ନିଆଁ ଭଳି ଭାଇରାଲ ହେଉଛି ଏହି ଭିଡ଼ିଓ ଦେଖନ୍ତୁ ଜାଣିପାରିବେ ଆସିଲା ବଡ଼ ଖବର

dfdbhfgnmjhg

ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ବିଗତ ଦିନ ମାନଙ୍କ ରେ ଯୁବକ ଯୁବତୀ ମାନଙ୍କ ରାସ ଲୀଳା ଭିଡ଼ିଓ ବହୁତ ପରିମାଣ ରେ ସୋସିଆଲ ମିଡିଆ ମାନଙ୍କ ରେ ଭାଇରଲ ହେଉ ଥିବା ବେଳେ ଏହି ଦିନ ରେ ବି ବନ୍ଧୁଗଣ ସେମିତି ଏକ ଭିଡ଼ିଓ ଭାଇରଲ ହୋଇଛି ଜାହା କୁ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ପସନ୍ଦ କରା ଜାଉ ଥିବା ବେଳେ ପ୍ରେମୀ ଯୁଗଳ ଙ୍କ ଭିଡ଼ିଓ ତେବେ ବନ୍ଧୁଗଣ ଆପଣ ମାନେ ବି ଏହି ଭିଡ଼ିଓ କୁ ତଳେ ଜାଇ ଦେଖନ୍ତୁ ଜାହା ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ବର୍ତମାନ ସମୟ ରେ ତେବେ ଆମେ ଆଜି ଆପଣ ମାନଙ୍କୁ ଏହି ଠାରେ ଏହି ଠାରେ କଣ ସବୁ ହେଉ ଥିଲା ଭିଡ଼ିଓ ରେ ସଂମ୍ପର୍ଣ୍ଣ ଭାବେ ବୁଝେଇ ଦେବାକୁ ଚେଷ୍ଟା କରିବୁvnbvbmjb

ତା ପୂର୍ବ ରୁ ବାସ୍ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ , ସେମିତି ରେ ଆଜିର ଦିନ ରେ ପ୍ରେମ ହେବା ଏବଂ ପରେ ବ୍ରେକପ୍ ହେବା କିଛି ବଡ କଥା ନୁହେଁ ଏବଂ ସେମିତି ବେଳେ ଏହି ଦିନ ରେ ପ୍ରେମ କରିବା ଲୋକ ମାନେ ମନ କୁ ନୁହେଁ ବରଂ ଦେହ କୁ ପ୍ରେମ କରୁଛନ୍ତି । ଏବଂ ଏହି ପ୍ରେମ ରେ ଲୋକ ମାନେ ଅନ୍ଧ ହୋଇ ଜାଇ ଥାନ୍ତି ଏବଂ ସେମାନେ କିଛି କରିବା ପାଇଁ ପ୍ରସ୍ତୁତ ହୋଇ ଥାନ୍ତି , ପ୍ରେମ କୁ ହାସଲ କରିବା ପାଇଁ ଲୋକ ମାନେ କିଛି ବି କରି ପାରନ୍ତି ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ, ଏବଂ ବର୍ତମାନ ସମୟରେ ସେମିତି କିଛି ଘଟଣା ସାମ୍ନା କୁ ଆସି ଥିବା ବେଳେ ଏହା କୁନୁହୀଡା ନିକଟ ରେbxgnb m

ଏଠାକାର ଜଣେ ପ୍ରେମୀ ଯୁଗଳ ଫାଙ୍କା ସ୍ଥାନ ରେ ବସି କଥା ବର୍ତ୍ତା ହେଉ ଥିବା ବେଳେ ସେମାନଙ୍କୁ ସେହି ଅଞ୍ଚଳ ର ବ୍ୟକ୍ତି ଦେଖିବା ପାଇଁ ପାଇ ଥିଲେ। ଏବଂ ଏହା ପରେ ସେମାନେ ଏମାନଙ୍କ ଭିଡ଼ିଓ ରେକୋର୍ଡ କରି ଥିଲେ ତଥା ସେମାନଙ୍କୁ ସେମାନଙ୍କ ନାମ ଠିକଣା ଏବଂ ସେମାନଙ୍କ ବିଷୟ ରେ ପଚାରି ଥିଲେ ତଥା ପ୍ରେମୀ ଯୁଗଳ ମାନେ ସେହି ଲୋକ ମାନଙ୍କୁ ବୁଝେଇବା ପାଇଁ ଚେଷ୍ଟା କରି ଥିଲେ କି ସେମାନେ ଏଠାରେ ସେମିତି କିଛି କାମ କରୁ ନାହାଁନ୍ତି ଏବଂ ସେମାନେ ଆଗରୁ ମଧ୍ୟ ମନ୍ଦିର ରେ ବିବାହ କରିଛନ୍ତି । ତେବେ ସେମାନଙ୍କ ସଂମ୍ପର୍କ ପବିତ୍ର ବୋଲି ସେମାନେscvfbnvfhm

କହି ଥିଲେ ଏବଂ ପରେ ସେମାନେ ସେଠାରେ ସେମାନଙ୍କ ସାମ୍ନା ରେ ହିଁ ସିନ୍ଦୁର ଦେୈବାକୁ ବାଧ୍ୟ କରେଇ ଥିଲେ ଏବଂ ପରେ ସେମାନଙ୍କ ଏହି କାମ କୁ ସଂମ୍ପର୍ଣ୍ଣ କରିବା ପରେ ସେମାନେ ଛାଡି ଦେଇ ଥିବାର ଦେଖିବା ପାଇଁ ମିଳି ଥିଲେ ।  ତେବେ ବନ୍ଧୁଗଣ ଏହି ସବୁ ନେଇ ଆପଣ ମାନଙ୍କର ମତ କଣ ରହିଛି ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରିବେ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *