ଭାଇରାଲ ଭିଡ଼ିଓ : ମହିଳା ଙ୍କ ବାହାଘର ହେଲା ଭାଇରାଲା ଜଲ୍ଦି ଦେଖନ୍ତୁ

ବନ୍ଧୁଗଣ ଆପଣ ମାନେ ବାହାଘର ଅନେକ ଦେଖି ଥିବେ କିନ୍ତୁ ଆଜି ଆମେ ଏମିତି ଏକ ବାହାଘର ବିଷୟ ରେ କହିବୁ ଜାହା ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆପଣ ମାନେ ଏହି ବିଷୟ ରେ ତଳେ ରହି ଥିବା ଭିଡ଼ିଓ କୁ ଦେଖି ଆପଣ ମାନେ ଜାଣି ପାରିବେ । ତେବେ ବନ୍ଧୁଗଣ ଆପଣ ମାନେ ଏଠାରେ ଦେଖା ପାରୁଥିବେ ଭିଡ଼ିଓ ରେ ଦେଖିବା ପାଇଁ ପାଉ ଥିବେ କି ବର କନ୍ୟା ଦୁହେଁ ଷ୍ଟେଜ୍ ଉପରେ ମିଠା ଖୁଆ ଖୁଇ ହେଉତିଲେ ଏବଂ କନ୍ୟା ଜଣଙ୍କ କିଭଳି ସ୍ୱାମୀ ଙ୍କୁ ମିଠା ଖୁଆଇ ଦେଲେ ଆପଣ ମାନେ ଦେଖନ୍ତୁ ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗିବ ।

bara

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ବି ଏହି ଭିଡ଼ିଓ ଟି ସତ ଅଟେ ଯେଉଁ ଠାରେ କନ୍ୟା ବର କୁ ମିଠା ଖୁଆଇବା ପାଇଁ ଚାହୁଁ ଥିଲେ ବି ବର ଖାଇ ନ ଥିଲା ତେବେ ପରେ କନ୍ୟା ରାଗି ଜାଇ ବର ମୁହଁ କୁ ମିଠା ଫୋପାଡି ଦେଇ ଥିଲା ।

ତେବେ ବନ୍ଧୁଗଣ ଆପଣ ମାନେ କୁହନ୍ତୁ କି କନ୍ୟା ଙ୍କର ବିବାହ କରିବା ପାଇଁ ଏହି ଯୁବକ କୁ ଇଚ୍ଛା ଥିଲା କି ନାହିଁ । ତେବେ ଆପଣ ମାନେ ଦୁଇ ନମ୍ବର ଭିଡ଼ିଓ ରେ ଦେଖନ୍ତୁ ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗିବ । ତେବେ ବନ୍ଧୁଗଣ ଆପଣ ମାନେ ଦେଖି ପାରୁ ଥିବେ ବର କନ୍ୟା ଏକାଠି ବସିଥିଲେ କିନ୍ତୁ ଏହି କନ୍ୟା ଙ୍କର ଏ ଯୁବକ କୁ ବିବାହ କରିବା ପାଇଁ ଇଚ୍ଛା ଥିଲା କି ନାହିଁ ଆପଣ ତାଙ୍କ ଫେସ୍ ରୁ ଜାଣି ପାରୁଥିବେ ।

ତେବେ ଆପଣଙ୍କର ମତା ମତ ନିହାତି ଦେବେ ଏବଂ ଆପଣ ନିହାତି ଭାବରେ ଆମକୁ କମେଣ୍ଟ କରିବେ କି ଏହି କନ୍ୟା ଙ୍କର ଏହି ବରକୁ ବିବାହ କରିବା ପାଇଁ ଇଚ୍ଛା ଥିଲା କି ନାହିଁ ।

ତେବେ ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *