମୁଁ କରିବି ଆଉ ଅଯଥା ରେ ସେ ଭୁଲ ମାଗିଲା ଏହା ଦ୍ୱାରା ତାକୁ ଖରାପ ଲାଗିବ ଆପଣ ଙ୍କ ପ୍ରତି ସେ କରିଥିବା ବିହେଭିଅର ପାଇଁ ତା ମନ ରେ ଦୁଃଖ ଆସିବ ଆପଣ ଙ୍କ ର ଏହି ଖାସ ଗୁଣ ପାଇଂ ସେ ଆପଣ ଙ୍କୁ ସବୁଠାରୁ ବେଶି ପସନ୍ଦ କରିବାରେ

ଲାଗିବ କାରଣ ଆପଣ କିଛି ନ କରିବି ନିଜ ପଟରୁ ସୋରୀ କହିବାର ଭୁଲ କଲେ ଏହା ହିଁ ସବୁଠାରୁ ବଡ କଥା ଏ କଥା ର ଯାଦୁ କିପରି ପ୍ରଭାବ ପକାଏ ବୁଝିବାକୁ ଚେଷ୍ଟା କରନ୍ତୁ ଆପମ ଯେତେବେଳେ ଝଗଡା କଲେ ଆପଣ ଦୁଇ ଜଣକ ର ଇଗୋ ଅଧିକ ଥିଲା ଭୁଲ ଯାହାର ହେଉ ନା କାହିଁକି କିନ୍ତୁ ଦୁଇ ଜଣକ ଭିତ ରେ ଝଗଡା ହେଲେ ଦୁଇ ଜଣକ ର ଇଗୋ ବହୁତ ବଢି ଯାଏsghfkhm,j,

ଜଣେ ଅନ୍ୟ ଜଣକୁ ମନାଇବା ପାଇଁ ଜଣେ ଅନ୍ୟ ଜଣ ର ଲାଇଫ କୁ ଆସିବା ପାଇଂ ତାଙ୍କର ସେହି ଇଗୋ ତାଙ୍କୁ ରାଜି ହେବାକୁ ଦିଏ ନାହିଁ ଦୁଇ ଜଣ ଭାବନ୍ତି ମୁଁ କେବେ ବି ତା ସାମ୍ନା ରେ ମୁଣ୍ଡ ନୁଆଇବି ନାହିଁ ଏହା ହିଁ ହେଉଛି ଇଗୋ ଆଉ ଏହି ଇଗୋ ପାଇଂ ବହୁତ ବର୍ଷ ଧରି ଗଢି ଉଠିଥିବା ସମ୍ପର୍କ ଭାଙ୍ଗି ଯାଇଥାଏ ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *