ହୃଦୟ ଚୋରି କରିବାରେ ମାହିର ହୋଇଥାନ୍ତି ଏହି ମହିଳା ମାନେ

ମନ ଚୋରି କରିବାରେ ମାହିର ହୋଇ ଥାନ୍ତି ନାମର ଝିଅ ମାନେ ଏବଂ ସବୁ ଝିଅ ମାନଙ୍କ ଠାରୁ ଏହି ନାମର ଝିଅ ମାନେ ବହୁତ ଖାସ୍ ହୋଇ ଥାନ୍ତି  ଏମାନେ ସବୁ ସମୟ ରେ ହୃଦୟ ଚୋରି କରିବାରେ ସଂମ୍ପର୍ଣ୍ଣ ମାହୀର ହୋଇ ଥାନ୍ତି ,ତେବେ ବନ୍ଧୁଗଣ କଣ ସେହି ତିନୋଟି ନାମ ଆସନ୍ତୁ ଜାଣି ନେବା ସଂମ୍ପର୍ଣ୍ଣ ଭାବେ  ବନ୍ଧୁଗଣ ପ୍ରତି ଝିଅ ମାନେ ବୁଝିବା ସୁଝିବା ନ ହେଲେ ବି ସେମାନେ ପୁଅ ମାନଙ୍କ ହୃଦୟ ଚୋରୀ କରି ଥାନ୍ତି ତେବେ ଆସନ୍ତୁ ଜାଣି ନେବା ସେହି ମାନଙ୍କ ବିଷୟ ରେ ପ୍ରଥମେ ହେଲା P ନାମର ଝିଅ । ଯେଉଁ ଝିଅ ମାନଙ୍କ ନାମ P ରୁ ଆରମ୍ଭ ହୋଇ ଥାଏ  ସେମାନେ ଦେଖିବା ପାଇଁ ସୁନ୍ଦର ହୋଇ ଥାନ୍ତି ।DGdfhyj

ଏମାନଙ୍କ ଆଖି ବହୁତ ସୁନ୍ଦର ହୋଇ ଥାଏ ଏମାନଙ୍କ ଚାହାଣୀ ଏମିତି ହୋଇ ଥାଏ କି ଯେକୈଣସି ପୁରୁଷଷ କୁ ଏମାନଙ୍କ ଆଡକୁ ଟାଣି ଆଣି ପାରିବ ,ସେହି ପରି K ନାମର ଝିଅ ଏମାନେ ଦେଖିବା ପାଇଁ ବହୁତ ସୁନ୍ଦର ହୋଇ ଥାାନ୍ତି  ଏବଂ ଏମାନେ ବହୁତ ଚୁଲବୁଲୀ ହୋଇ ଥାନ୍ତି ଏମାନଙ୍କ ପାଖରେ ଦୁଷ୍ଟାମୀ ବହୁତ ରହି ଥାଏ । ଏମାନଙ୍କର ସେହି ଦୁଷ୍ଟାମୀ ଦେଖି ପ୍ରତ୍ୟେକ ପୁରୁଷ ମାନେ ଏମାନଙ୍କ ପ୍ରତି ଆକର୍ଶିତ ହୋଇ ଥାନ୍ତି । ଏବଂ ଏମାନଙ୍କୁ ପାଇବା ପାଇଁ ସେମାନେ ପୂରା ପାଗଳ ପରି ହୋଇ ଥାନ୍ତି  ଏହି ନାମର ଝିଅ ମାନଙ୍କୁ ସ୍ୱପ୍ନ ଦେଖିବା ପାଇଁ ବହୁତ ଭଲ ଲାଗି ଥାଏ ।rhgjyufki

ସବୁ ବେଳେ ଏମାନେ ନିଜ ସ୍ୱପ୍ନ ରେ ଡୁବି ରହି ଥାନ୍ତି । ଏହା ଛଡା ଏମାନେ ପୁଅ ମାନଙ୍କ ହୃଦୟ ଜିଣିବାରେ ସଂମ୍ପର୍ଣ୍ଣ ମାହୀର ହୋଇ ଥାନ୍ତି ତିନି ରେ ହେଲା S ନାମକ ଝିଅ ଯେଉଁ ଝିଅ ମନଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇ ଥାଏ  ଏମାନେ ବହୁତ ବୁଝିବା ସୁଝିବା ର ହୋଇ ଥାନ୍ତି । ଏମାନଙ୍କ ପାଖରେ ସହିବା ଶକ୍ତି ପ୍ରଚୁର ରହି ଥାଏ  ଏବଂ ଏମାନଙ୍କ କଥା ରେ ବହୁତ ମଧୁରତା ରହି ଥାଏ ,fdrhfjku

ଏମାନେ କଥା କମ୍ କହି କାମ ଉପରେ ସବୁ ବେଳେ ଫୋକସ୍ କରନ୍ତି , ଏମିତି ମହିଳା ମାନେ ସବୁ ସମୟ ରେ ପୁରୁଷ ମାନଙ୍କୁ ନିଜ ଆଡକୁ ଆକର୍ଶିତ କରିବାରେ ମାହୀର ହୋଇ ଥାନ୍ତି ଏବଂ ଏହି ନାମ ର ମହିଳା ମାନଙ୍କୁ ଯୁବକ ମାନେ ଦେଖି ଆକର୍ଶିତ ହୁଅନ୍ତି ଏବଂ ଏମାନେ ହୃଦୟ ଚୋରି କରିବାରେ ମାହିର ହୋଇଥାନ୍ତି ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *