ଏତେ ସୁନ୍ଦରୀ ହୋଇଗଲେଣୀ ଟିଭି ସିରିଏଲ ମହାରାଣା ପ୍ରତାପ ର ଏହି ବାଳ ଅଭିନେତ୍ରୀ ।

Actress

ବନ୍ଧୁଗଣ ଫିଲ୍ମ ଏବଂ ଟିଭି ସିରିଏଲ ରେ ସବୁ ସମୟ ରେ ଚାଇଲ୍ଡି କଳାକାର ଙ୍କର ହିଁ କ୍ରେଜ୍ ରହି ଥାଏ ଯେଉଁ ପରି ଲୋକ ମାନେ ଫିଲ୍ମ ରେ ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କୁ ଦେଖା କରି ଥାନ୍ତି, ସେହି ପରି ଭାବେ ଏହି ଚାଇଲ୍ଡି କଳାକାର ମାନେ ନିଜର ଅଭିନୟ ରେ ଲୋକ ମାନଙ୍କ ହୃଦୟ ରେ ସ୍ଥାନ ବନେଇଛନ୍ତି । ଆମେ ଆଜି ଆପଣ ମାନଙ୍କୁ ଏମିତି ଜଣେ ଚାଇଲ୍ଡି କଳାକାର ଙ୍କ ବିଷୟ ରେ କହିବା ପାଇଁ ଯାଉଛୁ ଯାହାକୁ ସନି ଟିଭି ର ସୋ ବୀର ପୂତ୍ର ପ୍ରତାପ୍ ର ଦେଖିବା ପାଇଁ ମିଳି ଥିଲା । ଯେଉଁ ଠାରେ ଚାଇଲ୍ଡି କଳାକାର ଅଭିନେତ୍ରୀ ଭାବେ ରାନୀ ଅଜବ୍ଜି ଙ୍କ ଭୂମିକା ରେ ରହି ଥିଲେ ।

ତେବେ ଆପଣ ମାନଙ୍କୁ ଜଣେଇ ଦେବୁ କି ଏହି ରାନୀ ଅଜବ୍ଜି ଙ୍କ ଭୂମିକା ରେ ରହି ଥିବା ଏହି କଳାକାର ଙ୍କ ନାମ ରୋସ୍ନୀ ବାଲିଆ ଅଟେ ଏବଂ ମହାରାଣା ପ୍ରତାପ୍ ପରେ ପରେ ରୋସ୍ନୀ ବାଲିଆ ଲମ୍ଭା ସମୟ ଯାଏ ଗାୟେବ୍ ହୋଇ ଜାଇ ଥିଲେ । ସେ ନିଜର ପାଠ ପଢା ସହିତ ଅଭିନୟ ବି କରି ଥିଲେ ଏବଂ ବର୍ତମାନ ସମୟ ରେ ତାଙ୍କର ସ୍କୁଲ ଶିକ୍ଷା ଶେଷ ହୋଇ ସାରିଛି ।

Roshni

ଏବଂ ରୋସ୍ନୀ ବାଲିଆ ଆଜି ବହୁତ ବଡ ବି ହୋଇ ସାରିଛନ୍ତି ଏବଂ ବହୁତ ସୁନ୍ଦର ବି ଦେଖା ଜାଇ ଥାନ୍ତି । ବର୍ତମାନ ସମୟ ରେ ତାଙ୍କର ସଂମ୍ପର୍ଣ୍ଣ ଧ୍ୟନ ତାଙ୍କର ଆସୁ ଥିବା ଫିଲ୍ମ କେରିଅର ରେ ରହିଛି । ପ୍ରଥମ ସିରିଏଲ ମହା ରାଣା ପ୍ରତାପ୍ ରେ ରାଣୀ ଅଜବ୍ଦି ପାଇଁ ବେଷ୍ଟ ଆୱର୍ଡ ବି ମିଳି ସାରିଛି , ଏବଂ ପରେ ପରେ ସେ ବଲିଉଡ ଫିଲ୍ମ ମାଇ ଫ୍ରେଣ୍ଡ ଗଣେଷ , ମଛ୍ଲି ଜଲ୍ଲ କି ରାନୀ ରେ ବି କାମ କରି ଥିବାର ଦେଖିବା ପାଇଁ ମିଳି ଥିଲା ।

ଏକ ଛୋଟ ସହର ରୁ ଆଜି ରୋସ୍ନୀ ବାଲିଆ ବହୁତ ବଡ ନାମ କମେଇବା ପାଇଁ ଯାଉଛନ୍ତି । ରୋସ୍ନୀ ବାଲିଆ ଙ୍କ ଜନ୍ମ 20 ସେପ୍ଟେମ୍ବର 2001 ରେ ହୋଇ ଥିଲା ଏବଂ ସେ ଉତ୍ତର ପ୍ରଦେଶ ର ଇହ୍ଲା ବାଦ୍ ରେ ହୋଇ ଥିଲେ ।

Roshni Walia

ବର୍ତମାନ ସମୟ ରେ ସେ 19 ବର୍ଷ ର ହୋଇ ସାରିଛନ୍ତି ଏବଂ ନିଜର ଫିଲ୍ମ କେରିଅର ବନେଇବା ପାଇଁ ସେ ମୁମ୍ବାଇ ରେ ନିଜର ମାଆ ଏବଂ ଭଉଣୀ ଙ୍କ ସହିତ ରହୁଛନ୍ତି । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *