ରାସଲୀଳା କରୁଥିଲା ସମୟରେ ଧରିନେଲେ କିଛି ଯୁବକ ଦେଖନ୍ତୁ ତାପରେ କଣ ହେଲା ଭିଡ଼ିଓ

rasha ha lila

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ , ବନ୍ଧୁଗଣ କଲେଜ୍ ପଛ ପଟେ ପ୍ରେମୀ ଯୁଗଳ କରୁ ଥିଲେ ରାସ ଲୀଳା ଏବଂ ଧରି ନେଲେ କିଛି ପିଲା ମାନେ ଏବଂ ତା ପରେ ପରେ କଣ ସବୁ ଘଟଣା ହୋଇଛି ଆପଣ ମାନେ ସଂମ୍ପର୍ଣ୍ଣ ଭାବେ ପୋଷ୍ଟ କୁ ପଢନ୍ତୁ ନିଶ୍ଟିତ ଭାବେ ଜାଣି ପାରିବେ , ଯଧି ଆପଣ ମାନେ ଝିଅ ହେଉ ପୁଅ ହେଉ କାହାକୁ ବି କଲେଜ୍ ପଠାଉଛନ୍ତି ତେବେ ନିଶ୍ଚିତ ଭାବେ ଏହାକୁ ପଢି ସାବଧାନ ହୋଇ ଜାଆନ୍ତୁ। ବର୍ତମାନ ସମୟ ରେ ଆପଣ ମାନେ ଜାଣି ଥିବେ କଲେଜ୍ ର ଯୁବକ ଯୁବତୀ ମାନେ ପାଠ ପଢିବାରୁ ଦୂରେଇ ଜାଇଛନ୍ତି ।iojl

ସେମାନେ କେବଳ ବିପରିତ ଲିଙ୍ଗ ପ୍ରତି ଆକର୍ଶିତ ହୋଇ ସେମାନେ ସଂମ୍ପର୍କ ଲିପ୍ତ ହେବାରେ ଲାଗିଛନ୍ତି । ସେମାନେ ସେମାନଙ୍କ ବାପା ମାଆ ଙ୍କ ଇଜ୍ଜତ୍ ଙ୍କୁ ମଧ୍ୟ ଭୁଲି ଜାଉଛନ୍ତି , ଏମିତି ଘଟଣା ଜାହାକୁ ସୁଣି ଆଶ୍ଟର୍ଯ୍ୟ ହେବେ ଏବଂ ଏହି ସବୁ ଭିଡ଼ିଓ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି , ଆଜିର ଦିନରେ ବିଭିନ୍ନ ପ୍ରକାରର ଲଭର୍ ରହି ଥିବା ବେଳେ କେଉଁ ମାନେ ନେଇ କରି ପଳାଉଛନ୍ତି ଏବଂ ଆଉ କିଛି ଜଣ ରାସ ଲୀଳା କରି ଛାଡି ଦେଉଛନ୍ତି ବୋଲି ଆପଣ ମାନେ ସୁଣିବା ପାଇଁ ପାଉ ଥିବେ। ଆମେ ଯେଉଁ ଘଟଣା ଟି ଆପଣ ମାନଙ୍କୁ କହୁଛୁ ତାହା ମଧ୍ୟ ପ୍ରଦେଶ ର ଅଶୋକ ନଗର ଗେଟ୍ ନିକଟସ୍ଥ ରେ ରହି ଥିବା ।tytjivjh

ଏକ କଲେଜ୍ ମଧ୍ୟ ରୁ ଏହି ଦିନରେ ଗୋଟିଏ ପ୍ରେମୀ ଯୁଗଳ ମାନେ ଯୁବକ ଏବଂ ଯୁବତୀ ଦୁହେଁ ପଛ ପଟେ ପ୍ରେମ କରୁ ଥିବାର ନେଇ ଦେଖି ଦେଇ ଥିଲେ ଏବଂ ପରେ ସେହି କଲେଜ୍ ର ଛାତ୍ର ମାନେ ଯୁବକ ଙ୍କୁ ବହୁତ ମାଡ ମାରି ଥିଲେ ଏବଂ ଏହି ବିଷୟ ରେ ସେମାନଙ୍କୁ ସଂମ୍ପର୍ଣ୍ଣ ଭାବେ ପଚରା ଉଚୁରା କରି ଥିଲେ ଘଟଣା ଅନୁସାରେ ବନ୍ଧୁଗଣ ଏହି ଦିନ ରେ କଲେଜ୍ ବନ୍ଧ ରହି ଥିବା ବେଳେ ସେମାନେ ଘରୁ ଏକ୍ସଟ୍ରା କ୍ଲାସ୍ ରହିଛି ବୋଲି କହି ଆସି ଥିଲେ ଏବଂ ପରେ କଲେଜ୍ ର ପଛ ପଟେ ଚାଲୁ ହୋଇ ଜାଇ ଥିବା ବେଳେ ସେମାନଙ୍କୁ କିଛି ଯୁବକ ମାନେ ଅଶ୍ଲିଳ ଅବସ୍ଥା ରେ ଦେଖିବା ପାଇଁ ପାଇ ଥିଲେ ।uiholjp

ତେବେ ଆପଣ ମାନେ ନିଶ୍ଚିତ ଭାବେ ସଂମ୍ପର୍ଣ୍ଣ ଘଟଣା ବିଷୟ ରେ ଜାଣି ପାରି ଥିବେ ତେଣୁ ଆପଣ ମାନଙ୍କୁ ଏଠାରେ କହିବା ପାଇଁ ଚାହିଁବୁ କି ଆପଣ ମାନଙ୍କ ଘରେ ଯୁବକ ବା ଯୁବତୀ ମାନେ କଲେଜ୍ ରେ ପାଠ ପଢୁଛନ୍ତି ତେବେ ସେମାନଙ୍କ ଉପରେ ଟିକିଏ ନଜର ରଖନ୍ତୁ ଜାହା ଫଲ ରେ ସେମାନେ ଏହି ପରି କାମ ରେ ମନ ଯେମିତି ନ ଲଗାନ୍ତି , ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *