ଧରା ପଡିଲା ବିଦ୍ୟାଶ୍ରୀ ଙ୍କ ସତ ରହସ୍ୟ ଖୋଲିଲା ଏବେ ବିଦ୍ୟାଶ୍ରୀ ଙ୍କ ଖେଳ ସେଷ

ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ ମାମଲା ରେ ଦିନ କୁ ଦିନ ବିତି ଚାଲିଛି । ବର୍ତମାନ ସମୟ ରେ ପାଖା ପାଖି ଆଦିତ୍ୟ.ଙ୍କ ମୃତ୍ୟୁ କୁ 2 ମାସ ପୁରି ସାରିଛି । ଏବଂ ଏହାକୁ ନେଇ କ୍ରାଇମ୍ ବ୍ରାଞ୍ଚ ବି ନିଜର ତଦନ୍ତ ଜାରୀ ରଖିଛି । ସେହି ବର୍ତମାନ ସମୟ ରେ ଆଦିତ୍ୟ ଙ୍କ ମୃତ୍ୟୁ କୁ ନେଇ ଗୋଟିଏ ପଟେ ଚିନ୍ମଇ ତ ଆଉ ଗୋଟିଏ ପଟେ ବିଦ୍ୟାଶ୍ରୀ ସେମିତି ରେ ଏହି ଦୁହିଁଙ୍କ ମଧ୍ୟ ରୁ ପ୍ରଥମେ ବିଦ୍ୟାଶ୍ରୀ ଙ୍କର କୈଣସି ବି କଥା ରେ ତାଳ ମେଳ ରହୁ ନ ଥିଲା । ସେହିଥି ପାଇଁ ପ୍ରତକ୍ଷ୍ୟ ରେ ହେଉ ବା ପରକ୍ଷ୍ୟ ରେ ଏବେ ଚିନ୍ମଇ କୁ ଆଦିତ୍ୟ ଙ୍କ ମୃତ୍ୟୁ ମାମଲା ରେ ଯୋଡିତ କରା ଯାଉଛି ।tukiyuik

ସେହି ପରି ଭାବେ ବର୍ତମାନ ସମୟ ରେ କିଛି ନିର୍ଦିଷ୍ଟ ଲୋକ ମାନେ ଏବଂ ପୋଲିସ୍ ବି ଚିନ୍ମଇ କୁ ସାଇକୋ ର ଆଖ୍ୟା ବି ଦେଇ ସାରିଛନ୍ତି ତେବେ ଆମେ ଆଜି ଆପଣ ମାନଙ୍କୁ ଏହି ଉପରେ ସଂଙ୍ଖିପ୍ତ ରେ କହିବୁ ତେବେ ବନ୍ଧୁଗଣ ଏବେ ଜାଣି ରଖନ୍ତୁ ଚିନ୍ମଇ ମହାପାତ୍ର ଯିଏ କି ଜଣେ ବାଲେଶ୍ୱର ର ଝିଅ । ତାଙ୍କ ର କହିବା ମୁତାବକ ସେ ଆଦିତ୍ୟ ଙ୍କ ଫେସବୁକ୍ ରୁ ହିଁ ତାଙ୍କୁ ଭଲ ପାଇ ବସି ଥିଲେ, ଏବଂ ପରେ ସେମାନେ ଦୁହେଁ ଦେଖା ସାକ୍ଷାତ ବି କରି ଥିଲେ ତଥା ଯେବେ ବି ଚିନ୍ମଇ ଙ୍କ କାମytuyi980p

ଭୁବନେଶ୍ୱର ରେ ରହିଲେ ସେ ଜାଇ ଆଦିତ୍ୟ ଙ୍କୁ ଦେଖା କରନ୍ତି ଏବଂ ପରେ ସେମାନଙ୍କ ସଂମ୍ପର୍କ କେବଳ 5 ମାସ ରହି ଥିବା ବେଳେ ପରେ କଣ ପାଇଁ ଆଦିତ୍ୟ ବିଦ୍ୟାଶ୍ରୀ ଙ୍କୁ ବିବାହ କରିଲେ ସେହି ବିଷୟ ରେ କୈଣସି ବି ବର୍ତମାନ ସମୟ ରେ ଧାରଣା ନାହିଁ , ଏବଂ ଏମିତି କି ଆଦିତ୍ୟ ବିଦ୍ୟାଶ୍ରୀ ଙ୍କୁ ବିବାହ କରିବା ସଂମ୍ପର୍କ ରେ ଚିନ୍ମଇ ଙ୍କୁ ଜଣେଇ ନ ଥିଲେ । ସେହି ପରି ଏହି ସବୁ କୁ ନେଇ ଚିନ୍ମଇ ଙ୍କ କହିବା କଥା ଅନୁସାରେ ଏହି ନିକଟ ରେ ତାଙ୍କhuy8iu

ପିତା ଙ୍କ ମୃତ୍ୟୁ ହୋଇ ଥିବା ବେଳେ ସେ ଆଦିତ୍ୟ ଙ୍କ ସହିତ ବିବାହ କରିବା ପରିସ୍ଥିତି ରେ ବି ନ ଥିଲେ , ସେହି ପରି ବେଳେ ବର୍ତମାନ ସମୟ ରେ ବିଦ୍ୟାଶ୍ରୀ ଙ୍କ ପରିବାର ତଥା କିଛି ନିର୍ଦ୍ଧିଷ୍ଟ ଲୋକ କଣ ପାଇଁ ସାଇକୋ ବୋଲି କହୁଛନ୍ତି ସେହି ବିଷୟ ରେ ତାଙ୍କର କିଛି ବି ଧାରଣା ନାହିଁ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *