ମା’ ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ନବରାତ୍ରୀରେ ଧାରଣ କରନ୍ତୁ ଏହି ନଅଟି ରଙ୍ଗର ବସ୍ତ୍ର ?

thdfdfb

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମା’ ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ନବରାତ୍ରୀରେ ଧାରଣ କରନ୍ତୁ ଏହି ନଅଟି ରଙ୍ଗର ବସ୍ତ୍ର ନଅ ଦିନ ଯାକ ମା’ ଦୁର୍ଗାଙ୍କ ର ନଅ ଶହ ରୂପ ପୂଜା ଅର୍ଚ୍ଚନା କରାଯିବ ଏହି ଅବସର ରେ ମା’ ଦୁର୍ଗାଙ୍କୁ ପ୍ରସନ କରିବା ପାଇଁ ଲାଗି ପଡିବେ ଭକ୍ତ ଆପଣ ବି ମା’ ଦୁର୍ଗାଙ୍କ ର କୃପା ପ୍ରାପ୍ତି କରିବାକୁ ଚାହୁଁଥିଲେ ଏହି ଉପାୟ ଆପଣାନ୍ତୁ କାରଣ ପୁରାଣ ଶାସ୍ତ୍ର ରେ ମା’ ଦୁର୍ଗାଙ୍କ ର ପ୍ରିୟ ରଙ୍ଗ ମାନଙ୍କ ବିଷୟ ରେ ବର୍ଣ୍ଣିତ ରହିଛି ନବ ରାତ୍ରୀ ରେ ମା’ ଦୁର୍ଗାଙ୍କ ର ନଅ ଶହ ରୂପ ଭିନ୍ନ ଭିନ୍ନ ରଙ୍ଗ ସେହି ଅନୁଯାଇ ଆପଣ ଯଦି ମା’ ଦୁର୍ଗାଙ୍କ ର ଅନୁସାରେ ଆପଣ ଯଦି ଏହି ବସ୍ତ୍ର ପରିଧାନ କରିବେ ତେବେ ମା’ ଦୁର୍ଗାଙ୍କର ବିଶେଷ କୃପା ଲାଭ ହୋଇଥାଏ ବୋଲି କୁହାଯାଏ ତେବେ ଆସନ୍ତୁ ଜାଣିବା ମା’ ଦୁର୍ଗାଙ୍କ ର ପ୍ରିୟ ରଙ୍ଗ ନବ ରାତ୍ରୀ ପ୍ରଥମ ଦିନ ରେ ଶୈଳି ପୁତ୍ରୀ ଆରଧନା କରାଯିବkfjdfgrtyrtt

ଏହି ଦେବୀ ଙ୍କ ର ପ୍ରିୟ ରଙ୍ଗ ହେଉଛି ଲାଲ ଯଦି ଆପଣ ଏହି ଦିନ ଲାଲ ରଙ୍ଗ ର ବସ୍ତ୍ର ପରିଧାନ କରିବେ ଆଉ ମା’ ଦୁର୍ଗାଙ୍କ ର ପୂଜା ଅର୍ଚ୍ଚନା କରିବେ ତେବେ ଆପଣ ଙ୍କ ର ବିଶେଷ କୃପା ଲାଭ ହେବ ଦ୍ୱିତୀୟ ଦିନ ମା ବ୍ରହ୍ମଚାରୀ ଙ୍କୁ ପୂଜାଅର୍ଚ୍ଚନା କରିବେ ଏହି ଦେବୀ ଙ୍କ ର ପ୍ରିୟ ରଙ୍ଗ ହେଉଛି ହଳଦିଆ ସେଥି ପାଇଁ ଏହି ଦିନ ହଳଦୀଆ ରଙ୍ଗ ର ବସ୍ତ୍ର ପରିଧାନ କରନ୍ତୁ ଏହା ଫଳରେ ଆପଣ ଙ୍କ ର ମନ ସ୍ଥିର ରହିବ ତୃତୀୟ ଦିନ ମା ଚନ୍ଦ୍ର ଘଣ୍ଟା ଙ୍କୁ ଆରଧୋନା କରାଯାଏ ଏହି ଦେବୀ ଙ୍କ ର ପ୍ରିୟ ରଙ୍ଗ ହେଉଛି ସବୁଜ ସେଥି ପାଇଁ ଏହି ଦିନ ରେ ସବୁଜ ରଙ୍ଗ ର ବସ୍ତ୍ର ପରିଧାନ କରନ୍ତୁ ଚତୃର୍ଥ ଦିନ ମା କୁଷ୍ମାଣ୍ଡା ଙ୍କୁ ପୂଜା କରାଯାଏ

ଏହି ଦିବ ଙ୍କ ପ୍ରିୟ ରଙ୍ଗ ହେଉଛି ଗ୍ରେ ସେଥିପାଇଁ ଆପଣ ଗ୍ରେ ରଙ୍ଗ ର ବସ୍ତ୍ର ପରିଧାନ କରି ପାରିବେ ପଞ୍ଚମ ଦିନ ମା ସ୍କନ୍ଧ ମାତା ଙ୍କ ଆରଧନା କରାଯାଏ ଏବଂ ଏହି ଦେବୀ ଙ୍କ ର ପ୍ରିୟ ରଙ୍ଗ ହେଉଛି ନାରଙ୍ଗୀ ସେଥି ପାଇଁ ଏହି ଦିନ ଆପଣ ନାରଙ୍ଗୀ ରଙ୍ଗ ର ବସ୍ତ୍ର ପରିଧାନ କରନ୍ତୁ ଷଷ୍ଠ ଦିନ ମା କାତାୟାନୀ ପୂଜା କରାଯାଏ ଏବଂ ଏହି ଦେବୀ ଙ୍କ ର ପ୍ରିୟ ରଙ୍ଗ ହେଉଛି ଧଳା ତେଣୁ ଆପଣ ଏହି ଦିନ ରେ ଧଳା ରଙ୍ଗ ର ବସ୍ତ୍ର ପରିଧାନ କରନ୍ତୁ ସପ୍ତମୀ ଦିନ ମାଆ କାଳୀ ଙ୍କର ପୂଜା କରାଯାଏ frdghfasdfrd

ଏବଂ ଏହି ଦେବୀ ଙ୍କ ର ପ୍ରିୟ ରଙ୍ଗ ହେଉଛି ଗୋଲାପୀ ତେଣୁ ଆପଣ ଏହି ଦିନ ରେ ଗୋଲାପୀ ରଙ୍ଗ ର ବସ୍ତ୍ର ପରିଧାନ କରନ୍ତୁ ଅଷ୍ଟମୀ ଦିନ ମା ଗୈରୀ ଙ୍କୁ ପୂଜା କରାଯାଏ ଏବଂ ଏହି ଦେବୀ ଙ୍କ ର ପ୍ରିୟ ରଙ୍ଗ ହେଉଛି ଆକାସୀ ଏବଂ ଆପଣ ଏହି ଦିନ ରେ ଆକାସୀ ରଙ୍ଗ ର ବସ୍ତ୍ର ପରିଧାନ କରନ୍ତୁ ଏବଂ ନବମୀ ଦନ ଅର୍ଥାତ ଶେଷ ଦିନ ରେ ସିଦ୍ଧି ଦାତ୍ରୀ ଙ୍କୁ ଆରାଧନା କରାଯାଏ ଏହି ଦେବୀ ଙ୍କର ପ୍ରିୟ ରଙ୍ଗ ହେଉଛି ନୀଳ ତେଣୁ ଆପଣ ଏହି ଦିନ ରେ ନୀଳ ରଙ୍ଗ ର ବସ୍ତ୍ର ପରିଧାନ କରନ୍ତୁ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *