ଏହି ମନ୍ତ୍ର କୁ ରାତି ରେ କହି ଦିଅନ୍ତିୁ ମାତ୍ର ତିନି ଥର ଦେଖିବେ କେମିତି ପରିବର୍ତନ ହେବ ଭାଗ୍ୟ

htyfjfykioyiuol

ଯେପରି କି ଆପଣ ମାନେ ଜାଣି ଛନ୍ତି ବଜରଙ୍ଗବଲି ବଳ ବୃଦ୍ଦି ବିଦ୍ୟା ସହିତ ତାଙ୍କର କୃପା ଥରେ ଜାହା ଉପରେ ପଡି ଥାଏ ତେବେ ସେହି ବ୍ୟକ୍ତି ଙ୍କ ଜିବନ ରେ କେବେ ବି କୈଣସି ଦୁଖଃ କଷ୍ଟ ର ସାମ୍ନା କରିବା ପାଇଁ ପଡି ନ ଥାଏ । ଏମିତି କହନ୍ତି କି  ରାମ ଭକ୍ତ ବଜରଙ୍ଗବଲି ଆଜିର ଦିନ ରେ ବି ଜିବିତ ରହିଛନ୍ତି ଏବଂ ବଜରଙ୍ଗବଲି ଙ୍କୁ ଯେକୈଣସି ବି ତାଙ୍କର ଭକ୍ତ ସଚ୍ଚା ମନ ରେ ଡାକିଲେ ସେ ତାର ମନ ର କଥା କୁ ନିଶ୍ଚିତ ଭାବେ ବୁଝି ପାରନ୍ତି ଏବଂ ତୁରନ୍ତ ହିଁ ତାଙ୍କର ଦୁଖଃ କୁ ଦୂର କରନ୍ତି , ସେହି ପରି ବେଳେ ସନିବାର ଏବଂ ମଙ୍ଗଳ ବାର ଦିନ ବଜରଙ୍ଗବଲି ଙ୍କ ବାର ରୂପେ ମାନ୍ୟତା ଦିଆ ଜାଇଛି  ସେହି ପରି ବେଳେ ଏମିତି କୁହାଯାଏdthftjfyfu

କି ଯେକୈଣସି ଲୋକ ମାନେ ନିଜର ସଚ୍ଛା ମନ ରେ ବଜରଙ୍ଗବଲି ଙ୍କୁ ଡାକି ଥାନ୍ତି । ତେବେ ପ୍ରଭୁ ବଜରଙ୍ଗବଲି ତାର ସବୁ ଦୁଖଃ ର ଦିନ କୁ ସୁଖ ରେ ପରିଣତ କରନ୍ତି । ଆମେ ଆଜି ଆପଣ ମାନଙ୍କୁ ଏଠାରେ ଏମିତି ଗୋଟିଏ ମନ୍ତ୍ର କହିବା ପାଇଁ ଜାଉଛୁ ଜାହାର ଜପ କରିବା ଦ୍ୱାରା ବଜରଙ୍ଗବଲି ଆପଣ ମାନଙ୍କ ବାର୍ତା କୁ ଖୁବ୍ ଶିଘ୍ର ସୁଣିବେ । ଏବଂ ଆପଣ ମାନଙ୍କ ମନସ୍କାମନା କୁ ମଧ୍ୟ ପୁରଣ କରିବେ । ଏହାକୁ ଆପଣ ମାନେ ସନିବାର ଏବଂ ମଙ୍ଗଳବାର ଦିନ ରାତ୍ରୀ ସମୟ ରେ ତିନି ଥର କରନ୍ତି । ଏବଂ ରାଶି ତେଲ ରେ ଦିପ ଟିଏ ତାଙ୍କ ପାଖରେ ଲଗାନ୍ତୁ ।rdgdfjyu

ଏବଂ ଏହି ମନ୍ତ୍ର ଜୟ ଶ୍ରୀ ରାମ୍ ଜୟ ସିୟା ପତି ରାମ୍ ମନ୍ତ୍ରୀ କୁ ଆପଣ ମାନେ ତିନି ଥର ରାତ୍ରୀ ସମୟ ରେ କେବଳ ଯପ କରନ୍ତୁ । ଏମିତି ରେ ମନରେ କିଛି ବି ଗ୍ଲାନୀ ରଖନ୍ତୁ ନାହିଁ ଏହି ମନତ୍ରୀ କୁ ଯପ କରିବା ସମୟ ରେ ତେବେ ସେମିତି ରେ ଏହି ଚମତ୍କାରୀ ମନ୍ତ୍ର ର ଗୁଣ ଆପଣ ମାନେ ନିଶ୍ଚିତ ଭାବେ ଦେଖଇ ପାରିବେ ଆପଣ ମାନଙ୍କ ଜିବନ ରେ ଯେକୈଣସି ବି ଅସୁବିଧା ରହି ଥାଉ ନା କାହିଁକି କିଛି ଦିନ ମଧ୍ୟ ରେ ଆପଣ ମାନଙ୍କ ଠାରୁ ଏହା ଦୂରେଇ ଯିବ ,ଏବଂ ଆପଣ ମାନଙ୍କୁ ଧନ ର ବର୍ଷା ହେବvxfghnbgjm

ଏବଂ ଆପଣ ମାନଙ୍କ ଉପରେ କେମିତି ଭାବେ ମାତା ଲକ୍ଷ୍ମୀ ଙ୍କର କୃପା ଦୃଷ୍ଟି ବର୍ଷା ହେବା ସହିତ ଆପଣ ମାନଙ୍କ ପ୍ରତ୍ୟେକ  କାର୍ଯ୍ୟରେ ଆପଣ ମାନେ ନିଶ୍ଚିତ ଭାବେ ସଫଳତା ହାସଲ କରିବେ ଆପଣ ମାନେ କେବଳ ବାସ୍ ଆମେ କହି ଥିବା ମନ୍ତ୍ର ଜପ ନିଶ୍ଚିତ ଭାବେ ରାତ୍ରୀ ସମୟ ରେ କରନ୍ତୁ ଏହି କରିବା ଦ୍ୱାରା ଆପଣ ମାନଙ୍କ ଉପରେ ହନୁମାନ ଙ୍କ ସହିତ ମାତା ଲକ୍ଷ୍ମୀ ଙ୍କର କୃପା ବୃଷ୍ଟି ହେବ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *