ସ୍ଵାମୀଙ୍କୁ ରାତିରେ ଖୁସି କରିବା ପାଇଁ କରନ୍ତୁ ଏହି ସରଳ ଉପାୟ ସବୁବେଳେ ରହିବ ଭଲ ବୁଝାମଣା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ ବନ୍ଧୁଗଣ । ବର୍ତମାନ ସମୟ ରେ ନିଜର ବୈବାହିକ ଜିବନ କୁ ନେଇ ବାଦ ବିବାଦ ସବୁ ସମୟ ରେ ସୃଷ୍ଟି ହେଉଛି । ଜାହା ଫଳ ରେ ପରିବାର ରେ ବିଶୃଙ୍ଖଳା ଲ ସୃଷ୍ଟି ହେଉଛି । ସେହିଥି ପାଇଁ ସବୁ ବେଳେ ଦାମ୍ପତ୍ୟ ଜିବନ କୁ ସୁଖ ମୟ କରିବା ଉଚିତ୍ । ତେବେ ବନ୍ଧୁଗଣ ଦାମ୍ପତ୍ୟ ଜିବନ କୁ ସୁଖ ମୟକରିବା ପାଇଁ ସ୍ତ୍ରୀ ମାନଙ୍କର ବିଶେଷ ଦାୟୁତ୍ୱ ରହି ଥାଏ । ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ସରଳ ଉପାୟ ବିଷୟ ରେ କହିବା ପାଇଁ ଯାଉଛୁ ଜାହା ଦ୍ୱାରା ଆପଣ ମାନେ ନିଜ ସ୍ୱାମୀ କୁ ଖୁସୀ ରେ ରଖି ପାରିବେ ।

loveh

ଯେତେ ବେଳେ ବୈବାହିକ ଜିବନ ଆରମ୍ଭ ହୋଇ ଥାଏ । ତେବେ ସେହି ସମୟ ରେ ଦାମ୍ପତ୍ୟ ଜିବନ ବହୁତ ସୁଖ ମୟ ହୋଇ ଥାଏ । ହେଲେ ଧିରେ ଧିରେ ବିବାଦ ସୃଷ୍ଟି ହୋଇ ଥାଏ । ଏହାର କାରଣ ହେଲା ପରସ୍ପରର ମଧ୍ୟ ରେ ବୁଝାମଣା ରେ ଅଭାବ ରହି ଥାଏ । ତେବେ ପରିବାର ସେତେ ବେଳେ ସୁଖ ରେ ରହିବ ଯେତେ ବେଳେ ଆପଣ ଙ୍କ ସ୍ୱାମୀ ପିଲା ଛୁଆ ଏବଂ ଆପଣ ମାନଙ୍କ ସାଶୁ ସସୁର ଖୁସୀ ରେ ରହିବେ ।

ଜାହା ଦ୍ୱାରା ଆପଣ ମଧ୍ୟ ଖୁସୀ ରେ ରହିବେ । ତେବେ ଏହା ପାଇଁ ଉପାୟ ରହିଛି ପ୍ରତି ଦିନ ଆପଣ ମାନଙ୍କ ସ୍ୱାମୀ କାମରୁ ଫେରିବା ସମୟ ରେ ଆପଣ ମାନଙ୍କ ମୁହଁ ରେ ହସ ରହିବା ଆବଶ୍ୟକ ।

love t

ସେହିପରି ଆପଣ ମାନେ ତାଙ୍କୁ କାର୍ଯ୍ୟ ରୁ ଫେରିବା ମାତ୍ରକେ ଗୋଟିଏ ଥଣ୍ଡା ପାଣି ଗ୍ଲାସ୍ ପିଇବା ପାଇଁ ଦେଇ ପାରିବେ । ଏବଂ ଖାଇବା ପାଇଁ କୁହନ୍ତୁ । ସେହି ପରି ଆପଣ ମାନଙ୍କ ସ୍ୱାମୀ ଙ୍କୁ କିଛି ଗୁରୁତ୍ୱ ପୂର୍ଣ୍ଣ କଥା ବିଷୟ ରେ କହିବାର ରହିଛି । ତେବେ କେବେ ବି ସ୍ୱାମୀ ମାନେ ଘରକୁ ଫେରିବା ସମୟ ରେ କୁହନ୍ତୁ ନାହିଁ । ଏହାକୁ କେବଳ ଆପଣ ମାନେ ରାତିରେ ଶୋଇବା ସମୟ ରେ ହିଁ କହିବା ପାଇଁ ଚେଷ୍ଟା କରନ୍ତୁ ।

ସେହି ପରି ଆପଣ ମାନଙ୍କ ସ୍ୱାମୀ ଙ୍କ ସହିତ ଉତ୍ତମ ସଂମ୍ପର୍କ ରଖିବା ପାଇଁ ସମୟ ସମୟ ରେ କିଛି ଗିଫ୍ଟ ଦେଇ ପାରିବେ । ଏମିତି ହେଲେ ବି ସଂମ୍ପର୍କ ସୁଦୃଢ ହୋଇ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Love To Share

Leave a Reply

Your email address will not be published. Required fields are marked *