ସ୍ୱାମୀ ସ୍ତ୍ରୀ କୁ କରୁ ଥିଲେ ଅଟକି ରହିଗଲା ଏହି ଜିନିଷ ! ଡାକିବାକୁ ପଡିଗଲା ଡାକ୍ତର

ବନ୍ଧୁଗଣ ଏହି ଦିନ ରେ ଉତ୍ତର ପ୍ରଦେଶ ଠାରେ ଦେଖିବା ପାଇଁ ମିଳିଛି ଏମିତି କିଛି ଘଟଣା ଜାହା ସମସ୍ତ ମୁଣ୍ଡ ଖରାପ କରି ଦେଇଛି , ତେବେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ସେମିତି କିଛି ଜିନିଷ ବିଷୟ ରେ କହିବୁ କହିବୁ ଜାହା ଆପଣ ମାନେ କୋପୁଲ ହୋଇ ଥିଲେ ନିଶ୍ଚିତ ଭାବେ ଜାଣିବା ଉଚିତ୍ ସ୍ୱାମୀ ସ୍ତ୍ରୀ ଏପରି କିଛି କାମ କରୁ ଥିଲେ ଏବଂ ହଠାତ୍ ଅଟକି ଜାଇ ଥିଲା ଏହି ଜିନିଷ ଏବଂ ପରେ ସେମାନଙ୍କୁ ଡାକ୍ତର ଡାକିବା ପାଇଁ ପଡି ଥିଲା । ତେବେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ,

ଏହି ଘଟଣା ଟି ଉତ୍ତର ପ୍ରଦେଶ ର ହୋଇ ଥିବା ବେଳେ ବନ୍ଧୁଗଣ ଘଟଣା ଅନୁସାରେ ସ୍ୱାମୀ ସ୍ତ୍ରୀ ଙ୍କୁ ଫିଲେମ୍ କଣ୍ଡମ ର ବ୍ୟବହାର କରିିବା ଆସି ନ ଥିବା ବେଳେ ସେମାନେ କିଛି ଅସୁବିଧା କରି ଦେଇଛନ୍ତି , ସାଧାରଣ ଭାବେ ପୁରୁଷ ଙ୍କ ଭଳି ମହିଳା ମାନଙ୍କର କଣ୍ଡମ ରହିଛି ଜାହା ଦେଖିବା ପାଇଁ ବହୁତ ବଡ ହୋଇ ଥାଏ । ଏବଂ ଏହା ସବୁ କଣ୍ଡମ ର ବ୍ୟବହାର ର ତରିକା କି ସମାନ ହୋଇ ଥାଏ , ତେବେ ବନ୍ଧୁଗଣ ସାଧାରଣତଃ କହିବା ପାଇଁ ଏହାକୁ ମହିଳା ଙ୍କ ଅଙ୍ଗ ରେ ପ୍ରବେଶ କରେଇ ଲ୍ୟବ୍ରିକାଣ୍ଡ ତେଲ ର ବ୍ୟବହାର କରା ଯାଏ , ଏବଂ ସାଧାରଣ ଭାବେ ଏହା ବ୍ୟବହାର କରିବା ଅଧିକ କଷ୍ଟ ମଧ୍ୟ ହୋଇ ଥାଏ ।

ତେଣୁ ବହୁତ କୋପୁଲ ମାନେ ଏହାକୁ ବ୍ୟବହାର କରନ୍ତି ନାହିଁ , ଏକ ରିସର୍ଚ୍ଚ ରୁ ଜଣା ପଡିଛି ମହିଳା ମାନଙ୍କ କଣ୍ଡମ ବ୍ୟବହାର ରେ ପୁରୁଷ ମାନେ କେବେ ବି ସନ୍ତୁଷ୍ଟ ରହି ନ ଥାନ୍ତି , ତେବେ ଏଠାରେ ହୋଇ ଥିବା ଘଟଣା ଅନୁସାରେ ଉତ୍ତର ପ୍ରଦେଶ ର ନୋଇଡା ରେ ଏହି ଦମ୍ପତୀ ସଂମ୍ପର୍କ ସ୍ଥାପନା କରୁ ଥିବା ସମୟ ରେ ଏମାନଙ୍କ ସେହି ଫିଲେମ୍ କଣ୍ଡମ୍ ଟି ଭିତର କୁ ଚାଲି ଜାଇ ଥିଲା ,

ପରେ ସେମାନେ ବହୁତ ଅସୁବିଧା ରେ ପଡି ଥିଲେ ସେମାନେ ମହିଳା ଡାକ୍ତର ଙ୍କ ସହିତ ପରାମର୍ଶ କରି ଥିଲେ । ହେଲେ କିଛି ବି ସୁବିଧା ହୋଇ ନ ଥିଲା ଯେତେ ଚେଷ୍ଟା କରିଲେ ମଧ୍ୟ ତାହା ବାହାର କରି ପାରି ନ ଥିଲେ ମହିଳା ଡାକ୍ତର ପରେ ବନ୍ଧୁଗଣ ବିଗତ ଏକ ମାସ ପରେ ସେହି ମହିଳା ଙ୍କ ଅଙ୍ଗ ମଧ୍ୟ ରୁ କଣ୍ଡମ୍ କୁ ବାହାର କରିବା ରେ ସକ୍ଷ୍ୟମ ହୋଇ ଥିଲେ ମହିଳା ଡାକ୍ତର , ଏହି ନେଇ ସେହି ମହିଳା ଡାକ୍ତର ଲକ୍ଷ୍ମୀ ପ୍ରିୟା ଦୁବେ କହିଛନ୍ତି ଏହା

ଏକ ବହୁତ ଦୁର୍ଲଭ ଘଟଣା ଅଟେ ଏମିତି କେବେ କେବେ ହୋଇ ଥାଏ ହେଲେ କେବେ ବି ଏମିତି ଘଟଣା ସେ ଆଗରୁ ଦେଖିବା ପାଇଁ ପାଇ ନ ଥିଲେ ଏହା ତାଙ୍କ ପାଇଁ ପ୍ରଥମ କେସ୍ ହୋଇ ଥିବା ବେଳେ ସେହି ରବର କଣ୍ଡମ୍ କୁ ସେ ଏକ ମାସ ପରେ ବାହାର କରିବାରେ ସକ୍ଷ୍ୟମ ହେଲେ ବୋଲି କହିଛନ୍ତି , ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *