ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ,ବନ୍ଧୁଗଣ ଆଜିର ଯୁବ ପିଢି ମାନଙ୍କ ରେ ସେକ୍ସ ର ନାମ କରଣ ବହୁତ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି । ଆଜିର ଯୁବ ବର୍ଗ ଅଶୀଳ ଫୋଟ ହବା ଭିଡିଓ ଦେଖି ଧିରେ ଧିରେ ବିଗିଡି ବାରେ ଲାଗିଛନ୍ତି । ତେଣୁ ଏସବୁ ରୁ ସେମାନ ଙ୍କୁ ଦୁର ରେ ରଖନ୍ତୁ ଏ ସବୁ କୁ ଦୂର ରେ ରଖିବା ପାଇଁ ତ ଆପଣ ଆପଣ ଙ୍କ ପିଲା ଠାରୁ ସ୍ମାର୍ଟ ଫୋନ ତ ନେଇ ପାରିବେ ନାହିଁ , କାରଣ ସ୍ମାର୍ଟ ଫୋନ ପାଇଁ ଆପଣ ଙ୍କର ପିଲା ମାନଙ୍କର ମଧ୍ୟ ପାଠ ପଢା କାର୍ଯ୍ୟ ମଧ୍ୟ ଚାଲୁଛି ,ବନ୍ଧୁଗଣ ସବୁ ଜିନିଷ ର କିଛି ଭଲ ବି ଥାଏ ଆଉ କିଛି ଖରାପ ମଧ୍ୟ ଥାଏ ।
କିନ୍ତୁ ଆମେ ସେହି ଜିନିଷ କୁ ଯଦି ଭଲ କାମ ପାଇଁ ବ୍ୟବହାର କରିବା ତ ସବୁଥିରୁ ଆମ ପାଇଁ ଭଲ ହେବ । ଆଉ ଯଦି ଆମେ ତାକୁ ଖରାପ କାମ ପାଇଁ ବ୍ୟବହାର କରିବା , ତେବେ ଆମର ସବୁ ଥିରେ ଖରାପ ହେବ । ଯଦି ଆପଣ ଙ୍କର ଘରେ ଛୋଟ ପିଲା ଅଛି ଆଉ ସେ ଭୁଲ ବସତ ଗୁଗୁଲ ରେ ତିନୋଟି X ଲେଖି ସୋର୍ଚ୍ଚ କରୁଛି , ତେବେ ସେହି ଫୋନ ରେ ଅସିଳ ଭିଡିଓ ଦେଖା ଦେବ , ଯାହାକି ଆପଣ ଙ୍କ ପିଲା ଉପରେ କରାପ ପ୍ରଭାବ ପକାଇବ । ଯଦି ଆପଣ ଙ୍କ ପିଲା ମାନଙ୍କୁ ମାନଙ୍କୁ ଏହି ସବୁ ଖରାପ ଜିନିଷ ଠାରୁ ଦୂରେଇ ରଖିବାକୁ ଚାହୁଁଛନ୍ତି ,
ତେବେ ଆପଣ ଙ୍କୁ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏଁ ପଢିବାକୁ ପଡିବ । ତ ବନ୍ଧୁଗଣ ଆପଣ ପ୍ରଥମେ କ୍ରମ ବ୍ରାଉଜର କୁ ଯିବାକୁ ପଡିବ । ତାପରେ ଆଉ ଆପଣ ସେଥିରେ ଯେ କୈଣସି ୱେବସାଇଟ ସର୍ଚ୍ଚ କରନ୍ତୁ , ତାପରେ ଆପଣ ବାମ ପାଖ ରେ ଉପରେ ପାର୍ଶ ରେ ଥିବା ତିନୋଟି ଲମ୍ବା ଗାର ଉପରେ ପ୍ରେସ କରନ୍ତୁ । ତାପରେ ସେଥିରେ ସେଟିଙ୍ଗ ର ଲେଖା ଆସିବ । ସେହି ସେଟିଙ୍ଗ ରେ ଆପଣ ପ୍ରେସ୍ କରନ୍ତୁ । ପ୍ରେସ୍ କରିବା ପରେ safesearch filters ଲେଖା ଆସିବ ।
ଆଉ ତାହା ଉପରେ ପ୍ରେସ କରିବା ପରେ , Hide explicit results ଲେଖା ଆସିବ , ଆଉ ସେହି Hide explicit results କୁ ପ୍ରେସ କରି ଦିଅନ୍ତୁ । ଆଉ ତାପରେ ଆପଣ କୈଣସି ଅସିଳ ୱେବସାଇଟ ଗୁଗୁଲ ରେ ସର୍ଚ୍ଚ କରିବା ପରେ ଆପଣ ଙ୍କ ଫୋନ ରେ କିଛି ଅଶୀଳ ଭିଡିଓ ବା ପୋଟ ଆସିବ ନାହିଁ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।