ଓଡିଆ ଫିଲ୍ମ ଅଭିନେତ୍ରୀ ସିତଲ ପାତ୍ର ପାଳନ କରିଲେ ନିଜର ଜନ୍ମ ଦିନ ଦେଖନ୍ତୁ ଭିଡ଼ିଓ

ବନ୍ଧୁଗଣ ଗତ କାଲି ଓଳିଉଡ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଅଭିନେତ୍ରୀ ସିତଲ୍ ପାତ୍ର ଙ୍କର ଜନ୍ମ ଦିନ ରହି ଥିଲା ତେଣୁ ଆମେ ଆମ ପକ୍ଷ ରୁ ତାଙ୍କୁ ଜନ୍ମ ଦିନ ର ଅନେକ ସୁଭେଛା ଦେଇ ସାରିଛି। ତେବେ ଆପଣ ମାନେ ବି ବନ୍ଧୁଗଣ ଆପଣ ମାନଙ୍କ ତରଫ ରୁ ସିତଲ୍ ପାତ୍ର ଙ୍କୁ ଜନ୍ମ ଦିନ ର ଅନେକ ଅନେକ ସୁଭେଚ୍ଛା ଏବଂ ଶୁଭ କାମନା ଦେଇ ଦିଅନ୍ତୁ । ସେହି ପରି ଆମେ ଆଜି ଆପଣ ମାନଙ୍କୁ ଏଠାରେ ଜଣେଇବା ପାଇଁ ଚାହିଁବୁ କି ଲୋକ ପ୍ରିୟ ଅଭିନେତ୍ରୀ କେମମିତି ଭାବେ ଏହି ଦିନ ରେ ତାଙ୍କର ଜନ୍ମ ପାଳନ କରିଲେ ଗତ କାଲି ସଂନ୍ଧ୍ୟା ରେ ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଅଭିନେତ୍ରୀ ସିତଲ୍ ପାତ୍ର ତାଙ୍କର ଜନ୍ମ ଦିନ ଖୁବ୍ ଧୁମ୍ ଧାମ୍ ରେ ପାଳନ କରିଛନ୍ତି । ଏହି ଜନ୍ମ ଦିନ ଉତ୍ସବ ରେ ଓଡ଼ିଆ ଫିଲ୍ମ ଏବଂ ସିରିଏଲ ଦୁନିଆଁ ର ବହୁତ କଳାକାର ମାନେ ବି ଯୋଗ ଦାନ କରି ଥିଲେ ।ଏବଂ ସେହି ପରି ବେଳେ ସିତଲ ପାତ୍ର ଙ୍କ ଫେନ୍ ମାନେ ତାଙ୍କୁ ଅଭିନନ୍ଦନ ଜଣେଇବା ସହିତ ତାଙ୍କୁ ଶୁଭ କାମନା ଜଣେଇଛନ୍ତି , ଏମିତି କି ସେମାନେ ସିତଲ୍ ଙ୍କ ଫେନ୍ ପେଜ୍ ରେ ମଧ୍ୟ ତାଙ୍କୁ ବହୁତ ଗୁଡିଏ ନୂତନ ଫୋଟ କଲେକ୍ସନ୍ ବି ଛାଡି ତାଙ୍କୁ ସୁଭେଚ୍ଛା ଜଣେଇ ଥିବାର ଦେଖିବା ପାଇଁ ମିଳି ଥିଲେ । ସେମିତି ରେ ଫିଲ୍ମ କେରିଅର ବିଷୟ ରେ କହିବୁ ସିତଲ ପାତ୍ର ବର୍ତମାନ ସମୟ ରେ ଓଡ଼ିଆ ରେ ବହୁତ ଗୁଡିଏ ଫିଲ୍ମ ରେ କାମ କରି ସାରି ଥିବା ବେଳେ ତାଙ୍କର ଅବିନୟ କୁ ଲୋକ ମାନେ ବହୁତ ପରିମାଣ ରେ ପସନ୍ଦ କରନ୍ତି ।ସେମିତି ରେ ଆପଣ ମାନେ ଜାଣି ଥିବେ ବିଗତ ଦିନ ମାନଙ୍କ ରେ ନିଜର ଅଭିନୟ କୁ ନେଇ ସବୁ ସମୟ ରେ ଚର୍ଚ୍ଚା ରେ ରହି ଥିବା ଏହି ଅଭିନେତ୍ରୀ କୈଣସି ବି ବିଶେଷ ଭାବେ ଫିଲ୍ମ ରେ ନଜର ଆସୁ ନ ଥିବା ବେଳେ ଆମେ ଆପଣ ମାନଙ୍କୁ ଖୁସୀ ଖବର ଦେବୁ କି  ଆଗାମୀ ଦିନ ମାନଙ୍କ ରେ ସିତଲ ପାତ୍ରଙ୍କ ନୂଆ ଓଡ଼ିଆ ଫିଲ୍ମ ଆସିବା ପାଇଁ ଯାଉଛି ଏହି ଫିଲ୍ମ ରେ ଓଲିଉଡ ର ସୁପର ଷ୍ଟାର ଜୋତି କାମ କରିବା ପାଇଁ ଯାଉଛନ୍ତି , ଏବେ ଏହି ଫିଲ୍ମ ର ସୁଟିଂ ବହୁତ ଜୋର ସୋର ରେ ଚାଲି ଥିବା ବେଳେ ଆଗାମୀ ବର୍ଷ ରେ ଏହାର ରିଲିଜ୍ ହେବ ବୋଲି ସିତଲ ପାତ୍ର ସୂଚନା ଦେଇଛନ୍ତି ,ଏହି ଫିଲ୍ମ ଟି ସିଦ୍ଧାର୍ଥ ଟିଭି ବ୍ୟନରେ ନିର୍ମିତ ହେଉଛି ଏବଂ ଏହା ଦର୍ଶକ ମାନଙ୍କୁ ନିଶ୍ଚିତ ଭାବେ ପସନ୍ଦ ଆସିବ ତେବେ ଆପଣ ମାନଙ୍କୁ ସିତଲ ପାତ୍ର ଙ୍କ ଅଭିନୟ କେମିତି ଲାଗେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

Love To Share

Leave a Reply

Your email address will not be published. Required fields are marked *