ସ୍ଵାମୀଙ୍କୁ ରାତିରେ ଖୁସି କରିବା ପାଇଁ କରନ୍ତୁ ଏହି ସରଳ ଉପାୟ ସବୁବେଳେ ରହିବ ଭଲ ବୁଝାମଣା

ବର୍ତମାନ ସମୟ ରେ ନିଜର ବୈବାହିକ ଜିବନ କୁ ନେଇ ବାଦ ବିବାଦ ସବୁ ସମୟ ରେ ସୃଷ୍ଟି ହେଉଛି । ଜାହା ଫଳ ରେ ପରିବାର ରେ ବିଶୃଙ୍ଖଳା ଲ ସୃଷ୍ଟି ହେଉଛି , ସେହିଥି ପାଇଁ ସବୁ ବେଳେ ଦାମ୍ପତ୍ୟ ଜିବନ କୁ ସୁଖ ମୟ କରିବା ଉଚିତ୍ , ତେବେ ବନ୍ଧୁଗଣ ଦାମ୍ପତ୍ୟ ଜିବନ କୁ ସୁଖ ମୟକରିବା ପାଇଁ ସ୍ତ୍ରୀ ମାନଙ୍କର ବିଶେଷ ଦାୟୁତ୍ୱ ରହି ଥାଏ । ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ସରଳ ଉପାୟ ବିଷୟ ରେ କହିବା ପାଇଁ ଯାଉଛୁ ଜାହା ଦ୍ୱାରା ଆପଣ ମାନେ ନିଜ ସ୍ୱାମୀ କୁ ଖୁସୀ ରେ ରଖି ପାରିବେ । ଯେତେ ବେଳେ ବୈବାହିକ ଜିବନ ଆରମ୍ଭ ହୋଇ ଥାଏ। ତେବେ ସେହି ସମୟ ରେ ଦାମ୍ପତ୍ୟ ଜିବନ ବହୁତ ସୁଖ ମୟ ହୋଇ ଥାଏ । ହେଲେ ଧିରେ ଧିରେ ବିବାଦ ସୃଷ୍ଟି ହୋଇ ଥାଏ , ଏହାର କାରଣ ହେଲା ପରସ୍ପରର ମଧ୍ୟ ରେ ବୁଝାମଣା ରେ ଅଭାବ ରହି ଥାଏ । ତେବେ  ସେହି ପରିଆପଣ ମାନେ ତାଙ୍କୁ କାର୍ଯ୍ୟ ରୁ ଫେରିବା ମାତ୍ରକେ ଗୋଟିଏ ଥଣ୍ଡା ପାଣି ଗ୍ଲାସ୍ ପିଇବା ପାଇଁ ଦେଇ ପାରିବେ ,ଏବଂ ଖାଇବା ପାଇଁ କୁହନ୍ତୁ , ସେହି ପରି ଆପଣ ମାନଙ୍କ ସ୍ୱାମୀ ଙ୍କୁ କିଛି ଗୁରୁତ୍ୱ ପୂର୍ଣ୍ଣ କଥା ବିଷୟ ରେ କହିବାର ରହିଛି । ତେବେ କେବେ ବି ସ୍ୱାମୀ ମାନେ ଘରକୁ ଫେରିବା ସମୟ ରେ କୁହନ୍ତୁ ନାହିଁ । ଏହାକୁ କେବଳ ଆପଣ ମାନେ ରାତିରେ ଶୋଇବା ସମୟ ରେ ହିଁ କହିବା ପାଇଁ ଚେଷ୍ଟା କରନ୍ତୁ । ସେହି ପରି ଆପଣ ମାନଙ୍କ ସ୍ୱାମୀ ଙ୍କ ସହିତ ଉତ୍ତମ ସଂମ୍ପର୍କ ରଖିବା ପାଇଁ ସମୟ ସମୟ ରେ କିଛି ଗିଫ୍ଟ ଦେଇ ପାରିବେ , ଏମିତି ହେଲେ ବି ସଂମ୍ପର୍କ ସୁଦୃଢ ହୋଇ ଥାଏ,ପରିବାର ସେତେ ବେଳେ ସୁଖ ରେ ରହିବ ଯେତେ ବେଳେ ଆପଣ ଙ୍କ ସ୍ୱାମୀ ପିଲା ଛୁଆ , ଏବଂ ଆପଣ ମାନଙ୍କ ସାଶୁ ସସୁର ଖୁସୀ ରେ ରହିବେ । ଜାହା ଦ୍ୱାରା ଆପଣ ମଧ୍ୟ ଖୁସୀ ରେ ରହିବେ , ତେବେ ଏହା ପାଇଁ ଉପାୟ ରହିଛି ପ୍ରତି ଦିନ ଆପଣ ମାନଙ୍କ ସ୍ୱାମୀ କାମରୁ ଫେରିବା ସମୟ ରେ ଆପଣ ମାନଙ୍କ ମୁହଁ ରେ ହସ ରହିବା ଆବଶ୍ୟକ ଏମିତି ହେଲେ ଆପଣ ମାନଙ୍କ ସ୍ୱାମୀ ଙ୍କୁ ଆପଣଙ୍କ ଉପରେ ଚିଡଚିଡା ପଣ ତଥା ମନ ରେ ଉଗ୍ର ଭାବ ଆପଣ ମାନଙ୍କ ପାଇଁ ରହିବ ନାହିଁ ଜାହା ଫଳ ରେ ଆପଣ ମାନଙ୍କ ପାଇଁ ପ୍ରେମ ତାଙ୍କ ମନ ରେ ଭରି ରହିବ , ସେହି ପରି ଭାବେ ଆପଣ ମାନେ ଏହି ନିୟମ କୁ ବି ଫୋଲ କରି ପାରିବେ ଯେଉଁ ଠାରେ ଆପଣ ମାନେ ଏକ ସର୍ପ୍ରାଇଜ୍ ଦେବାର ଯୋଜନା ବି କରି ପାରନ୍ତି ତଥା ରାତ୍ ସମୟ ରେ ଆପଣ ତାଙ୍କୁ ରୋମାନ୍ସ କରି ଖୁସୀ ବି କରି ପାରନ୍ତି।

Love To Share

Leave a Reply

Your email address will not be published. Required fields are marked *