ମହିଳାଙ୍କ କେଉଁ ଅଙ୍ଗ ଛୁଇଁଲେ ପୁରୁଷଙ୍କ ଭାଗ୍ୟ ବଦଳିଯାଏ ଆଜି ହିଁ ଛୁଇଁ ଦିଅନ୍ତୁ

ଆମେ ଆଜି ଆପଣଙ୍କୁ କହିବା ପାଇଁ ଜାଉଛୁ କି ମହିଳା ଙ୍କ କେଉଁ ଅଙ୍ଗ କୁ ଛୁଇଁବା ଦ୍ବାରା ମିଳିଥାଏ ଦୁନିଆଁ ର ଅପୂର୍ବ ଶାନ୍ତି ଏବଂ ପୁରୁଷ ଙ୍କ ଭାଗ୍ୟ ବଦଳି ଜାଇ ଥାଏ । ଆପଣଙ୍କୁ କହି ଦେଉଛୁ କି ମହିଳା ହେଉଛନ୍ତି ଗୋଟିଏ ମାଁ ର ରୁପ ସହିତ ସମାନ , ପୂର୍ବ ପୁରୁଷ ଏମିତି ବେଳେ କହିଛନ୍ତି ଯେ ଆପଣ ଯଦି କେବେ ନିଜ ସ୍ତ୍ରୀ କୁ ଅତ୍ୟାଚାର କରୁଛନ୍ତି ବା ଅନ୍ୟ କେହି ମହିଳା ଙ୍କୁ ବି , ତେବେ ଆପଣଙ୍କ ଉପରେ ଏହି ଦଶା ପଡିବ ବୋଲି ଜଣା ଜାଇଛି , ଓ ଏମିତି ରେ ଏହାର ଗୋଟିଏ ହିଁ ପ୍ରତିକାର ରହିଛି ତାହା ହେଉଛି ଜାହାଙ୍କ ସହିତ ଆପଣ ଅତ୍ୟାଚାର କରିଥିଲେ ତାଙ୍କର ପାଦ ଆପଣଙ୍କୁ ରାତି ସମୟ ରେ ଛୁଇଁବା ପାଇଁ ପଡିବ , ସେ ହୁଏତ ଆପଣଙ୍କ ସ୍ତ୍ରୀ ହେଉ ବା କୈଣସି ମହିଳା  ଆପଣ ଏପରି କରିଲେ ହିଁ ଏହି ଦଶା ରୁ ହିଁ ମୁକ୍ତି ମିଳିବ ବୋଲି ବହୁତ ଜ୍ୟୋ ତିଷ ଓ ଶାସ୍ତ୍ର ବିଦ୍ ମାନେ କହିଛନ୍ତି । ହେଲେ ହଁ ଆମେ ଯେଉଁ ଅଙ୍ଗ କୁ ଏଠାରେ ଛୁଇଁବା କଥା କହୁଛୁ ତାହା ଆପଣ ମାନେ ନିଜ ସ୍ତ୍ରୀ ଙ୍କର ଛୁଇଁବା ଉଚିତ୍ ହେବ ନାହିଁ , ଯେବେ ଆମେ ମାନେ କାହାର ବି ପାଦ ଛୁଇଁ ଥାନ୍ତି ତେବେ ସେହି ସମୟ ରେ ତାଙ୍କର ଦୁଇ ହାତ ଆପେ ଆପେ ଆସି ଆମର ମୁଣ୍ଡ ଉପରେ ଲାଗି ଯାଏ , ଆଉ ଏହା ଆମ ପାଇଁ ଆଶ୍ରୀବାଦ ର ପ୍ରତୀକ ହୋଇ ଥାଏ । ଏବଂ ଏହା ଆମ ମଧ୍ୟ ରେ ଏକ ସାକାରାତ୍ମକ ଉର୍ଜା ତିଆରି କରି ଥାଏ , ହେଲେ ଏହି ପାଦ ଛୁଇଁବା ସେତେ ବେଳେ ହିଁ କାମ କରି ଥାଏ ଯେତେ ବେଳେ ଆପଣ ମାନେ ମନ ରେ ସାକାରାତ୍ମକ ଭାବନା ରଖି ପାଦ ଛୁଇଁବେ ତେବେ ଜାଇ ଆପଣ ମାନଙ୍କୁ ଏହାର ସଫଳତା ମିଳିବ । ସେମିତି ରେ କିଛି ବଡ ବଡ ଶାସ୍ତ୍ର ବିଦ୍ ଙ୍କ କହିବା ଅନୁସାରେ ବ୍ୟକ୍ତି ଙ୍କୁ ସମୟ ରେ ଯେକୈଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବ ରୁ ମହିଳା ମାନଙ୍କ ପାଦ ଛୁଇଁବା ତଥା ମାଆ ଙ୍କ ପାଦ ଛୁଇଁ ଆଶ୍ରୀବାଦ ନେବା ଆବଶ୍ୟକ ହୋଇ ଥାଏ ।ଏମିତି ରେ ଆମେ ମାନେ ଯେତେ ବେଳେ ପାଦ ଛୁଇଁ ଥାନ୍ତି ତେବେ ସେମାନଙ୍କ ଦୁଇ ହାତ ଆମ ମୁଣ୍ଡ ଉପରେ ଲାଗି ଆସି ଥାଏ । ଜାହା ଆମ ମାନଙ୍କ ମଧ୍ୟ ରେ ସାକାରାତ୍ମକ କ୍ଷେମତା ସୃଷ୍ଟି କରି ଥାଏ । ମହିଳା ଙ୍କ ପାଦ ଛୁଇଁବା ବେଳେ ମନ ରେ ବିଶ୍ୱାସ ରଖି ଛୁଇଁଲେ ଆପଣ ମାନଙ୍କ ସବୁ କାମ ରେ ସଫଳତା ମିଳି ଥାଏ । ତେବେ ମନେ ରଖିବେ ନିଜ ପତ୍ନୀ ଙ୍କ ପାଦ କେବେ ବି ଛୁଇଁନ୍ତୁ ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Love To Share

Leave a Reply

Your email address will not be published. Required fields are marked *