Top 5 ଓଡ଼ିଆ ହିରୋଇନଙ୍କ ଭାଇମାନଙ୍କୁ ଆଗରୁ କେବେ ଦେଖିନଥିବେ

dffgrytuy8i

ଆପଣ ମାନେ ଓଲିଉଡ ର ଅଭିନେତ୍ରୀ ମାନଙ୍କୁ ନିଶ୍ଚିତ ଭାବେ ଜାଣି ଥିବେ ତେବେ ଆମେ ଆଜି ଆପଣ ମାନଙ୍କୁ ଓଲିଉଡ ର ଏହି ଅଭିନେତ୍ରୀ ମାନଙ୍କ ଭାଈ ମାନଙ୍କ ବିଷୟରେ କହିବୁ ଏବଂ ସେମାନଙ୍କ ଫୋଟ ବି ଆପଣ ମାନଙ୍କୁ ଦେଖେଇବୁ ତେବେ ଏହି ବିଷୟ ରେ ଜାଣିବା ପାଇଁଁ ଆପଣ ମାନଙ୍କୁ ବାସ୍ ସେଷ ଯାଏ ପୋଷ୍ଟ କୁ ପଢିବା ପାଇଁ ପଡିବ ତେବେ ଏହି ଲିଶ୍ଟ ରେ ପ୍ରଥମ ନମ୍ବର ରେ ଆସୁଛନ୍ତି ଏଲିନା ସାମନ୍ତରାୟ ଏବଂ ଇଏ ହେଲେ ଏଲିନା ଙ୍କ ଭାଈ ଯିଏ କି ବର୍ତମାନ ସମୟ ରେ ଇଞିନନିୟରିଂ କରିବାରେ ଲାଗିଛନ୍ତି ।fgytjiyiolihe

ଏହା ପରେ ଦୁଇ ନମ୍ବର ରେ ଆସୁଛନ୍ତି ଭୂମିକା ଦାସ୍ ତେବେ ବନ୍ଧୁଗଣ ଇଏ ହେଲେ ଭୂମିକା ଦାସ୍ ଙ୍କ ଭାଈ ଏବଂ ସେ ବର୍ତମାନ ସମୟ ରେ ଭୂବନେଶ୍ୱର ରେ ରହିଛନ୍ତି ,ସେହି ପରି ବନ୍ଧୁଗଣ ତିନି ନମ୍ବର ଅଭିନେତ୍ରୀ ଙ୍କ ବିଷୟ ରେ କହିବା ତେବେ ତିନି ରେ କୋୟେଲ୍ ବେନାର୍ଜି ଆପଣ ମାନେ ନିଶ୍ଚିତ ଭାବେ କୟେଲ୍ ଙ୍କୁ ଜାଣି ଥିବେ ଏବଂ ତେବେ ଏ ହେଲେ ତାଙ୍କର ଭାଈ ଏବଂ ଏହି ଦିନ ରେ ଏମାନେ ସୋସିଆଲ ମିଡିଆ ରେ ଦେଖିବା ପାଇଁ ମିଳି ଥିଲେ । ସେହି ପରି ଆପଣ ମାନେ ତାରା ତାରୀଣୀ ସିରିଏଲ ର ଲିପି ଙ୍କର ବହୁତ ଭଲ ଅଭିନୟ ଦେଖି ଥିବେ ତେବେ ବନ୍ଧୁଗଣhukuhas

ତାଙ୍କର ଭାଈ ହେଲେ ଇଏ ଆଗରୁ ଲିପି ବହୁତ ସାରା ପରିଚୟ ସୃଷ୍ଟି କରି ଥିବା ବେଳେ ଏହି ଦିନ ରେ ସେ ନିଜର ପରିଚୟ ସିରିଏଲ ମାନଙ୍କ ରେ ଛାଡିବାରେ ଲାଗିଛନ୍ତି । ସେହି ପରି ଆମେ ଓଲିଉଡ ଅଭିନେତ୍ରୀ ଜିନା ଙ୍କ ବିଷୟ ରେ କହିବା ତେବେ ଆପଣ ମାନେ ଜିନା ଙ୍କୁ ବହୁତ ଭଲ ଭାବେ ଜାଣି ଥିବେ ଆଲବମ୍ ଜଗତ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଥିବା ଏହି ଅଭିନେତ୍ରୀ ତାଙ୍କର ଭାଈ ଜଣେ ଗମେଣ୍ଟ ସର୍ଭେଣ୍ଟ ରହିଛନ୍ତି,huliaWS

ସେହି ପରି ଚାଇଣ୍ଟ ଆର୍ଟିଷ୍ଟ ରୁ ନିଜର କେରିଅର ଆରମ୍ଭ କରି ଆଜିର ଦିନ ର ଜଣେ ସଫଳ ଅଭିନେତ୍ରୀ ଭାବେ ପରିଚିତ ହୋଇ ଥିବା ନିକିତା ଙ୍କୁ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ତେବେ ଏ ହେଲେ ତାଙ୍କର ଭାଈ  ସେମିତି ରେ ନିକିତା ଙ୍କ ଭାଈ ଜଣେ ସୋଫ୍ଟୱୁଆର ଇଞିନିୟରଂ କରୁ ଥିବା ସମୟ ରେ ଏବେ ସେ ଜବ୍ ଆଶା ରେ ରହିଛନ୍ତି , ତେବେ ଏହି ସବୁ ଅଭିନେତ୍ରୀ ମାନଙ୍କ ଭାଈ ମାନେ କେମିତି ଲାଗିଲେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇବେ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *