ଦେଖନ୍ତୁ ବାବୁସାନ ଏବଂ ତାଙ୍କ ସ୍ତ୍ରୀ ଅଧ ରାତି ରେ ଏଠାରେ କଣ କରୁଛନ୍ତି ଦେଖନ୍ତୁ ଭିଡ଼ିଓ

 

ଆମେ ଆଜି ଆପଣ ମାନଙ୍କୁ ବାବୁସାନ ମହାନ୍ତି ଙ୍କ ଫେମିଲି ରେ କିଏ କିଏ ରହିଛନ୍ତି ତଥା ସେ ବର୍ତମାନ ସମୟ ରେ କଣ କରୁଛନ୍ତି ଏବଂ କେଉଁଠି ରହୁଛନ୍ତି ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଆପଣ ମାନଙ୍କୁ ଜଣେଇବା ପାଇଁ ଚେଷ୍ଟା କରିବୁ ତେବେ ତା ପୂର୍ବ ରୁ ବାସ୍ ଆପଣ ମାନେ ନିଶ୍ଚିତ ଭାବେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ତେବେ ଜାଣି ପାରିବେ ଏହି ସମୟ ରେ ଆପଣ ମାନଙ୍କୁ ସୂଚନା ଦେବୁ କି  ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ସୁପର ଷ୍ଟାର ବାବୁସାନ ମହାନ୍ତି ଏହି ଲକଡାଉନ୍ ସମୟ ରେ ନିଜର ଗ୍ରାମ ରେ ଆସି ପହଁଚିଛନ୍ତି । ସେଠାରେ ବାବୁ ସାନ୍ ମହାନ୍ତି ନିଜ ବାଡି ପଡେ ବାଇଗଣ ଚାଛ କରିବା ସହିତ ସେ ନିଜ ସାଙ୍ଗ ମାନଙ୍କ ସହିତ ମିଶି କରି କ୍ୟରାମ୍ ଖେଳୁଛନ୍ତି ।

ଏବଂ ସେ ବାରିପଦା ର ଅନେକ ତିର୍ଥ ସ୍ଥାନ କୁ ମଧ୍ୟ ସେ ବୁଲିବା ପାଇଁ ଯାଉଛନ୍ତି । ଏହି ସବୁ ଭିଡ଼ିଓ କୁ ଏହି ଦିନ ରେ ବାବୁସାନ ମହାନ୍ତି ନିଜର ସୋସିଆଲ ମିଡ଼ିଆ ରେ ଆପଲୋର୍ଡ କରିଛନ୍ତି । ଏଥର ରଜ ରେ ଆସିବା ପାଇଁ ଯାଉ ଥିଲା ନୂଆ ଓଡ଼ିଆ ଫିଲ୍ମ ବିଦ୍ୟାରାଣ ଏବଂ ଏହି ଦିନ ରେ ପଡି ଥିବା ଲକଡାଉନ୍ ଯୋଗୁଁ ଏହି ଫିଲ୍ମ ର ସୁଟିଂ ଅଧାରୁ ବନ୍ଧ କରି ଦିଆ ଜାଇ ଥିଲା ।

ଏବଂ ଏହି ଫିଲ୍ମ ଟି ଏବେ ରଜ ରେ ରିଲିଜ୍ ହୋଇ ପାରିବ ନାହିଁ । ତେବେ ମିଳି ଥିବା ଉଡା ଖବର ହିସାବ ରେ ଏହି ଫିଲ୍ମ ଟି ଆଗମୀ ବର୍ଷ ର ଭେଲେନ୍ ଟାଇମ୍ସ ଡେ ରେ ରିଲିଜ୍ ହେବାକୁ ଯାଉଛି , ଏହି ଫିଲ୍ମ କୁ ନେଇ ବହୁତ ଦର୍ଶକ ମାନେ ଆକୃଷ୍ଟ ହେଉ ଛନ୍ତି କି କେମିତି ଏହି ସବୁ ପିଲ୍ମ ରେ ସେମାନେ ବାବୁସାନ୍ ଏବଂ ଅନୁଭବ ଙ୍କୁ ଦେଖିବେ । ସେମିତି ରେ ଏପଟେ ବାବୁସାନ୍

ଏବଂ ଅନୁଭବ ଙ୍କ ଫିଲ୍ମ ଏକା ଗୋଟିଏ ଦିନ ରେ ରିଲିଜ୍ ହେବାକୁ ଥିବା ବେଳେ ଏଠାରେ ଏମାନଙ୍କ ମଧ୍ୟ ରେ ଯୋର ଦାର୍ ଭାବେ ଲଢେଇ ହେବାକୁ ଯାଉଛି । ଏମିତି ରେ ଏହି ଦିନ ରେ ଫିଲ୍ମ କୁ ନେଇ ବହୁତ ଚର୍ଚ୍ଚା ହେଉ ଥିବା ବେଳେ ବିଦ୍ୟାରାଣ ଫିଲ୍ମ ରେ ନାୟିକା ଭାବେ ଅଭିନୟ କରୁଛନ୍ତି ଓଡ଼ିଆ ସିନେ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ସିବାନୀ ।

ସେମିତି ରେ ଏହି ସବୁ ମଧ୍ୟ ରେ ବନ୍ଧୁଗଣ ଏହି ଦିନରେ ସୁଟିଂ ସେଟ୍ କୁ ବାବୁସାନ ନିଜ ପତ୍ନୀ ମାନେ ତୃପ୍ତି ଙ୍କୁ ନେଇ ଜାଇ ଥିବାର ବି ଦେଖିବା ପାଇଁ ମିଳିଛନ୍ତି, କିଛି ଗୀତ ର ସୁଟିଂ ଏହି ଦିନ ରେ ବାହାରେ ହେଉ ଥିବା ବେଳେ ବାବୁସାନ ଏବେ ନିଜ ସହିତ ନିଜର ପତ୍ନୀ ତୃପ୍ତି ଶତପଥୀ ଙ୍କୁ ବି ନେଇ ଜାଉ ଥିବାର ନଜର ଆସୁଛନ୍ତି , ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *