ସକାଳୁ ଉଠି (ଏମାନଙ୍କ ମୁହଁ) ଦେଖିଲେ ହୋଇଥାଏ (ସର୍ବନାଶ)

ghfghkil

ବନ୍ଧୁଗଣ ସକାଳୁ ଉଠିବା ପରେ ଭୁଲରେ ବି କରନ୍ତୁ ନାହିଁ ଏହି ତିନୋଟି କାମ ଏବଂ ଭୁଲ ରେ ବି ଦେଖନ୍ତୁ ନାହିଁ ଏହି ଜିନିଷ ନହେଲେ ସାରା ଦିନ ଆପଣ ମାନଙ୍କର ଅମଙ୍ଗଳ ରେ କଟି ଯିବ ତେବେ ବନ୍ଧୁଗଣ ଆସନ୍ତୁ ଜାଣି ନେବା କଣ ସେହି ଜିନିଷ ଗୁଡିକ ତେବେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ । ଆପଣ ମାନେ ଜାଣି ଥିବେ ପ୍ରତ୍ୟେକ ଦିନ ସୂର୍ଯ୍ୟ ଉଦୟ ସହିତ ଏକ ନୂଆ ଦିନ ର ଆରମ୍ଭ ହୋଇ ଥାଏ ପ୍ରତ୍ୟେକ ଦିନ ଟି ଭଲ ରେ କଟୁ ସେହିଥି ପାଇଁ ଲୋକ ମାନେ ସବୁ ବେଳେ ଶୁଭ ବିଚାର ଆଣିବା ପାଇଁ ଚେଷ୍ଟା କରନ୍ତି ,rgfgjngkmh

ଯଦି ସକାଳୁ କୈଣସି ଖରାପ କାମ କରା ଯାଏ ତେବେ ଏହାର ନାକାରାତ୍ମକ ପ୍ରଭାବ ସାରା ଦିନ ରହି ଥାଏ , ସେହି ବ୍ୟକ୍ତି ର ମନ ଏବଂ ମତିସ୍କ ଖରାପ ବିଚାର ରୁ ବାହାରି ପାରେ ନାହିଁ । ସେହିଥି ପାଇଁ ଦିନ ର ପ୍ରାରମ୍ଭ ରୁ ହିଁ ଅଶୁଭ ବସ୍ତୁ କୁ ଦେଖିବା ପାଇଁ ମନା କରା ଜାଇ ଥାଏ ସେହିଥି ପାଇଁ ଆମେ ଆଜି ଆପଣ ମାନଙ୍କୁ ଏଠାରେ କହିବୁ କି କଣ ଦେଖିବା ଅନୁଚୀତ ହୋଇ ଥାଏ ତେବେ ବନ୍ଧୁଗଣ ସକାଳୁ ଉଠି ଦର୍ପଣ ଦେଖିବା ଅନୁଚୀତ ହୋଇ ଥାଏ ଏବଂ କେବେ ବି ବେଡରୁମ୍ ରେ ଦର୍ପଣ ରଖିଛନ୍ତି ତେବେ ବାହାର କରି ଦିଅନ୍ତୁ କାରଣ ଏହା ଦେଖିବା ଅଶୁଭ ଅଟେ ।fghbfgjuhk

ସେହି ପରି ବନ୍ଧୁଗଣ ଆପଣ ମାନେ ସକାଳୁ ଉଠି ଆପଣ ମାନେ କେବେ ବି କୈଣସି ବି ଜଙ୍ଗଲୀ ପଶୁ ମାନଙ୍କୁ ସକାଳୁ ଉଠି ଦେଖିିବା ତଥା ଆପଣ ମାନଙ୍କ ରୁମ୍ ରେ ବି ସେହି ପରି ପଶୁ ଯେଉଁ ମାନେ ବହୁତ ଖୁଉଁ ଖାର୍ ହୋଇ ଥାନ୍ତି ସେମାନଙ୍କ ଫୋଟ ବି ଦେଖିବେ ତ ଆପଣ ମାନଙଅକ ଦିନ କେବେ ବି ଭଲ ରେ ବିତେ ନାହିଁ , ସେହି ପରି ଆପଣ ମାନେ କେବେ ନିଜର ଛାଇ କୁ ସକାଳୁ ଉଠି କରି ଦେଖନ୍ତୁ ନାହିଁgftjguku

ଏମିତି ହେଲେ ଆପଣ ମାନଙ୍କ ସହିତ ଦିନ ସାରା ଖରପ ହେବ , ଏବଂ ଏମିତି ବେଳେ ଆପଣ ମାନଙ୍କ ହେବାକୁ ଥିବା କାର୍ଯ୍ୟ ରେ ବି ଅବନ୍ନତି ଦେଖିବା ପାଇଁ ମିଳିବ  ଏବଂ ଆପଣ ମାନଙ୍କ ସେହି ଦିନ ଟି ମୋଟେ ବି ଭଲ ରେ ବିତିବ ନାହିଁ  ,ସେମିତି ରେ ଆପଣ ମାନଙ୍କୁ ପୋଷ୍ଟ ଟି କେମିତି ଲାଗିଲା କମେଣ୍ଚ କରି ଜଣେଇବେ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *