କ’ଣ ଦେଖି ଝିଅକୁ ବୋହୁ କଲେ ଘର ଉଜ୍ଜଳ ହୁଏ ଓ ନିଜର ଜୀବନ ସାର୍ଥକ ହୁଏ!

wetgtrhtyjuyu

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଘରକୁ ଗୋଟେ ବହୂ ଆଣିବା ଆଗରୁ ଏହି ସବୁ କଥା ପ୍ରତି ନିଶ୍ଚିତ ଧ୍ୟାନ ଦିଅନ୍ତୁ କାରଣ ଗୋଟେ ସେହି ଝିଅ ବିବାହ ପରେ ଆପଣ ଙ୍କ ର ଘରର ଯିଏ ମୁଖ୍ୟ ସଦସ୍ୟ ହୋଇଥାଏ ତା ସହ କିଛି ନୁତନ ସମ୍ପର୍କ ଯୋଡି ହୋଇଯାଏ କାହାର ସ୍ତ୍ରୀ ତ ଆଉ କାହାର ବୋହୂ ଏହି ଭଳି ଅନେକ ସମ୍ପର୍କ ଗଢି ଉଠେ ସେହି ନୂତନ ଝିଅ ସହ ସେଥି ପାଇଁ ଗୋଟିଏ ଝିଅ କୁ ଘରର ବୋହୂ କରିବା ଆଗରୁ ଏହି ସବୁ ଜିନିଷ କୁ ଭଲ ଭାବରେ ଧ୍ୟାନ ଦିଅନ୍ତୁ ତାର ଶିକ୍ଷା ଓ ବ୍ୟବହାର ଏବଂ ସେ ବଢିଥିବା ପରିବେଶ ଇତ୍ୟାଦି ପ୍ରଥମେ ହେଲା ଶିକ୍ଷା ପ୍ରଥମେasfsdfgfghghj

ଶିକ୍ଷା ଉପରେ ଗୁରୁତ୍ୱ ଦିଅନ୍ତୁ କାରଣ ନାରୀ ର ଶିକ୍ଷା ପିଲା ମାନଙ୍କ ର ଶିକ୍ଷିତ କରିବା ରେ ସାହାର୍ଯ୍ୟ କରିଥାଏ ଦ୍ୱିତୀୟ ରେ ପରିବେଶ ଏବଂ ସଂସ୍କାର ଯେଇଁ ଘର କୁ ବୋହୂ କରି ଆଣିବେ ସେହି ଘର ର ସଂସ୍କାର ଭଲ ଭାବରେ ପରୀକ୍ଷା କରି ଆଣନ୍ତୁ ସେ ଗରୀବ ଘର ର ଝିଅ ହେଉ ଅବା ଧନୀ ଘଗର ର ଝିଅ ହେଉ ଯଦି ସେହି ଘରର ସଂସ୍କାର ଠିକ ହୋଇଥାଏ ତେବେ ସେହି ଝିଅ ଟି ତାର ଶାଶୁ ଘରକୁ ବୋହୂ ହୋଇ ଆସିବା ପରେ ସେ ବହୁତ ଭଲ ହୋଇଥାଏdsgvdhgjg

ଆଉ ଯାହାର ଘରର ସଂସ୍କାର ଓ ପରିବେଶ ଠିକ ହୋଇ ନଥାଏ ସେହି ଘରୁ ଝିଅ ଆଣିବା ଠିକ ହୋଉ ନଥାଏ ତୃତୀୟ ରେ ହେଲା ଧନ ସମ୍ପତ୍ତି ଅଧିକ ଧନ ସମ୍ପତ୍ତି ଲୋଭ ରେ ଆପଣ କୈଣସି ଝିଅ କୁ ଘରରକୁ ବୋହୂ କରି ଆଣିବେ ତେବେ ଆାପଣ ନିିଶ୍ଚିତ କ୍ଷତି ରେ ପଡିବା ର ସମ୍ବାବନା ରହିଛିିିିିିି ଚତୁର୍ଥ ରେ ଚାଲି ଚଳନ ଓ ବ୍ୟବହାର ଝିଅର ଚାଲି ଚଳନ ଓ ବ୍ୟବାହର ଉପରେ ଅଧିକ ଗୁରୁତ୍ୱ ଦିଅନ୍ତୁ ପଞ୍ଚମ ରେ ହେଲା ଝିଅ ର ଅଭିଯୋଗ ଆବଶ୍ୟକ ସ୍ଥଳେ ଯଦି ଝିଅ ର କୈଣସି ଅଭିଯୋଗ ଅଛି ଏଥି ପାଇଁ ତେବେ ଆପଣ ଝିଅ ସହିତ ଖୋଲା ଖୋଲି ଭାବେ କଥା ହିଅନ୍ତୁ ।aefgdrfhrthju6jt

ଝିଅ ଟି ବଡ ହୋଇଗଲେ ସେ ତାର ସ୍ୱାଧୀନତା ରେ ରହିବାକୁ ଭଲ ପାଇଥାଏ , ତେଣୁ ଆପଣ ଝିଅ ସହ ଖୋଲା ଖୋଲି ଭାବେ କଥା ହୋଇଗଲେ କିଛି ଏସୁବିଧା ନାହିଁ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଲେ ତ ଏହି ସବୁୁ ଗୁଣ ଦେଖି ଘର ର ବୋହୂ କରିଲେ ଘର ଉଜ୍ଜଳ ହୋଇଥାଏ ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *