ରାସଲୀଳା କରୁଥିଲା ସମୟରେ ଧରପଡିଲେ ଯୁବକ ଦେଖନ୍ତୁ ଭିଡ଼ିଓ ଜାଣିପାରିବେ

fujiyikdf

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ , ବନ୍ଧୁଗଣ ଦୁଇ ପ୍ରେମୀ ଯୁଗଳ ମାନେ ଜଙ୍ଗଲ ରେ କରୁ ଥିଲେ ରାସ ଲୀଳା ଏବଂ ଧରା ପଡି ଗେଲେ କିଛି ଟୋକା ହାବୁଡ ରେ ଏବଂ ପରେ ଯେଉଂ ପରି ଘଟଣା ହେଲା ସେହି ବିଷୟ ରେ ଆପଣ ମାନେ ଜାଣିବା ପାଇଁ ନିଶ୍ଚିତ ଭାବେ ଆପଣ ମାନଙ୍କୁ ପୋଷ୍ଟ କୁ ସେଷ ଯାଏ ପଢିବା ପାଇଁ ପଡିବ ତେବେ ଆପଣ ମାନେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ପାରିବେ , ସେମିତି ରେ ଆପଣ ମାନେ ଜାଣି ଥିବେ ବର୍ତମାନ ସମୟ ରେ ଯୁଗ ଯେମିତି ହେଲାଣୀ ଲୋକ ମାନେ ଭଲ ପାଇବା ପାଇଁ ଜଙ୍ଗଲ ଏବଂ ଖାଲି ସ୍ଥାନ ଗୁଡିକ ଖୋଜୁଛନ୍ତି ।goiuygl

ଏବଂ ସେହି ପରି ଗୋଟିଏ ପ୍ରେମୀ ଯୁଗଳ ମାନେ ଏହି ଦିନ ରେ ସେମିତି କିଛି କରି ଥିବା ବେଳେ ଏହି ଦିନ ରେ ଧରା ପଡିଛନ୍ତି , ଏବଂ ଏମାନେ ଜଙ୍ଗଲ ରେ ଏକୁଟିଆ ବସି ଥିବାର ଦେଖିବା ପାଇଁ ମିଳି ଥିଲେ ଏବଂ ପରେ ସେମାନଙ୍କୁ ଜଙ୍ଗଲ ମଧ୍ୟ ରେ ଏକୁଟିଆ ବସି ଥିବାର ଦେଖି କିଛି ଯୁବକ ମାନେ ସେମାନଙ୍କୁ ପଚାରି ଥିଲେ ଏବଂ ପରେ ସେମାନେ ହଇରାଣ ମଧ୍ୟ କରି ଥିବାର ଆପଣ ମାନେ ଏଠାରେ ଆପଣ ମାନେ ଦେଖି ପାରୁ ଥିବେ , ଏହି ଦୁଇ ପ୍ରେମୀ ଯୁଗଳ ଙ୍କୁ ବହୁତ ପରିମାଣ ରେ ହଇରାଣ କରା ଜାଇ ଥିବାର ସ୍ଥାନୀୟ ଲୋକ ମାନେ କହିଛନ୍ତି ।dfhgkhglk

ପରେ ସେହି ପ୍ରେମୀ ଯୁଗଳ ମାନେ କାକୁତି ମୀନୋତି ମଧ୍ୟ ହୋଇ ଥିଲେ ଏବଂ ସେହି ଯୁବକ ମାନେ ନ ସୁଣି କରି ସେମାନେ ସେହି ପରି ପ୍ରଶ୍ନ କରି ଚାଲଛନ୍ତି , ଏହି ପୁଅ ଏବଂ ଝିଅ ମାନେ ଏହି ଜଙ୍ଗଲ ମଧ୍ୟରେ ଏକାଠୀ କଣ କରୁ ଥିଲେ ସେହି ବିଷୟ ରେ ପଚାରି ଥିଲେ କିଛି ଲୋକ ମାନେ , ହେଲେ ସେମାନ ପ୍ରଶ୍ନ କରିବା ସମୟରେ ଝିଅ ସେହି ଯୁବକ ମାନଙ୍କୁ ଛାଡି ଦେବାକୁ ଅନୁରୋଧ ମଧ୍ୟ କରି ଥିଲା ସେମାନେ କହି ଥିଲେ କି ସେମାନେ କଲେଜ୍ କୁ ଆଡମିସନ କାମ ରେ ଆସି ଥିଲେ ଏବଂ ପରେ ଉକ୍ତ ଯୁବକ ମାନେ ଯୁବତୀ ଙ୍କ ବ୍ୟଗ୍ କୁ ମଧ୍ୟ ସର୍ଚ୍ଚ କରି ଥିଲେ ।khvilohoil

ଏବଂ ପରେ ସେମାନେ ପୁଣି ପ୍ରଶ୍ନ କରି ଥିଲେ ଯଦି କଲେଜ୍ ରେ କାମ ରହି ଥିଲା ତେବେ ଏଠାକୁ କଣ ପାଇଁ ଏମାନେ ଆସି ଥିଲେ ତେବେ ସେମାନେ କହି ଥିଲେ କି କିଛିଟା ସଂମନ୍ଧ ବନେଇବା ପାଇଁ ଏଠାକୁ ଆସି ଥିଲେ , ତେବେ ଆପଣ ମାନେ ଜାଣି ପାରୁ ଥିବେ କି ପ୍ରେମୀ ଯୁଗଳ ମାନେ ଆଜିର ଦିନ ରେ କେଉଁ ପରି ଭାବେ ପ୍ରେମ କରିବା ପାଇଁ ନିଛାଟିଆ ସ୍ଥାନ କୁ ଆସୁଛନ୍ତି ତେଣୁ ଆମେ କହିବୁ ଆପଣ ମାନେ ବି ଭଲ ପାଉଛନ୍ତି ତେବେ ଏମିତି ନିସ୍ପତି ନେବା ପୂର୍ବ ରୁ ସହେ ଥର ଭାବନ୍ତୁ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *