ମାର୍ଗଶୀର ମାସ ଗୁରୁବାର | କରନ୍ତୁ ନାହିଁ ( ୧୦ଟି କାମ ) – ସର୍ବନାଶ ହେବ |

ffdhnghhmk

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ  ବନ୍ଧୁଗଣ ମାର୍ଗଶୀର ମାସ ଗୁରୁବାର ଦିନ ରେ ଭୁଲ ରେ ବି କରନ୍ତୁ ନାହିଁ ଏହି ସବୁ କାମ ବନ୍ଧୁଗଣ ହିନ୍ଦୁ ଶାସ୍ତ୍ର ଅନୁସାରେ ଦେବ ଗୁରୁ ବୃହସ୍ପତି ଙ୍କୁ ପୂଜା ଅର୍ଚ୍ଚନା କରାଯାେ ଗୁରୁବାର ମାତା ଲକ୍ଷ୍ମୀ ଙ୍କର ଅତି ପ୍ରିୟ ଦିନ ହୋଇଥାଏ । ଅନ୍ୟ ଗୁରୁବାର ଅପେକ୍ଷା ମାର୍ଗଶୀର ମାସ ଗୁରୁବାର ମାତା ମାତା ଲକ୍ଷ୍ମୀ ଙ୍କର ଅତି ପ୍ରିୟ ଦିନ ହୋଇଥାଏ । ଏହି ଦିନ ମାତା ଲକ୍ଷ୍ମୀ ଙ୍କର ପୂଜା ଅର୍ଚ୍ଚନା କରିବା ଦ୍ୟାରା ମାତା ଙ୍କର ଗୃହ କୁ ଆଗମନ ହୋଇଥାଏ ।dsvdgbng

ଜୌତିଷ ଶାସ୍ତ୍ର ଅନୁସାରେ ବୃହସ୍ପତି ଙ୍କୁ ଦେବତା ବୋଲି କୁହାଯାଏ , ଏଭଳକି ଆମ ଜୀବନ ର ସୁଖ ର ଚାବି କାଠି ମଧ୍ୟ ବୃହସ୍ପତି ଙ୍କ ଠାରେ ରହିଛି ବୋଲି କୁହାଯାଇ ଥାଏ । ଜୌତିଷ ଶାସ୍ତ୍ର ଅନୁସାରେ ଏହା ମଧ୍ୟ କୁହା ଯାଇଛି କି ବୃହସ୍ପତି ଙ୍କ ଯାହା ଉପରେ ପଡିଥାଏ , ସେହି ବ୍ୟକ୍ତି ଙ୍କ ଜୀବନ ରେ ଦୁଃଖ କେବେ ହେଲେ ପ୍ରବେଶ କରେ ନାହିଁ । ତେବେ ଆଜି ଆସନ୍ତୁ ଜାଣିନବା ଗୁରୁବାର ଦିନ କଣ କରିବା ଉଚିତ ଏବଂ କଣ ନ କରିବା ଉଚିତ । ଏଥି ସହିତ ବୃହସ୍ପତି ବାର ଅର୍ଥାତ ଗୁରୁବାର ଦିନ କମ କରିଲେ କେଉଁ ଫଳ ମିଳିଥାଏ ।bg ghmh

1. ଗୁରୁବାର ରେ ବିଳମ୍ବ ଯାଏ ଶୋଇ ରୁହନ୍ତୁ ନାହିଁ । ଏହି ଦିନ ସକାଳୁ ଉଠି ପ୍ରଥମେ ଘର ଦେୟାର ସଫା କରିବା ଆବଶ୍ୟକ ।
2. ସକାଳୁ ପୂଜା କରିବା ସମୟ ରେ ବାସି ବିଛଣା ପଡି ରହିବା ଅନୁଚିତ । ପ୍ରଥମେ ବାସି ବିଛଣା ଉଠାଇ ଘର ଝାଡୁ ମାରି ସାରିବା ପରେ ସ୍ନାନ କରି ପୂଜା କରିବା ଉଚିତ ।
3. ଗୁରୁବାର ଦିନ ତୁଳସୀ ଅଗଣା ରେ ପୂଜା କରି ସାରିବା ପରେ ଠାକୁର ଘରେ ପୂଜା କରନ୍ତୁ ।
4. ଗୁରୁବାର ବୃହସ୍ପତି ଙ୍କୁ ସର୍ମପିତ ହୋଇଥିବାରୁ ଦେବ ଗୁରୁ ଙ୍କ ପ୍ରିୟ ହଳଦିଆ ବସ୍ତ୍ର ପରିଧାନ କରନ୍ତୁ । ଭଗବାନ ବିଷ୍ନୁ ଙ୍କର ମଧ୍ୟ ଳଦିଆ ରଉ୍ଗ ପ୍ରିୟ ହୋଇଥାଏ । ତେଣୁ ଗୁରୁବାର ଦିନ ଭଗବାନ ବିଷ୍ନୁ ଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ ।ghnjgmkh

5. ଗୁରୁବାର ରେ ହଳଦିଆ ରଙ୍ଗ ର ବସ୍ତୁ ଦାନ କରିବା ଶୁଭ ବୋଲି କୁହାଯାଏ । ଏହି ଦିନ ଙଳଦି ଚଣା ଡାଲି କିମ୍ବା କଦଳୀ ଦାନ କରନ୍ତୁ ।ଏହା ସହିତ ବୃହସ୍ପତି ଙ୍କ ମନ୍ତ୍ର 108 ଥର ଯପ କରନ୍ତୁ ।
6. ଗୁରୁବାର କୁ ମାତା ମାଆ ଲକ୍ଷ୍ମୀ ଙ୍କର ବାର ବୋଲି କତୁହା ଯାଇଥାଏ , ତେଣୁ ଏହି ଦିନ ରେ ଲାଲ ରଙ୍ଗର କପଡା ଉପରେ ଶ୍ବେତ ରଙ୍ଗର ଧାନ ରଖି ଲକ୍ଷ୍ମୀ ଙ୍କର ପ୍ରତିମା ନିକଟ ରେ ପୂଜା କରାନ୍ତୁ । କିଛି ଧଳା ଫୁଲ ମଧ୍ୟ ମାଆ ଙ୍କୁ ଅର୍ପଣ କରନ୍ତୁ ।
7. ଗୁରୁବାର ଦିନ ଘରେ ଭୁଲ ରେ ଆମିଶ କରନ୍ତୁ ନାହିଁ କି ଖାଆନ୍ତୁ ନାହିଁ ।bngfhnjg

8. ଗୁରୁବାର ଦିନ ଦିବା 12 ଘଟିକା ପରେ କାହାକୁ ବି ଭିକ୍ଷା ଦିଅନ୍ତୁ ନାହିଁ । ଏହି ବାର ରେ ଟଙ୍କା କାହାକୁ ଧାର ଦିଅନ୍ତୁ ନାହିଁ । ଏପରି କରିବା ଦ୍ୟାରା ମାତା ଲକ୍ଷ୍ମୀ ଘରୁ ଛାଡି ଚାଲି ଯାଇଥାନ୍ତି ।
9. ଗୁରୁବାର ର ସଂନ୍ଧ୍ୟା ସମୟ ରେ ଶୋଇବା କିମ୍ବା ମୁଣ୍ଡ କୁଣ୍ଡାନ୍ତୁ ନାହିଁ ।
10. ସଂନ୍ଧ୍ୟା ସମୟ ରେ ଘରେ ଧୁଣା ଧୂପ ଘର ର ଚାରି ପଟେ ବୁଲାନ୍ତୁ । ଏହା ଦ୍ୟାରା ଘର ର ବାତା ବରଣ ଶୁଦ୍ଧ ହେବା ସହିତ ଘରେ ଥିବା ନକରାମ୍ତକ ଶକ୍ତି ଦୂର ହୋଇ ଥଏ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *